Sign in
Sign in
Recover your password.
A password will be e-mailed to you.
ମେ ୧୭ରେ ୧୦ମ ଆର୍ଟ ଅଫ୍ ଗିଭିଂ ଦିବସ: ୬ଜଣ ପାଇବେ ଆର୍ଟ ଅଫ୍ ଗିଭିଂ ହିରୋ ସମ୍ମାନ
ଭୁବନେଶ୍ୱର: ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ପାଇଁ ୨୦୧୩ ମସିହା ମେ ୧୭ ତାରିଖଠାରୁ ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ଆର୍ଟ ଅଫ୍ ଗିଭିଂ’ ପ୍ରୟାସ ଏବେ ସମଗ୍ର ବିଶ୍ୱରେ ଆଦୃତି…
ବୟନ ଶିଳ୍ପ ଓ ପୋଷାକ କ୍ଷେତ୍ର ପାଇଁ ମଇ-୧୭ ରେ ବେଙ୍ଗାଲୁରୁଠାରେ ଓଡ଼ିଶା ନିବେଶକ ସମ୍ମିଳନୀ
ଭୁବନେଶ୍ଵର-ଘରୋଇ ଏବଂ ବୈଶ୍ୱିକ ନିବେଶକଙ୍କ ପାଇଁ ନିବେଶର ଗନ୍ତବ୍ୟସ୍ଥଳ ହେବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାର ବୟନ, ପୋଷାକ ଏବଂ ବୈଷୟିକ-ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ଚଳିତ ମାସ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁଠାରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆୟୋଜନ କରିବାକୁ…
ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ଦଳରୁ ନିଲମ୍ବିତ
ସାମାଜିକ ଗଣମାଧ୍ୟମରେ କଂଗ୍ରେସ ଦଳର ଶୀର୍ଷ ନେତାମାନଙ୍କୁ ଓ ଦଳର ଭାବମୂର୍ତିକୁ କ୍ଷୂର୍ଣ୍ଣ କରିବାଭଳି ମନ୍ତବ୍ୟ, ଟିପ୍ପଣୀ ଓ ମତ ରଖୁଥିବା ନେତାଙ୍କୁ ତାଗିଦ
"ସାମାଜିକ ଗଣମାଧ୍ୟମରେ ମୁହଁ ବନ୍ଦ ରଖ , ନହେଲେ ଭୋଗିବ ଫଳ !"
ଭୁବନେଶ୍ୱର - ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଶୃଙ୍ଖଳାଗତ…
ବି.ଏସ୍.କେ.ୱାଇ. ରେ ଉଲ୍ଲେଖନୀୟ ଅଗ୍ରଗତି, ଲୋକେ ପାଉଛନ୍ତି ସୁଫଳ
ସାମିଲ ହେଲେଣି ୬୮୧ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ
ହସ୍ପିଟାଲସ୍ତରରେ ରୋଗୀମାନଙ୍କ ସହାୟତା ପାଇଁ ନିୟୋଜିତ ୬୬୮ ଛାମୁଆ କର୍ମଚାରୀ
ଭୁବନେଶ୍ୱର:ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ଓଡିଶା ସରକାରଙ୍କ ଅନନ୍ୟ ପ୍ରଚେଷ୍ଟା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…
ତାଣ୍ଡବ ରଚିଲା କାଳବୈଶାଖୀ,
ଡାଳ ପଡି ବୃଦ୍ଧଙ୍କ ଗୋଡ଼ ଭାଙ୍ଗିବା ସହିତ ବଜ୍ରପାତରେ ବଳଦ ମୃତ
ଓଡ଼ଗାଁ, ୧୬।୫ (ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ଅପରାହ୍ନରେ ସୃଷ୍ଟି ହୋଇଥିବା କାଳବୈଶାଖୀ ଯୋଗୁଁ ଓଡ଼ଗାଁ ବ୍ଲକ ପନ୍ତିଖାରୀ ଗ୍ରାମପଞ୍ଚାୟତ ଗଂଜିଆପଲ୍ଲୀ ଆମ୍ବତୋଟାରେ ଆମ୍ବ ଗୋଟାଉଥିବାବେଳେ ଗଛର ଡାଳ ପଡିବାରୁ ଜଣେ…
ଅଢେଇ ବର୍ଷ ପରେ ବାଟ ଫିଟିଲା, ଗାଁକୁ ଫେରିବେ ୨୦ ଅସବର୍ଣ୍ଣ ପରିବାର
ଓଡ଼ଗାଁ,୧୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସବର୍ଣ୍ଣ ଅସବର୍ଣ୍ଣ ବିବାଦ ଅନୁସୁଚିତ ଜାତି ଓ ଜନଜାତି ନିର୍ଦ୍ଦେଶକ ଓଡ଼ିଶାଙ୍କ ଅଧ୍ୟକ୍ଷତାରେ ହରିଡା ବନ୍ଧ ଗ୍ରାମ ପଞ୍ଚାୟତ ଠାରେ…
ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଭେଟିଲା ଜଟଣୀ ନାଗରିକ କମିଟି
ଜଟଣୀ ଏଖରାଜତ ମାହାଲ ଭୂସଂପତି ପ୍ରସଙ୍ଗ
ଭୁବନେଶ୍ୱର :ଜଟଣୀ ବିଧାୟକ ଶ୍ରୀ ସୁର ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ଏଖରାଜତ ମାହାଲ ଭୂସଂପତିର ମାଲିକାନା ପରିବର୍ତନ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ଭେଟିଲେ ଜଟଣୀ ନାଗରିକ କମିଟି । ପ୍ରସଙ୍ଗ ଏହିକିଯେ ଜଟଣୀ…
କଲମ୍ବୋରେ ଆୟୋଜିତ ଆଇଆଇଆଇଇ ସିଇଓ ସମ୍ମିଳନୀରେ ସୋଆ ସମ୍ମାନିତ
ଭୁବନେଶ୍ୱର, ୧୬/୦୫ : ଜାତୀୟ ସ୍ତରୀୟ ବୃତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ଏହାର ୨୩ତମ ସିଇଓ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ…
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ପ୍ରଶମନ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ l
ନବରଙ୍ଗପୁର/ ଅଶୋକ ସାହୁ :.ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ନବରଙ୍ଗପୁର…
ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାରେ ୨ଶହଟି ପରିବାର ।
କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଗଡ଼ପଳାଶୁଣି-ତେଲକୋଇ ପୂର୍ତ୍ତ ବିଭାଗ ରାସ୍ତାର ବଡ଼ସାହି ନିକଟରେ ରାସ୍ତାରୋକ କରିଛନ୍ତି ଗଡ଼ପଳାଶୁଣି ୯ ଓ ୧୦ ନଂ ୱାର୍ଡର ଶତାଧିକ ମହିଳା ଓ ପୁରୁଷ । ବଡ଼ସାହିର ଏହି ମହିଳା ମାନେ ଗରା, ବାଲଟି ଓ ଡେକଚି ଥୋଇ ରାସ୍ତାରୋକ କରିଛନ୍ତି ।…