ପଦ୍ମପୁର :- ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କ ସହିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତଥା ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା କଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି l ରାଜ୍ୟ ସରକାର ଙ୍କ ନବୀନ ଓଡିଶା ଯୋଜନା, ବିଜୁ ସ୍ୱାସ୍ଥ୍ୟ, ବିଜୁ ସେତୁ ଆଦି ବିଭିନ୍ନ ଯୋଜନା ସମେତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପଦ୍ମପୁର, ଝାରବନ୍ଧ, ପାଇକମାଲ ରେ ଚାଲୁଥିବା କାର୍ଯ୍ୟକ୍ରମ ଗୁଡିକ ବିଷୟରେ ସବିଶେଷ ଆଲୋଚନା କରି ଏହାର ସଫଳ ରୂପାୟନ ନେଇ ସାଂସଦ ଶ୍ରୀ ବିଶି ବିଧାୟିକା ଶ୍ରୀମତୀ ବରିହା ଙ୍କ ସହ ଆଲୋଚନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post
Next Post