Sign in
Sign in
Recover your password.
A password will be e-mailed to you.
ତାମିଲନାଡୁରେ ଠାବ ଅଚିହ୍ନା ଓଡ଼ିଆ ବ୍ୟକ୍ତିଙ୍କର ମିଳୁନି ପରିଚୟ
ଚିହ୍ନଟ ପାଇଁ ଓଡ଼ିଶା-ମୋ ପରିବାରର ଅନୁରୋଧ
ଗତ ମାର୍ଚ୍ଚ ମାସରେ ତାମିଲନାଡୁରେ ଠାବ ହୋଇଥିବା ଅଚିହ୍ନା ଓଡ଼ିଆ ବ୍ୟକ୍ତିଙ୍କର ସୂଚନା ଓଡ଼ିଶା-ମୋ ପରିବାର ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିଲା । ବିଭିନ୍ନ ଗଣମାଧ୍ୟମ ଏବଂ ଖବରକାଗଜରେ ଏହି ଖବର ପ୍ରସାରଣ ହେବା ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ…
ସମ୍ ହସ୍ପିଟାଲ୍ରେ ‘ଜାତୀୟ ଫୋରେନ୍ସିକ୍ ମେଡିସିନ୍ ଡେ’ ପାଳିତ
ଭୁବନେଶ୍ୱର, ୧୫/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ‘ଜାତୀୟ ଫୋରେନ୍ସିକ୍ ମେଡିସିନ୍ ଡେ’ ପାଳିତ ହୋଇଯାଇଛି । ଶୁକ୍ରବାର ଏକ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମରେ ଫୋରେନ୍ସିକ୍…
ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ୧୦ ଦିନିଆ ସମର୍କ୍ୟାମ୍ପ ଉଦ୍ଜାପିତ
ଭୁବନେଶ୍ୱର, ୧୫/୦୫ : ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ରବିବାର ଉଦ୍ଯାପିତ ହୋଇଯାଇଛି । ମେ ୫ ତାରିଖରେ ସୋଆ…
ଶୁଖୁନି ମା’ ଆଖିରେ ଲୁହ,୪ବର୍ଷ ହେଲା ନିଖୋଜ ପୁଅ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ମାଆ ଓ ସନ୍ତାନଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତାକୁ ନେଇ ମା' ହସି ହସି ବାତ୍ସଲ୍ୟର ସ୍ନେହଭରା ଲୁହ ଆଖିରୁ ଗଡ଼େଇ ଦେଉଥିଲା ବେଳେ ଆଜି କିନ୍ତୁ ଗୋଟିଏ ମା' ଦୀର୍ଘ ୪ ବର୍ଷ ହେଲା ଏକମାତ୍ର ପୁଅର ବିଚ୍ଛେଦରେ ଲୁହ ବଦଳରେ ରକ୍ତ ଗଡାଉଥିବା ଦେଖିବାକୁ ମିଳିଛି।…
କର୍ଣ୍ଣାଟକରେ କଂଗ୍ରେସର ବିଜୟକୁ ନେଇ ପାରଳାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଜୟ ଉତ୍ସବ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କର୍ଣ୍ଣାଟକରେ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ତଥା ସଫଳତାକୁ ନେଇ ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ବିଜୟ ଉତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ଠାରେ…
“ଆକାଂକ୍ଷା” ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଂଗଠନ ତରଫରୁ ସିଧାମଡଙ୍ଗ ଠାରେ "ମାତୃ ଦିବସ" ପାଳନ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି…
ମା’ର ମମତା , ସ୍ନେହ , ତ୍ୟାଗ , ପ୍ରେମ ଅନନ୍ତ , ଅମାପ , ତାରି ଡୋରୀରେ ବନ୍ଧା ଏ ଜଗତ ତା ବିନା ଆମର ନାହିଁ…
https://youtu.be/VdUVhOSG0l0
ପାରାଳlଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ପାରଳାର ଅଗ୍ରଣୀ ମହିଳା ସଙ୍ଗଠନ "ପ୍ରଗତି" ଆନୁକୁଲ୍ୟରେ "ଆନ୍ତର୍ଜାତିକ ମାତୃ ଦିବସ" ଓ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଶ୍ରୀମତୀ କଳ୍ପନା…
“ନିର୍ବାଚନ ପାଖେଇ ଆସିଲେ ମନେ ପକାନ୍ତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ”
ନିର୍ବାଚନ ପରେ ଭୁଲିଯାଆନ୍ତି ରାଜ୍ୟ ସରକାର : ମୋହନ ମାଝୀ
ଭୁବନେଶ୍ୱର, ତା.୧୪/୦୫: ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପ୍ରଜାତିକ, ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ୨୦୧୯ ସାଧାରଣ…
ଧନ୍ଦାମୂଳକ ଶିକ୍ଷକଙ୍କ ପାଞ୍ଚଦିନିଆ ପ୍ରଶିକ୍ଷଣ ଉଦଯାପିତ
ପ୍ରଶିକ୍ଷଣ ସହ ଓ୍ୱାର୍ଲଡ ସ୍କିଲ ସେଣ୍ଟର ଓ ସେଣ୍ଟ୍ରାଲ ଟୁଲ ଓ ଟ୍ରେନିଂ ସେଣ୍ଟର ପରିଦର୍ଶନ କଲେ ପ୍ରଶିକ୍ଷାର୍ଥୀ
ଭୁବନେଶ୍ୱର,:ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ପାଞ୍ଚଦିନ ଧରି ଆଞ୍ଚଳିକ ପ୍ରଶିକ୍ଷଣ ସଂସ୍ଥାନ ଭୁବନେଶ୍ୱର ଠାରେ ଆୟୋଜିତ ଧନ୍ଦାମୂଳକ ଶିକ୍ଷକମାନଙ୍କର ତାଲିମ…
ସିବିଏସ୍ଇ ପରୀକ୍ଷାରେ ଏବିପିଏସ୍ର ଉଲ୍ଲେଖନୀୟ ସଫଳତା
କାଶୀପୁର/ଟିକିରି ରୁ ବୈକୁଣ୍ଠ ଦୁରିଆ : ଏହାର ପାରିପାଶ୍ୱର୍ିକ ଅଞ୍ଚଳରେ ବାସକରୁଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କର ସାମର୍ଥ୍ୟ ପରିସ୍ଫୁଟନ କରାଇବା ଏବଂ ଗୋଷ୍ଠୀକୁ ସମୃଦ୍ଧ କରିବା ସକାଶେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଅଗ୍ରସର ହେଉଥିବା ରାୟଗଡା ଜିଲ୍ଲାର ଟିକିରି…