ମାହାଙ୍ଗା ବିଜେଡିରେ ମିଶ୍ରଣ ପର୍ବ, ବଢୁଛି ପ୍ରତାପଙ୍କ ପତିଆରା

https://youtu.be/wiA-4lYeQAw ମିଶନ 2024 ନିର୍ବାଚନ ପାଇଁ ମାହାଙ୍ଗା ବିଜେଡିର ମିଶ୍ରଣ ପର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଶତାଧିକ…

ବିଜେପି ମୁହଁରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା କଥା ଏକ ବିଡମ୍ବନା: ବିଜେଡି

 ଧର୍ମେନ୍ଦ୍ରଙ୍କ ସହିତ ବିଜେପିର ନିର୍ଦ୍ଧିଷ୍ଟ ଗୋଷ୍ଟି ମିଶନ ଶକ୍ତି ମହିଳାଙ୍କୁ ଅପମାନିତ କରୁଛନ୍ତି  ବର୍ଷା ସିଂ ବରିହା ଓ ଦୀପାଲି ଦାସଙ୍କୁ ଅପମାନିତ କରିବାକୁ ପଛାଇଲେ ନାହିଁ  ବିଜେପି ସାଂସଦଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ମହିଳା…

ସମ୍‌ରେ ବୁଧବାର ଠାରୁ ଦୁଇ ଦିନିଆ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଜୋନାଲ୍ ଟାସ୍କ ଫୋର୍ସ ବୈଠକ ଆରମ୍ଭ

ଭୁବନେଶ୍ୱର ମେ ୧୭: ପୂର୍ବାଂଚଳ ନିମନ୍ତେ ଜାତୀୟ ଟିବି ନିରାକରଣ କାର୍ଯ୍ୟକ୍ରମର ଦୁଇ ଦିନିଆ ଜୋନାଲ୍ ଟାକ୍ସଫୋର୍ସ ବୈଠକ ଆସନ୍ତା ୧୮ ଓ ବ୯ ତାରିଖ ଦୁଇ ଦିନ ଧରି ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଆୟୋଜିତ ହେବ । ଦେଶରେ ଟିବି ଭଳି ବ୍ୟାଧିକୂ ୨୦୨୫…

ସହରାଞ୍ଚଳ ରୂପାନ୍ତରଣ ଉପରେ ନିର୍ବାଚିତ ପୌର ପ୍ରତିନିଧିଙ୍କୁ ନେଇ କର୍ମଶାଳା

ଭୁବନେଶ୍ୱର, ୧୭/୫: ସରକାରଙ୍କ ୫ଟି ପଦକ୍ଷେପ ଅନୁଯାୟୀ ଆଜି ସହରାଞ୍ଚଳ ରୂପାନ୍ତରଣ ଉପରେ ପୌର ସଂସ୍ଥାଗୁଡ଼ିକର ର୍ନିବାଚିତ ପ୍ରତିନିଧୀଙ୍କୁ ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଲୋକସେବାଭବନରେ ଅନୁଷ୍ଠିତ ଏହି କର୍ମଶାଳାରେ ବିଭିନ୍ନ ପୌରସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ,…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଅଙ୍ଗନବାଡ଼ି ଛୁଟି ଘୋଷଣା ଦାବି

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଲକ୍ଷ୍ୟ ରଖି ସରକାର ସ୍କୁଲ,କଲେଜ ବନ୍ଦ ରଖିଥିଲା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରଖିଛନ୍ତି। ଯାହାକି କୋମଳମତୀ ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ଖରାରେ କଲବଲ ହେଉଥିବା ପରିଲକ୍ଷିତ ହୋଇଛି। ସକାଳ ୭ଟାରୁ ଟାଇଁ ଟାଇଁ ଖରା…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି…

ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯ୍ୟାତନା ଏବଂ ଅସଦାଚାରଣର ଲମ୍ବା ତାଲିକା- ଲେଖାଶ୍ରୀ ସାମନ୍ତସିଂହାର

"ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ଯଦି ଅଧିକ ସଂଖ୍ୟକ ନେତା କେଉଁ ଦଳରେ ଥାଆନ୍ତି, ସେ ଦଳ ହେଉଛି ବିଜେଡିରେ?.ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ବିଜେଡିର ନୁହଁନ୍ତି, ଆମ ପରିବାରର ମାଆ ଭଉଣୀମାନେ ବି ଏଥିରେ ଅନ୍ତର୍ଭୃକ୍ତ ଅଛନ୍ତି? ସମୀର ଦାସ ଓ ଶ୍ରକାନ୍ତ…

ଅସହାୟ ମହିଳାଙ୍କ ଶବ ସତ୍କାର କଲା ଓଡିଶା-ମୋ ପରିବାର

ଭୁବନେଶ୍ବର : ଅଧାରାତି ରେ ୫୦ ବର୍ଷୀୟା ରଞ୍ଜନା ମାର୍ଥା ଙ୍କ ଶେଷକୃତ୍ୟ କାର୍ଯ୍ୟରେ ସହଯୋଗ ର ହାତ ବଢ଼ାଇଛି ଓଡ଼ିଶା-ମୋ ପରିବାର। ବହୁଦିନ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା, ତାଙ୍କର ପୁଅ ଓ ବୋହୂ ସୁନ୍ଦରପଦା ରେ ରହି ଆସୁଥିବା ବେଳେ ସେ ଏକାକୀ ବଡଗଡ ଅଞ୍ଚଳରେ ବାସ କରୁଥିଲେ।…

ପଦ୍ମପୁର ଶୀତଳଷଷ୍ଠୀ : ମୀନାବଜାର ଉଦଘାଟିତ

ପଦ୍ମପୁର:- ଆସନ୍ତା ମଇ୨୧ ରୁ ମଇ ୨୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଶୀତଳଷଷ୍ଠୀ ଯାତ୍ରା ପାଇଁ ଦୋରା ପେଟ୍ରୋଲ ପମ୍ପ ପାଖ ପଡିଆରେ ମୀନାବଜାର ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଶୀତଳ ଷଷ୍ଠୀ କମିଟୀ ଉପଦେଷ୍ଟା ଶ୍ରୀବେଣୁ ମାଧବ ଦୋରା ଫିତାକାଟି ଆଜି…

କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ ଭୁଲ ଧରାପଡିବା ପରେ ଧର୍ମେନ୍ଦ୍ର କ୍ରୋଧିତ: ବିଜେଡି

 ବର୍ଷା ବରିହାଙ୍କ ଠାରୁ ଦୀପାଲିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅପମାନିତ କରୁଛି ବିଜେପି  ମିଶନ ଶକ୍ତି ମା’ମାନଙ୍କୁ ଅପମାନିତ କରିବାକୁ ପଛାଉ ନାହାନ୍ତି ବିଜେପି ନେତା  ମା’ମାନଙ୍କୁ ବଦନାମ ଉଦ୍ୟମ କରି ବାରମ୍ବାର ନିର୍ବାଚନ ହାରୁଛନ୍ତି ଭୁବନେଶ୍ୱର, ୧୬/୦୫/୨୦୨୩:…