Sign in
Sign in
Recover your password.
A password will be e-mailed to you.
ବାଲେଶ୍ୱର ଟ୍ରେନ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ପରିବାର କୁ ଓଡିଶା ସରକାର ଙ୍କ ପକ୍ଷରୁ 5 ଲକ୍ଷ ଟଙ୍କାର ସହାୟତା…
: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସାଧୁବାଦ ଜଣାଇଲେ ଅଞ୍ଚଳବାସୀ l
(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ): ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ଗ୍ରାମ ପଞ୍ଚାୟତର…
ରାଉରକେଲା ମହାନଗରରେ ‘ଗାଁ ଆମ୍ବ ପସରା’
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ। ଏଥିପାଇଁ ସ୍ଥାନୀୟ ରାଉରକେଲା ର ଆମ ବାଗାନ ଠାରେ ଖୋଲିଛି ‘ଗାଁ ଆମ୍ବ ପସରା’। ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ବୁଧବାର ଦିନ ଏହି ଷ୍ଟଲକୁ ଜିଲ୍ଲା ପରିଷଦ…
ଭୁବନ ଏନ୍.ଏ.ସି ର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ଦୃତ ବିକାଶ ପାଇଁ ୫ ଟି ଷ୍ଟାଣ୍ଡଙ୍ଗି କମିଟି ଗଠିତ
ଚୋରି ରୋକିବାକୁ ସାରା ସହର ରେ ସି ସି କ୍ୟାମେରା ଲଗାଇବାକୁ ନିଷ୍ପତି |
ଭୁବନ - ଭୁବନ ଏନ୍ ଏ ସି ର ପଞ୍ଚମ ସାଧାରଣ ବୈଠକ ଆଜି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାହୀ ଅଧକାରୀ ଶ୍ୟାମ ସୁନ୍ଦର ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଓ…
ଜିଲ୍ଲା ଖଣିଜ ପାଣ୍ଠି ରେ ନିର୍ମିତ ପ୍ରକଳ୍ପ ମନ୍ତ୍ରୀ ଙ୍କ ଦ୍ଵାରା ଶିଳାନ୍ୟାସ ଓ ଉଦଘାଟନ ।
ଭୁବନ : ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଏବଂ ବାରୁଆଁ (ବି) ପଞ୍ଚାୟତ ରେ ଜିଲ୍ଲା ଖଣିଜ ପାଣ୍ଠି ରୁ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ମଧ୍ୟରୁ ଓଡ଼ିଶ ବ୍ରହ୍ମକୁଣ୍ଡ , କଂଶର ଗୋଡା, ମାଳୁଆ ଗୋଡ଼ା,ନୂଆ ଜିରାଳ ରେ ମିନି କଲ୍ୟାଣ…
ଟ୍ରେଜେରୀ ଅମଲା ସଂଘ ତରଫରୁ ସିଏମଆରଏଫକୁ ୫୦,୦୦୧ ଟଙ୍କା ସହାୟତା
ଭୁବନେଶ୍ୱର:ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସାହାଯ୍ୟାର୍ଥେ ଗତକାଲି ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଚାଶ ହଜାର ଏକ ଟଙ୍କା ସହାୟତା ପ୍ରଦାନ କରାଯାଇଛି l ଲୋକସେବା ଭବନ ରେ ମୁଖ୍ୟ…
ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ଅଧ୍ଯକ୍ଷ ଙ୍କ ସୁନ୍ଦର ଗଡ ଗସ୍ତ
ଆରଜିଏଚ ଓ ଲାଠିକଟା ବ୍ଲକ କଲେ ପରିଦର୍ଶନ
ରାଉରକେଲା (ବସନ୍ତ କୁମାର ଜେନା): ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ଅଧ୍ଯକ୍ଷ ଶ୍ରୀ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଗସ୍ତ ରେ ଆସି ଆଜି ରାଉରକେଲା ସରକାରୀ ଚିକିତ୍ସାଳୟ ର ପୁଷ୍ଟିସାଧନ କେନ୍ଦ୍ର, ଲାଠିକଟା ବ୍ଲକ ର ଆଙ୍ଗନବାଡି କେନ୍ଦ୍ର, ସରକାରୀ ଖୁଚୁରା…
ଭୂତକୋଠି ପାଲଟିବ କି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ !
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଏବେ ଭୂତକୋଠିରେ ପରିଣତ ହେଲାଣି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୟାଗଡ଼ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ସ୍ଥାପିତ ଏହି କାର୍ଯ୍ୟାଳୟ ଗତ ୨୦୧୯ ମସିହାରେ ନୟାଗଡ଼ ବିଧାୟକ ଡ.ଅରୁଣ…
ପୋଖରୀରେ ବୁଡ଼ି ଦୁଇ ମହିଳା ମୃତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଲିଙ୍ଗଗଡ଼ ଠାରେ ଦୁଖଦ ଘଟଣା ଘଟୁଛି I ବନ୍ଧରେ ଗାଧେଇବା ସମୟରେ ବୁଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି I ମୃତ ମହିଳା ଦୁଇ ଜଣ ହେଲେ ଜଚେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ପ୍ରଧାନ ଓ ବଳଦେବ ପ୍ରଧାନଙ୍କ…
ବେଦାନ୍ତ ଆଲୁମିନିୟମର ଗ୍ରାଷ୍ମ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ାର ୬୫୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି
ଝାରସୁଗୁଡ଼ା, ଓଡ଼ିଶା, ୭ ଜୁନ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବ୍ୟାପକ ଗ୍ରୀଷ୍ମ ପ୍ରଭାବ ଜନିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଗୋଷ୍ଠୀର ଲୋକମାନଙ୍କୁ ଉତାପର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ବିଷୟରେ ଉପଯୁକ୍ତ ସତର୍କ କରାଯାଇଥିଲା ।…
ବୌଦ୍ଧଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଖୋଲିଲା ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହ
ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜିଲ୍ଲାର ସମସ୍ତ ୬୯ ଗୋଟି ଗ୍ରାମପଞ୍ଚାୟତରେ ପାଠାଗାର ଓ ଭିଡିଓ…