Sign in
Sign in
Recover your password.
A password will be e-mailed to you.
ସ୍କୁଲ ଅଟୋ ଦୁର୍ଘଟଣା ଗ୍ରସ୍ତ ଜଣେ ଛାତ୍ରୀ ମୃତ।
ବାସୁଦେବପୁର - ଆଜି ବାସୁଦେବପୁର ସ୍ଥିତ ସ୍ଥାନୀୟ ମନ୍ଦାରୀ ନିକଟ ରେ ଶିଶୁ ବିହାର ସ୍କୁଲ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଜଣେ ଛାତ୍ରୀ ମୃତ ହୋଇ ଥିବା ବେଳେ ତିନି ରୁ ଅଧିକ ଛାତ୍ର ଛାତ୍ରୀ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଥିବାର ଦେଖାଦେଇଛି। ମୃତ…
କେନ୍ଦ୍ର କ୍ୟାବିନେଟର ବଳିଷ୍ଠ ପଦକ୍ଷେପ – ୟୁରିଆ ସବସିଡି ଯୋଜନା ଜାରୀ ରହିବ
ଚାଷୀ ଓ ଚାଷକୁ ସବୁଠୁ ଅଧିକ ଅଗ୍ରାଧିକାର ଦେଇଛନ୍ତିମୋଦି ସରକାର: ମନମୋହନ ସାମଲ
ଭୁବନେଶ୍ୱର, ତା.୩୦/୦୬: ଗତ କାଲି କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ୩ ବର୍ଷ ପାଇଁ (୨୦୨୨-୨୩, ୨୦୨୩-୨୪, ୨୦୨୪-୨୫ ଆର୍ôଥକ ବର୍ଷ) ୟୁରିଆ ସାର ସବସିଡି ପ୍ରଦାନ ବାବଦରେ କେନ୍ଦ୍ର ସରକାର ୩.୭୦…
ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର : ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।
ସୂଚନାନୁସାରେ, ୨୦୨୧ ମସିହା ଜୁନ ମାସରେ ଭୁବନେଶ୍ୱରର ଜଣେ ୧୩ବର୍ଷର ବାଳକ କୃଷ୍ଣ ମୁଣ୍ଡା ଏକ ଗଛ ଉପରକୁ ଚଢିବାକୁ ଚେଷ୍ଟା…
ଦେଖନ୍ତୁ, ପୁରୀ ସିଂହଦ୍ୱାରରୁ ଶ୍ରୀଜୀଉଙ୍କ ଅଧରପଣା ନୀତିର ସିଧା ପ୍ରସାରଣ
https://youtu.be/WHMSSxOTUXI
ରଥ ଉପରେ ତିନି ଠାକୁରଙ୍କ ସୁନାବେଶ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
https://youtu.be/3ctcAo1FA2c
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀଜୀଉ ମାନେ ବଡଦାଣ୍ଡରେ ମାଉସୀ ମାଙ୍କ ଘର ନିକଟରେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପବିତ୍ର ହରି ଶୟନ ଏକାଦଶୀ ତିଥିରେ ସୁନାବେଶରେ…
କିଟ୍ କ୍ୟାମ୍ପସରେ ଆରମ୍ଭ ହେଲା କଳିଙ୍ଗ ଭାରତୀ କମ୍ୟୁନିଟି ରେଡ଼ିଓ
ଭୁବନେଶ୍ୱର, ୨୯ । ୬: କିଟ୍ କ୍ୟାମ୍ପସରେ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ପ୍ରସାରଣ ଆରମ୍ଭ ହୋଇଛି କଳିଙ୍ଗ ଭାରତୀ ୯୦.୦ ଏଫ୍ଏମ୍ କମ୍ୟୁନିଟି ରେଡ଼ିଓ। ସ୍ଥାନୀୟ କର୍ପୋରେଟର୍ ପ୍ରୀତିନନ୍ଦା ରାଉତରାୟ, ମିହିର କୁମାର ରାଉତ ଓ ପଟିଆ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ସମେତ…
ସୁନାବେଶରେ ଦର୍ଶନ ଦେଉଛନ୍ତି ତିନି ଠାକୁର, ରାତି ୧୨ ପରେ ଓଲାଗି
ପୁରୀ (ଅନିମେଶ ପଟ୍ଟନାୟକ): ଚାଲିଛି ସୁନାବେଶ ଦର୍ଶନ। ମହଣ ମହଣ ସ୍ୱର୍ଣ୍ଣ ଅଲଙ୍କାରରେ ସୁସଜ୍ଜିତ ତିନି ଠାକୁର । ରଥାରୂଢ ଶ୍ରୀ ବିଗ୍ରହମାନଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ ।
ପବିତ୍ର ସୁନା ବେଶର ସିଧା ପ୍ରସାରଣ ଦେଖନ୍ତୁ , ୨୯ ଜୁନ, ୨୦୨୩
ଆଜି ଆଷାଢ ଶୁକ୍ଳ ଏକାଦଶୀ ତିଥି…
ହାଇଦ୍ରାବାଦ ସହରରେ ରଥଯାତ୍ରା: ପ୍ରବାସୀ ଓଡ଼ିଆ ଶ୍ରଦ୍ଧାଳୁମାନେ ପାଳିଲେ ଏହି ପର୍ବ
ଢେଙ୍କାନାଳ/ ରବିନ୍ ଦାସ ;ଓଡିଶା ରାଜ୍ୟ ରୁ ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ର ସଦନଗର ଏରିଆ ରେ ୧୫ ବର୍ଷ ହେବ ରହି ଆସୁଛନ୍ତି ପପୁନ , ତୃପ୍ତି , ଉପେନ୍ଦ୍ର , ରିଙ୍କୁ, ପର୍ଶୁରାମ,ସର୍ବେଶ୍ୱର, ଶଙ୍କର, ଦିବ୍ୟା, ରମେଶ , ସନ୍ତୋଷ, ଅକ୍ଷୟ, ସୁଶାନ୍ତ ଙ୍କ ସମେତ ଅନେକ ପ୍ରବାସୀ । ଓଡ଼ିଆ…
ମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍:ଘଟୁଛି ଦୈନିକ ଦୁର୍ଘଟଣା
ଢେଙ୍କାନାଳ/ରବିନ୍ ଦାସ ; କାମାକ୍ଷାନଗର ଏନଏସି ଅନ୍ତର୍ଗତ ୨ ନମ୍ବର ୱାର୍ଡ ମଢୀ ସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ଦୀର୍ଘଦିନ ହେବ ଏକ ଡ୍ରେନ୍ ଦଦରା ହୋଇ ମୁକୁଳା ଅବସ୍ଥାରେ ପଡ଼ିରହିଛି ହେଲେ କାହାର ଦୃଷ୍ଟି ପଡ଼ୁ ନାହିଁ । ଉକ୍ତ ୱାର୍ଡ ରେ ହାରାହାରି ୯00 ଲୋକ ବାସ କରୁଥିବା…
ଭୁବନ ପୋଲିସର ନିଷ୍କ୍ରିୟତା ଯୋଗୁଁ ବୃଦ୍ଧି ପାଇବାରେ ଲାଗିଛି ଚୋରି
ଦୁଇ ଚୋରଙ୍କୁ କାବୁ କରି ଥାନାରେ ଦେଲେ ଲୋକେ
ଢେଙ୍କାନାଳ/ ରବିନ୍ ଦାସ ; ଭୁବନ ଥାନା ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରେ ଦୈନିକ ବହୁ ଚୋରି ହେଉଥିବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏନେଇ ଭୁବନ ଥାନାଧିକାରୀଙ୍କ ଅବଗତି ନିମନ୍ତେ ଗଣମାଧ୍ୟମ ଓ ସିଧାସଳଖ ଥାନାରେ ମଧ୍ୟ ବହୁ ଅଭିଯୋଗ ହୋଇଆସୁଛି…