ଭଦ୍ରକ ରୁ ବାସୁଦେବପୁର ଅଭିମୁଖେ କ୍ରୀଷ୍ଣା ବସ ଦୁର୍ଘଟଣା, ଜଣେ ମୃତ

 ବାସୁଦେବପୁର -ଭଦ୍ରକ ନିକଟସ୍ଥ ସାବରଙ୍ଗ ହାଇସ୍କୁଲ ନିକଟରେ ଭଦ୍ରକରୁ ବାସୁଦେବପୁର ଅଭିମୁଖେ ଯାଉଥିବା ସମୟରେ "କ୍ରୀଷ୍ଣା ବସ"  ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଛି | ସେଥିରେ ଯାଉଥିବା ଜଣେ  ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଛି| ଅନେକ ଆହତ ଓ ଗୁରୁତର ଅଛନ୍ତି| ଆହତ ମାନଙ୍କୁ…

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା

https://youtu.be/4jHAq3mJdP4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ବୁଧବାର ଦିନ ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ…

ପବିତ୍ର ରଥଯାତ୍ରା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ପବିତ୍ର ରଥଯାତ୍ରା ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବାହୁଡ଼ା ଯାତ୍ରା ସନ୍ଧ୍ୟାରେ ଶେଷ…

ମୁସଲମାନଙ୍କ ଭାଇଚାରା ପର୍ବ “ଇଦ ଉଲ ଜୁହା” ମହା ଆଡମ୍ବରରେ ପାଳିତ.

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନୂଆସାହି ସ୍ଥିତ ମସଜିଦ ଗୃହ ଠାରେ ମୁସଲମାନ ସମ୍ପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସରେ ଆଜି ଭାଇଚାରା ପର୍ବ "ଇଦ ଉଲ ଜୁହା" ପାଳନ କରା ଯାଇଛି l ଏହି ଉତ୍ସବ ଇବ୍ରାହିମ ଆଲେସଲାମ ଙ୍କ ସ୍ମୃତି ଚାରଣ ଉଦେଶ୍ୟରେ ପାଳନ କରାଯାଉଥିବା…

ବାହୁଡ଼ା ଯାତ୍ରା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା ଆହତ ଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଭୁବନେଶ୍ବର : ଗତକାଲି ବାହୁଡା଼ ଯାତ୍ରା ସମୟରେ କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମ ଠାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ…

କାଲି ସଚିବାଳୟ ସେବା ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ଭୁବନେଶ୍ୱର : ଆସନ୍ତା 30.06.2023 ଶୁକ୍ରବାର ମଧ୍ୟାହ୍ନ ଭୋଜନ ବିରତି ସମୟରେ ଲୋକସେବା ଭବନ ପରିସରରେ ସଚିବାଳୟ ସେବା ସଙ୍ଘ ତରଫରୁ କଳାବ୍ୟାଚ ପରିଧାନ ପୂର୍ବକ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଛି ବୋଲି ସଂଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଯତ୍ନ ବରାଳ ଜଣାଇଛନ୍ତି ।…

ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳ ରେ ମହାସମାରୋହ ରେ ଇଦ-ଉଲ-ଜୁହା ପର୍ବ ପାଳିତ

କାଜିହାଟ ମସଜିଦ ରେ ହଜାର ହଜାର ମୁସଲମାନ ଭାଇ ଙ୍କ ସମୂହ ନମାଜ ପାଠ l (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ରହିଥିବା ମସଜିଦ ଗୁଡିକରେ ପବିତ୍ର ଇଦ-ଉଲ-ଜୁହା ପର୍ବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଯାଇଛି l ଏହି ଅବସରରେ ସବୁଠାରୁ ଅଧିକ…

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସେବା ବୃଦ୍ଧି

● ଭୁବନେଶ୍ୱର-ଧାନବାଦ୍, ପୁରୀ-ପାଟନା ଏବଂ ପୁରୀ-ତିରୁପତି ସ୍ୱତନ୍ତ୍ର ଟ୍ରେନ୍ | ● ବିଶାଖାପାଟନମରୁ ବେଙ୍ଗାଲୁରୁ, ବନାରସ, ସିକନ୍ଦରାବାଦ, ତିରୁପତି ଏବଂ ମେହବୁବନଗର କୁ ସ୍ୱତନ୍ତ୍ର ଟ୍ରେନ୍ | ● ବିଶାଖାପାଟନମ୍-ରଙ୍ଗପଡା ଉତ୍ତର ଏବଂ ସମ୍ବଲପୁର-ଏରୋଡ୍ ମଧ୍ୟରେ ପୂର୍ବତଟ ରେଳପଥରୁ ନୂତନ…

ତ୍ରିପୁରା ରଥ ଯାତ୍ରା ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ଵର:ତ୍ରିପୁରାର କୁମାରଘାଟ ଅଞ୍ଚଳ ରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇବା ଓ ଅନେକ ଲୋକ ଆହତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା…