ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ ମହାଆଡ଼ମ୍ବରରେ ବାହୁଡା଼ଯାତ୍ରା ଅନୁଷ୍ଠିତ l

(ନିଶ୍ଚିନ୍ତକୋଇଲି - ଦେବେନ୍ଦ୍ର ଷଡ଼ଙ୍ଗୀ ) - ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଆନନ୍ଦ ଉଲ୍ଲାସର ସହ ପବିତ୍ର ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସେହିପରି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ବ୍ରହ୍ମକ୍ଷେତ୍ର ପୀଠ ରେ ଶାନ୍ତି ଶୃଙ୍ଖଳା ସହିତ ଶ୍ରୀଶ୍ରୀ…

ପୁଣି ଅଘଟଣ; ୮ ଆହତ

ପୁରୀ (ଅନିମେଶ ପଟ୍ଟନାୟକ): ରଥ ଟଣାବେଳେ ପୁଣି ଅଘଟଣ । ରଥ ଦଉଡ଼ି ଛିଣ୍ଡିବାରୁ ଘଟିଛି ଅଘଟଣ । ଫଳରେ ୮ ଆହତ ହୋଇ ଚିକିତ୍ସାଧିନ ଅଛନ୍ତି। ଛିଣ୍ଡିଲା ରଥ ଦଉଡ଼ି । ମହାପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥର ଦଉଡ଼ି ଛିଣ୍ଡିବାରୁ ୮ ଜଣ ଆହତ । ମାଉସୀମାଆଙ୍କ ପୋଡ଼ ପିଠା ଖାଇ ବଡଭାଇ ବଳଭଦ୍ର…

ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ

ଭୁବନେଶ୍ୱର, ୨୮ ।୬: ଦୀର୍ଘ ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ,…

ଅନନ୍ତ ବାସୁଦେବ ଙ୍କ ଜନ୍ମ ଉତ୍ସବ ଓ ବାହୁଡା଼ ଯାତ୍ରା ।

ଅସ୍ତରଙ୍ଗ(ଦୁଃଶାସନ ନାୟକ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଛୁରିଅନା ଗ୍ରାମପଞ୍ଚାୟତ ଅଧିନ କଣମଣ ଗ୍ରାମରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଥିବା,ଅନନ୍ତ ବାସୁଦେବ ଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ, ମହା ସମାରୋହରେ ପବିତ୍ର ଗୁଣ୍ଡିଚା ତିଥିରେ ଗ୍ରାମର ନାୟକ ପରିବାର ତରଫରୁ ପାଳିତ ହୋଇ ଯାଇ…

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବୌଦ୍ଧିକ ‘ଚିନ୍ତନ’ : “ଶ୍ରୀ ଜଗନ୍ନାଥ…

ପାରଳାଖେମୁଣ୍ଡି, / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦ୍ବିତୀୟ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଦ୍ୱାରା ସଂଚାଳିତ ବୌଦ୍ଧିକ ବିକାଶର ସ୍ୱର 'ଚିନ୍ତନ' ପକ୍ଷରୁ "ଓଡ଼ିଆ ଜନ ଜୀବନରେ ଶ୍ରୀଜଗନ୍ନାଥ" ଶୀର୍ଷକ ଏକ ଶୈକ୍ଷିକ ସମ୍ପାନ…

ପବିତ୍ର ବାହୁଡା ଅବସରରେ ଭଜନ ସମାରୋହ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପବିତ୍ର ବାହୁଡା ଯାତ୍ରା ଅବସରରେ ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଏବଂ ଦେବୋତ୍ତ ବିଭାଗର ମିଳିତ ସହଯୋଗରେ ଭଜନ ସମାରୋହ ପୁରୁଣା ସହର ବଡ଼ଦାଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଭଜନ ସମାରୋହ କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ଦାମୋଦର ସାହୁ…

ଉଦୟଗିରିରେ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରିରେ ନବ ଦିନାତ୍ମକ ଯାତ୍ରା ଶେଷ କରି ଆଜି ବାହୁଡ଼ା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୂ। ଆଡପ ମଣ୍ଡପରୁ ଆଜି ବାହୁଡା ଯାତ୍ରାରେ ବାହାରିବା ପାଇଁ ରଥାରୁଢ଼ ହୋଇଛନ୍ତି ତିନି ଠାକୁର। ସ୍ୱତନ୍ତ୍ର ରୀତିନୀତି ପରେ ଟାହିଆ ଯାତ୍ରା ହେବା ସହିତ…

ଫିରିଙ୍ଗିମାଲରେ ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ

ଗାଇସିଲାଟ/ମନ ଡନସନା- ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ବାହୁଡ଼ା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୂ। ଆଡପ ମଣ୍ଡପରୁ ଆଜି ବାହୁଡା ଯାତ୍ରାରେ ବାହାରିବା ପାଇଁ ରଥାରୁଢ଼ ହୋଇଛନ୍ତି ତିନି ଠାକୁର ସ୍ୱତନ୍ତ୍ର ରୀତିନୀତି ପରେ ଟାହିଆ ଯାତ୍ରା ହେବା ସହିତ ପହଣ୍ଡି ହୋଇଛନ୍ତି ତିନି ଠାକୁର।ଛେରା…

ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧନା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଜାତୀୟ ସ୍ତରରେ ପ୍ରଥମ ହୋଇଥିବା ପଞ୍ଚାୟତିରାଜ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପୁରସ୍କାରର ୬ ଗୁଣ ଦିଆଯିବଦ୍ୱିତୀୟ ଓ ତୃତୀୟ ହୋଇଥିବା ସଂସ୍ଥାଙ୍କୁ ମିଳିବ ୩ ଗୁଣ ଓ ୨ ଗୁଣ ଆର୍ଥିକ ପୁରସ୍କାର ଗଞ୍ଜାମ ଜିଲ୍ଲାକୁ ୩୦ କୋଟି ଟଙ୍କା ପୁରସ୍କାର, ହିଞ୍ଜିଳିକୁ…

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା “ଏକାମ୍ର ପ୍ରକଳ୍ପ’ର ଭିତ୍ତିିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ମନ୍ଦିର ସମ୍ମୁଖରେ ପହଞ୍ଚି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିଲୋ ପରେ ଯଜ୍ଞ…