Sign in
Sign in
Recover your password.
A password will be e-mailed to you.
ଅଚିହ୍ନା ଯୁବକଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଠାବ
ଢେଙ୍କାନାଳ/ରବିନ୍ ଦାସ(01/07) ; କାମାକ୍ଷାନଗର ଥାନା କଇଁବିଲି ଗ୍ରାମର ରେଳଧାରଣା ନିକଟରୁ ଯୁବକଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଠାବ। ମୃତ ଯୁବକ ଜଣଙ୍କ ରେଳଧାରଣା ଠାରୁ ପ୍ରାୟ ୩୦ ମିଟର ଦୁରତାରେ ଉଲଗ୍ନ ଅବସ୍ଥାରେ ପଡିରହିଛି। ମୃତକର ମୁହଁ ଓ ଗୋଡରେ ଗଭିର ଆଘାତ ଲାଗିଥିବା ଦେଖିବାକୁ…
ବ୍ଲକ ଘେରଉ କଲେ ବିଜେପି କର୍ମୀ…..
ରାଇଘର/ନରସିଂ ବାଘ :ରାଇଘର : ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଘେରାଉ କଲେ ବିଜେପି।ସୂଚନା ପ୍ରକାରେନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ ସାଂସଦ ଏବଂ ନିର୍ବାଚିତ ପ୍ରତିନିଧି ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ନବରଙ୍ଗପୁର ସ୍ଥାନୀୟ ମିଶନ ଶକ୍ତି ବୈଠକ…
ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଗଜପତି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ମହେନ୍ଦ୍ରଗିରି ପୌର ପରିଷଦ ଉଚ୍ଚ ବିଦ୍ୟାଳୟ ,ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ପାଳନ…
ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ
https://youtu.be/9eUCUf3GwOY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଲୀଳା ଖେଳ ସାରି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ…
ରାଉରକେଲା ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଆୟୋଜନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
ଜୁଲାଇ ୯ରୁ ଅଗଷ୍ଟ ୨୭ ତାରିଖ ଯାଏଁ ଚାଲିବ ମେଳା
ରାଉରକେଲା: ୧ /୭/ ୨୦୨୩(ବସନ୍ତ କୁମାର ଜେନା): ରାଉରକେଲାର ବେଦବ୍ୟାସ ଶୈବପୀଠ ରେ ପ୍ରସିଦ୍ଧ ଶ୍ରାବଣୀ ମେଳା ଚଳିତ ବର୍ଷ ଜୁଲାଇ ୯ତାରିଖରୁ ଆରମ୍ଭ ହେବ । ଏନେଇ ଶନିବାର ଦିନ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନି କକ୍ଷଠାରେ ଏକ…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ରଘୁନାଥ ପାତ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୂଗୋଳ ବିଭାଗର ବରିଷ୍ଟ ପ୍ରଶିକ୍ଷକ ଭାବେ ଗୁରୁ ଶ୍ରୀ ରଘୁନାଥ ପାତ୍ର ଦୀର୍ଘଦିନ ଧରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ କରି ୩୦-୬-୨୦୨୩ ତାରିଖରେ ଚାକିରୀ ଭଳି କର୍ମମୟ…
ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହେଲା ମେମୁ ଟ୍ରେନ୍
ବାରମ୍ବାର ଅଚଳ ହେଉଥିବା ଏହି ଟ୍ରେନ ବଦଳାଇବା ପାଇଁ ନୟାଗଡ଼ ନାଗରିକ ମଞ୍ଚର ଦାବି
ନୟାଗଡ଼,01/07(ଲକ୍ଷ୍ମୀଧର ସାହୁ): ନୂଆଗାଁ ରୋଡ଼ରୁ ଭୁବନେଶ୍ୱର ଯାଉଥିବା ମେମୁ ଟ୍ରେନଟି ଆଜି ନୂଆଗାଁ ଜଙ୍ଗଲ ମଧ୍ୟରେ ଅଚଳ ହୋଇ ଯାଇଥିଲା । ନୂଆଗାଁ ରୋଡ଼ରୁ ଅପରାହ୍ନ ୪:୧୫ରେ ଏହି ଟ୍ରେନ ଛାଡ଼ିବାର କିଛି…
ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଳା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳନ ଶନିବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଜିଲ୍ଲା ବନ ଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏସ୍.ଆନନ୍ଦ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ…
ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତିନି କର୍ମଚାରୀଙ୍କୁ ଚାକିରିରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ।
ନବରଙ୍ଗପୁର : ଅଶୋକ ସାହୁ, ଶାସକ ପ୍ରଶାସକ.ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟର ଏଲ କ୍ରିଷ୍ଣା ରାଓ ପଟ୍ଟନାୟକ ଚପରାସି, ଜିଲ୍ଲା ସାମାଜ ମଙ୍ଗଳ ବିଭାଗର ବିଭାଗୀୟ ଅଧିକାରୀ ପବିତ୍ର ମୋହନ ପ୍ରଧାନ ଏବଂ…
ବାଃ କି ମଜଭୁତିଆ କାମ : ଉଦ୍ଘାଟନ ପୂର୍ବରୁ ଝିପିଝିପି ବର୍ଷାରେ ପାର୍କର ପାଚେରୀ ଭାଙ୍ଗିଗଲା
ଗାଇସିଲାଟ/ ମନ ଡନସନା - ଉଦ୍ଙାଟନ ପୂର୍ବରୁ ଭାଂଗିଲା ନିର୍ମାଣାଧିନ ପାର୍କର ବାଡ । ଆସିଲା ବିକାଶର ଚିନ୍ତାଜନକ ଚିତ୍ର।ଗ୍ରାମ୍ୟ ଜଂଗଳରେ ହୋଇଛି ପାର୍କ ନିର୍ମାଣ । ବିନା ଅନୁମତିରେ ନିର୍ମାଣର ସୂଚନା । ତା ଉପରେ ପୁଣି ଦୁର୍ନିତୀର ବାସ୍ନା । ଭାଂଗିଗଲାଣି ନିର୍ମାଣାଧିନ କେର୍ମେଲି ଉଦ୍ୟାନ ।…