ଯୁବ ଭାରତ କୃଷକ ସଂଘ ଜିଲ୍ଲା ବୈଠକ ଅନୁଷ୍ଠିତ

0

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:  ସ୍ଥାନୀୟ ଇନ୍ଦ୍ରାବତୀ ସହର ଏନ. ଜି. ଓ. କ୍ଲବ ଠାରେ ଯୁବ ଭାରତ କୃଷକ ସଂଘ ଜିଲ୍ଲା ବୈଠକ ରାଜ୍ୟ ସଭାପତି ଶ୍ରୀ ପ୍ରଭାକର ନାୟକଙ୍କ ପୌରାହିଁତରେ ଅନୁଷ୍ଠିତ ହୋଇଯାଇଛି.|  ଏହି ଜିଲ୍ଲା ବୈଠକରେ ନବରଙ୍ଗପୁର ଜିଲ୍ଲାସଭାପତି ଭାବେ ଶ୍ରୀ ରମେଶ ଟାକରିଙ୍କୁ ମୋନାନୀତ କରାଯାଇଥିଲା ବେଳେ ସାଧାରଣ ସମ୍ପାଦକ ଭାବେ ଶ୍ରୀ ସଂଜୀବ ଖୁରା, ଉପଦେଷ୍ଟା ଭାବେ ଶ୍ରୀ ଅଶୋକ ସାହୁ ମିଡ଼ିଆ ସଂଯୋଗକ ଭାବେ ଲାଲୁ କରକୋରା ତଥା ଦଶଟି ବ୍ଲକ ସଭାପତି ଓ ସମ୍ପଦକ ନିର୍ବାଚିତ କରାଯାଇଥିଲା. | ଆଗାମୀ ଦିନରେ ଏହି ସଙ୍ଘଠନ ଜିଲ୍ଲାର ବିଭିନ୍ନ ବ୍ଲକ ଗସ୍ତ କରି କୃଷକ ମାନଙ୍କ ବିଭିନ୍ନ ଦାବିନେଇ ପ୍ରଶାସନ ନିକଟରେ ପହଂଚି ଏହାର ସମାଧାନର ପନ୍ଥା ବାହାର କରିବା ନେଇ ମତ ପ୍ରକାଶ କରାଯାଇଥିଲା |

Leave A Reply

Your email address will not be published.