ପଶ୍ଚିମ ଓଡିଶାର ସରକାରୀ ଓ ବେସରକାରୀ କର୍ମୀଙ୍କ ପାଇଁ ଦୁଇ ଦିନ ନୁଆଁଖାଇ ପାଇଁ ଛୁଟି ଘୋଷଣା ରାଜ୍ୟ By SPNEWS On Sep 18, 2023 0 2 Share ପଶ୍ଚିମ ଓଡିଶାର ସରକାରୀ ଓ ବେସରକାରୀ କର୍ମୀଙ୍କ ପାଇଁ ଦୁଇ ଦିନ ନୁଆଁଖାଇ ପାଇଁ ଛୁଟି | ନୂଆଖାଇ ସରକାରୀ ଛୁଟି ଥିବା ବେଳେ ନୂଆଖାଇ ପର ଦିନକୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବେ ଘୋଷଣା କଲେ ସରକାର | ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ଆର୍ଡିସିଙ୍କ ପକ୍ଷରୁ | 0 2 Share FacebookTwitterGoogle+ReddItWhatsAppPinterestEmail