ପାଇକ ବିଦ୍ରୋହକୁ ତୁରନ୍ତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାରେ ଏତେ କୁଣ୍ଠା କାହିଁକି : ବିଜେଡି

 ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ  ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ ଓ ଆଠ ବିଜେପି ସାଂସଦ ଏ ପ୍ରସଙ୍ଗରେ ନିରବ  ଭୁବନେଶ୍ୱର ସାଂସଦ ଏନେଇ ମୁହଁ ନଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭୁବନେଶ୍ୱର: ୧୮୧୭ ମସିହାରେ ଘଟିଥିବା…

ପୁନର୍ଗଠିତ ହେଲା ବାଲେଶ୍ୱର ଜିଲ୍ଲା ବିଜେଡି କମିଟି

ଭୁବନେଶ୍ୱର : ପୁନର୍ଗଠିତ ହେଲା ବାଲେଶ୍ୱର ଜିଲ୍ଲା ବିଜେଡି କମିଟି | ନୂଆ କମିଟିରେ ୪ ବରିଷ୍ଠ ଉପସଭାପତି, ୯ ଉପସଭାପତି, ୧୬ ସାଧାରଣ ସମ୍ପାଦକ, ୨୨ ସମ୍ପାଦକ, ୨୩ ଯୁଗ୍ମ ସମ୍ପାଦକ , ଜଣେ କୋଷାଧ୍ୟକ୍ଷ ଓ ଜଣେ ଗଣମାଧ୍ୟମ ସଂଯୋଜକ ରହିଛନ୍ତି ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମାନସ…

ସାବଧାନ! ମାତିଛନ୍ତି ସାଇବର ଠକ, ଏବେ ନୂତନ କୌଶଳ “ପିଙ୍କ୍ ହ୍ଵାଟ୍ସଆପ”

ଭୁବନେଶ୍ୱର : ସାବଧାନ! ପିଙ୍କ୍ ହ୍ଵାଟ୍ସଆପ ହେଉଛି ସାଇବର ଠକଙ୍କ ଏକ ନୂତନ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ଵାଟ୍ସଆପ୍ ଅପଡେଟ୍ କରିବାକୁ କିଛି ଲିଙ୍କ ଆସୁଛି ଭୁଲରେ ବି ସେହି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । କ୍ଲିକ କରିବା ମାତ୍ରେ ଆପଣଙ୍କ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ…

ଲୋକକଳାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ

ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଲୋକକଳା କଳାକାର ମାନଙ୍କ ପାରିଶ୍ରମିକ ରେ ଉଲେଖନୀୟ ବୃଦ୍ଧି ଘୋଷଣା ଭୁବନେଶ୍ବର: ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି । 2009 ମସିହା ରୁ ବ୍ଲକ୍‌ ଠାରୁ ଆରମ୍ଭ କରି…

କ୍ଷୁଦ୍ରଶସ୍ଯ କୁଇଜ ଏବଂ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ.

ନବରଙ୍ଗପୁର/ଅଶୋକ ସାହୁ: ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ଯ ବାର୍ଷିକ ମୋହତ୍ସବ ୨୦୨୩ ପାଳନ ଉପଲକ୍ଷେ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟ।ଳୟ ଦ୍ଵାରା ଓଡିଶା ମିଲେଟ ମିଶନ ମାଧ୍ୟମର ତା ୦୭-୦୭-୨୦୨୩ ରିଖରେ ସରକାରୀ ଲାଲବାହାଦୁର ଉଚ୍ଚ ବିଦ୍ୟାଳୟ,ପାପଡାହାଣ୍ଡି ବ୍ଲକ ଠାରେ କ୍ଷୁଦ୍ରଶସ୍ଯ କୁଇଜ…

ନୂତନ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟ ରେ ଯୋଗଦାନ

ଜଗତସିଂହପୁର-ତା-୦୭.୦୭.୨୦୨୩/ସୁମନ୍ତ କୁମାର ଦାସ: ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ହୋଇଥିବା ଓଡିଶା ସୂଚନା ସେବା ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ନିଯୁକ୍ତି ପାଇଥିବା ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି…

ବନ ମହୋତ୍ସବ ସପ୍ତାହ ପାଳିତ

ଜଗତସିଂହପୁର,ତା-୦୭.୦୭.୨୦୨୩/ସୁମନ୍ତ କୁମାର ଦାସ: ଆଜି ଜଗତସିଂପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମିଳିତ ଆନୁକୁଲ୍ୟରେ ନାଲିବର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ ହେବା ସହ ବୃକ୍ଷ ରୋପଣ କରାଯାଇଛି । ଆଇନ ସେବା…

ବଣାଇ ବ୍ଲକ ଗୁରୁଣ୍ଡିଆ ଠାରେ ଚଉସ୍ତରି ତମ ବନ ମହୋତ୍ସବ

ରାଉରକେଲା /ବଣାଇ(ବସନ୍ତ କୁମାର ଜେନା) :ବଣାଇ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କଟୁରିଧୁଆ ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନରେନ୍ଦ୍ର ପଞ୍ଚାୟତ ର ସରପଞ୍ଚ କୁମୁଦିନୀ ବାର୍ଲା ଯୋଗ ଦେଇଥିବା ବେଳେ…

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିମାଲ ଠାରେ ୭୪ତମ ବନମହୋତ୍ସବ

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ଫିରିଙ୍ଗିମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ମହୋସ୍ଛବରେ ମୁଖ୍ଯ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଣୟ କୁମାର ସାହୁ ସମ୍ମାନୀତ ଅତିଥି ଭାବରେ ଫିରିଙ୍ଗିମାଲ…

ବ୍ଲକ ବିଜୁ ଜନତା ଦଳ ମାଇନରିଟି ସେଲର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ :

ହାତରେ ହାତ ମିଶାଇ ବିକାଶମୂଳକ କାର୍ଯ୍ୟ କରି ମିଶନ 2024 ନିର୍ବାଚନ ରେ ବିଜେଡି କୁ ବୃହତ ସଂଖ୍ୟକ ଭୋଟ ରେ ବିଜୟର ଟିକା ପିନ୍ଧାଇବା ଆମର ଲକ୍ଷ୍ୟ-ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l                               (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ): ମାହାଙ୍ଗା…