ଯେଉଁମାନେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅମୂଳକ କଥା କହିବେ, ତେବେ ତାଙ୍କୁ କ’ଣ କହିବା? ଧର୍ମେନ୍ଦ୍ର ପ୍ରଧାନ

ପାଇକ ବିଦ୍ରୋହ ପ୍ରସଙ୍ଗ ଉପରେ ବିଜେଡିର ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଭୁବନେଶ୍ୱର, ଜୁଲାଇ ୦୮ – ବିଜେଡି ଦଳର କର୍ମୀମାନେ ଅମୂଳକ କଥା କହୁଛନ୍ତି । ମୋଦି ସରକାରରେ ପାଇକ ସଂଗ୍ରାମକୁ ଯଥୋଚିତ ସମ୍ମାନ ଦିଆଯାଇଛି । ଯେଉଁମାନେ ଅନ୍ଧ ପୁଟୁଳି ବାନ୍ଧି କଥା କହୁଛନ୍ତି,…

ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜଗତସିଂହପୁର,ତା-୦୮.୦୭.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଶିକ୍ଷା ଅନ୍ତର୍ଗତ ଚନ୍ଦ୍ରଶେଖର ଆଞ୍ଚଳିକ ସାଧନ କେନ୍ଦ୍ର ପରୁଣା ପୋଷଲ ଠାରେ ଥିବା ଚନ୍ଦ୍ରଶେଖର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଙ୍ଘ ବ୍ଲକ ସମ୍ପାଦକ ଗୌରାଙ୍ଗ ଚରଣ ଦାଶଙ୍କ ନେତୃତ୍ୱରେ ସମୂହ…

ଜିଲ୍ଲାସ୍ତରୀୟଲୋକଅଦାଲତ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ୨୧୪୩ ମାମଲାର ଆପୋଷ ସମାଧାନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶମତେ ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ…

ଦୁଇ ପ୍ରଧାନଶିକ୍ଷକ ଏବଂ ଜଣେ ସିଆରସିସିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ନୟାଗଡ଼(ଲକ୍ଷ୍ମୀଧର ସାହୁ): ଜଣେ କର୍ତ୍ତବ୍ୟ ପରାୟଣ ଶିକ୍ଷକର କେବେ ଅବସର ନଥାଏ । ସେ ସବୁ ସମୟ ପାଇଁ ହିଁ ଶିକ୍ଷକ ଅଟେ । ଜଣେ ଶିକ୍ଷକ ସମଗ୍ର ଜୀବନକାଳ ପର୍ଯ୍ୟନ୍ତ ଶିକ୍ଷକର ମର୍ଯ୍ୟଦା ପାଇଥାଏ । ନୟାଗଡ଼ ବ୍ଲକ ଅନ୍ତର୍ଗତ ବୋଦାପଡ଼ା କ୍ଲଷ୍ଟରରୁ ଅବସର ଗ୍ରହଣ କରିଥିବା ଦୁଇଜଣ ପ୍ରଧାନଶିକ୍ଷକ…

ମୃତ କଙ୍କ ସହାୟତା ରସି ଶାଶୁ, ଶଶୁର ନେଇଯାଇଥିବାର ବହୁ ଆଣିଲେ ଅଭିଯୋଗ

ବାସୁଦେବପୁର: ମାସେ ତଳେ ଘଟିଯାଇଥିବା ବାହାନଗା ରେଳ ଦୁର୍ଘଟଣା ଏବେବି ଲିଭିଲି କାହାରି ଆଖିରୁ ସେ ହୃଦୟ ବିଦାରକ ଦୃଶ୍ୟ,, ଆଜି ବି ସ୍ତ୍ରୀ ଝୁରୁଛି ତା ସ୍ବାମୀ କୁ, ପୁଅ ଝୁରୁଛନ୍ତି ପୁଅ କୁ,,,ଆଜିବି ସୁଖିନି ମା ଆଖିରୁ ଲୁହ, ସ୍ତ୍ରୀ ଆଖିରୁ ଲୁହ ଓ କେତେକ ପରିବାର କୂଳ ହରା, ଏହିକ୍ରମରେ…

ଛେଣ୍ଡ୍ ସ୍ଥିତ ହୃଷୀକେଶ ରାୟ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ

ରାଉରକେଲା,(ବସନ୍ତ କୁମାର ଜେନା): ଏଥିରେ ମୁଖ୍ୟ ଅତିଥି ସମାଜସେବୀ ଶ୍ରୀଯୁକ୍ତ ଚନ୍ଦ୍ରମଣି ମାଝୀ ବୃକ୍ଷ ରୋପଣ କରିବା ସହିତ ଆମ ଜୀଵନରେ ବୃକ୍ଷର ଗୁରୁତ୍ବ ବିଷୟ ରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ପାଣିଗ୍ରାହୀ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ଉପରେ…

ହଲକାଦାଦର ରେ ବନ ମହୋତ୍ସବ ପାଳିତ

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ବରୀମୁଣ୍ଡା ଗ୍ରାମ୍ଯ ଜଂଗଲ ସଂରକ୍ଷଣ କମିଟୀ ଓ ବନ ସୁରକ୍ଷା ସମିତି ହଲକାଦାଦର ଆନୁକୁଲ୍ୟରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବରିମୁଣ୍ଡା ଗ୍ରାମ୍ଯ ଜଂଗଲ ସଂରକ୍ଷଣ କମିଟୀର ସଭାପତି ପ୍ରକୃତିବନ୍ଧୁ ରାମଚନ୍ଦ୍ର ନାୟକ…

ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ବିଜେଡି

https://youtu.be/E0o3SB1aNWg ଶିକ୍ଷା ମନ୍ତ୍ରଣାଳୟ ଯୋଗ୍ୟତା ଅପେକ୍ଷା ରାଜନୀତିକୁ ଦେଇଛି ଗୁରୁତ୍ୱ ସବୁ କ୍ଷେତ୍ରରେ ପୁରସ୍କୃତ ସତ୍ତ୍ୱେ ଶିକ୍ଷାରେ ପଛୁଆ ନେଇ ବିଜେଡିର ପ୍ରଶ୍ନ ଓଡିଶାର ଶିକ୍ଷାକୁ ନିମ୍ନମାନର ଓ ଓଡିଶାକୁ ବଦନାମ ପାଇଁ କେନ୍ଦ୍ରର ପ୍ରୟାସ ଓଡିଶାର…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗବୋନ (ମଧ୍ୟ ଆଫ୍ରିକା)ରୁ ଫେରିଲେ ୪ ଓଡିଆ ଯୁବକ

ଭୁବନେଶ୍ବର, ୦୮।୦୭- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଉଦ୍ୟମରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୪ ଓଡିଆ ଯୁବକ ଗତ ଆଜି ସକାଳେ ନିଜର ଜନ୍ମସ୍ଥାନରେ ପହଞ୍ଚିଛନ୍ତି। ଏହି ଯୁବକ ମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ…

ରୋବୋଟ ସହାୟତାରେ ସମ୍ ହସ୍ପିଟାଲ୍‌ରେ ଆଂଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ସଫଳ ହେଉଛି: ପ୍ରଫେସର ଦାଶ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଂଠୁ  ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି । ପାରମ୍ପରିକ ଆଂଠୁ …