“ବିମୁଗ୍ଧା”-୨୦୨୩ ସମ୍ମାନ କାର୍ଯ୍ୟକ୍ରମ : ଗୁରୁ ଡ. ପିତାମ୍ବର ବିଶ୍ଵାଳ ଓ ନୃସିଂହ ଚରଣ ପଟ୍ଟନାୟକ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ''ପଦାମୃତ ନୃତ୍ୟାୟନ'' ତରଫରୁ ଭଞ୍ଜକଳା ମଣ୍ଡପ ଠାରେ ତୃତୀୟ ''ବିମୁଗ୍ଧା''-୨୦୨୩ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶୀ ନୃତ୍ୟଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ , ମର୍ଦ୍ଦଳ ଗୁରୁ ଶ୍ରୀ…

ଜିଲ୍ଲାସ୍ତରୀୟ ଡେଙ୍ଗୁ, ମେଲେରିଆ ଓ ଡାଇରିଆ ନିୟନ୍ତ୍ରଣ ଓ ନିରାକରଣ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଡେଙ୍ଗୁ , ମେଲେରିଆ ଓ ଡାଇରିଆ ନିୟନ୍ତ୍ରଣ ଓ ନିରାକରଣ ଲାଗି ଜିଲ୍ଳାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଠାରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ…

ଜିଲ୍ଲାସ୍ତରୀୟ କବି,ଲେଖକ, ନାଟ୍ଯକାର, ସାହିତ୍ୟିକ,ବୁଦ୍ଧିଜୀବୀ, ସାଂସ୍କୃତିକ ଓ ସାମାଜିକ କର୍ମୀ ସମାବେଶ

ରାଉରକେଲା, (ବସନ୍ତ କୁମାର ଜେନା): ନାଗରିକ ସୁରକ୍ଷା କମିଟି ଆହ୍ବାନରେ ୧୧ଦଫା ଦାବି ନେଇ ଜିଲ୍ଲା ସ୍ତରୀୟ କବି,ଲେଖକ, ନାଟ୍ଯକାର,ସାହିତ୍ୟିକ,ବୁଦ୍ଧିଜୀବୀ,ସାଂସ୍କୃତିକ ଓ ସାମାଜିକ କର୍ମୀ ସମାବେଶ ସେକ୍ଟର ୫ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । କବି କୁଞ୍ଜବିହାରୀ…

ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ପକ୍ଷରୁ ଵିଶାଳ ରକ୍ତଦାନ ଶିବିର

 ଭୁବନେଶ୍ୱର : ବାସନ୍ତୀ ଦୁର୍ଗା ମିନିଟ୍ରକ ମାଲିକ ସଂଘର ୨୩ ତମ ବାର୍ଷିକ ଉତ୍ସବ ଅବସରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ଓଡିଶା ମୋ ପରିବାର ଓ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ମିଳିତ ସହଯୋଗରେ ରସୁଲଗଡ ଦୁର୍ଗାପୂଜା ମଣ୍ଡପ ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର…

ସ୍ବସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର

"ଗୁରୁଙ୍କ ପାଇଁ ଚେତନା ଉର୍ଦ୍ଧ୍ବ ସ୍ତର ହୋଇଥାଏ " ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ଅଗ୍ରଣୀ ସାହିତ୍ୟନୁଷ୍ଠାନ ସ୍ବସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ସମାବେଶ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଶଙ୍କର ପ୍ରସାଦ…

ଶାରଳା ପୀଠରେ ଲାଗୁ ହେଲା ନୂଆ ନିୟମାବଳୀ, ମନ୍ଦିର ଭିତରକୁ ମୋବାଇଲ୍ ନିଷେଧ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ କନକପୁରର ମା’ ଶାରଳାଙ୍କ ମନ୍ଦିରରେ ଶୃଙ୍ଖଳା ଆଣିବାକୁ ନୂଆ ନିୟମାବଳି ଲାଗୁ ହୋଇଛି। ଏଥିରେ ମା’ଙ୍କ ନୀତିକାନ୍ତିରେ ସଂସ୍କାର, ଯାତ୍ରୀମାନଙ୍କ ସୁରକ୍ଷା, ପୀଠର ପବିତ୍ରତା ରକ୍ଷା ଓ ପରିବେଶର ସୁରକ୍ଷା ଉପରେ ଗୁରୁତ୍ଵ ଆରୋପ…

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାବଳୀ ସମୀକ୍ଷା

 ସରକାରଙ୍କ ୫-"ଟି' ଧାରା ଅନୁପାଳନରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ-ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ଏକ ପେନସନ ସେଲ୍ ଉତ୍ସର୍ଗୀକୃତ (ସ୍ୱତନ୍ତ୍ର) ଭାବେ କାର୍ଯ୍ୟକରିବ ଅବସରଗ୍ରହଣ କରୁଥିବା କର୍ମଚାରୀ ଅବସର ପାଇବା ଦିନ ନିଶ୍ଚିତ ଭାବେ ପେନସନ ପାଇବେ…

ଆସନ୍ତା ନୂଆଖାଇରେ ରିଲିଜ ହେବ ଚଳଚ୍ଚିତ୍ର ଖରା

https://youtu.be/ZZV6JaK_7j0 ଶୁଭମୁକ୍ତି ଘୋଷଣା ଅବସରରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ। ଟିଟିଲାଗଡ଼ - ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପ ଠାରେ ଯୁଗଳ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମାତା ମାନସୀ ପାଣିଗ୍ରାହୀ ଓ ସହ ନିର୍ମାତା ତଥା ସଙ୍ଗୀତ ନିର୍ଦ୍ଦେଶକ ପଙ୍କଜ ଜାଲଙ୍କ…

ଇନର ହୁଇଲ କ୍ଲବ ପକ୍ଷରୁ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ

ସମ୍ବଲପୁର - ୭୪ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଇନର ହୁଇଲ କ୍ଲବ (ହେଣ୍ଡଲୁମ ସିଟି) ପକ୍ଷରୁ ପଟ୍ଟନାୟକ ପଡା ସ୍ଥିତ ବ୍ରଜମୋହନ ପ୍ରାଥମିକ ବିଦ୍ୟାଳୟ ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଶିକ୍ଷକଙ୍କ ଅନୁରୋଧ କ୍ରମେ ଅନୁଷ୍ଠିତ ଏହି ବନ ମହୋତ୍ସବ…

ରେଡ଼କ୍ରସ କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ହରିଚନ୍ଦନପୁର ବ୍ଲକରେ ସହାୟତା କାର୍ଯ୍ୟକ୍ରମ

କେନ୍ଦୁଝର :-ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦେଶ କ୍ରମେ ଆଜି ଭାରତୀୟ ରେଡ଼କ୍ରସ ସଂସ୍ଥା କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ହରିଚନ୍ଦନପୁର ବ୍ଲକ ରେବଣାପଳାସପାଳର ଦେହୁରୀ ସାହି, କେନ୍ଦୁବାଣୀ ସାହି, ସୁଆ କାଠି ସାହି ଉପାନ୍ତ ଅଞ୍ଚଳ ର ଦୁଇଶହ ରୁ ଉର୍ଧ୍ଵ ଆଦିବାସୀ ମହିଳା, ପୁରୁଷ, ଙ୍କୁ…