Sign in
Sign in
Recover your password.
A password will be e-mailed to you.
ମିସେସ ନୟନତାରା ୨୦୨୩ର ବିଜୟିନୀ ହେଲେ ସସ୍ମିତା ଜେନା
ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା,ଖୋର୍ଦ୍ଧା ର ଗୁରୁକୁଳ ରିସୋର୍ଟ ରେ ମିସେସ ନୟନତାରା ୨୦୨୩ ପ୍ରତିଯୋଗୀତାରେ ରାଉରକେଲାର ଝିଅ ତଥା ରାଉରକେଲା କଲେଜର ଅଧ୍ୟାପିକା ସସ୍ମିତା ଜେନା ବିଜୟିନୀ ହୋଇ ନିଜର ତଥା ସହରର ଗର୍ବ ବଢାଇଛନ୍ତି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ…
କାର୍ଗିଲ ବିଜୟ ଦିବସ ଅବସରରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଦ୍ବାରା “ଏ ଟ୍ରିବୁଟ ଅଫ ଲାଇଫ”
ଭୁବନେଶ୍ୱର: କାର୍ଗିଲ ବିଜୟ ଦିବସ ଅବସରରେ ବିଇଙ୍ଗ ହ୍ୟୁମାନ ଫାଉଣ୍ଡେସନ ଦ୍ବାରା କ୍ୟାପିଟାଲ ହସ୍ପିଟାଲରେ "ଏ ଟ୍ରିବୁଟ ଅଫ ଲାଇଫ" ନାମକ ଏକ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ। ଏଠାରେ ଉପସ୍ଥିତ ଅବସରପ୍ରାପ୍ତ କାର୍ଗିଲ ଯୁଦ୍ଧ ହିରୋ ମାନେ ଏହି ଯୁବାବର୍ଗ ଙ୍କୁ ସେମାନଙ୍କର ଏହି ସମାଜସେବୀ…
ଗଜପତି ଜିଲ୍ଲାର ଆଦିବାସୀ ଝିଅ ପ୍ରଥମ ଥର ପାଇଁ ଏସିଆନ ଗେମ୍ସ ଚାମ୍ପିଅନସିପ ପାଇଁ ମନୋନୀତ : ଜିଲ୍ଲା ପ୍ରଶାସନ ସମେତ…
https://youtu.be/Lwo9MojZ_Ss
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ କଳାକୋଟ ଗ୍ରାମର ଝିଅ ଶ୍ୱେତାସିନୀ ଶବର ଆନ୍ତର୍ଜାତୀୟ ସ୍ତର ଏସିଆନ ଗେମ୍ସ ଚାମ୍ପିଅନସିପ ଖେଳରେ ଓଡ଼ିଶାରୁ ଏକ ମାତ୍ର ମହିଳା ଖେଳାଳି ଭାବେ ଭାରତ ତରଫରୁ…
କେନାଲ ସଫେଇରେ ଘୋଟାଲା ଖର୍ଚ୍ଚ କମ୍, ଉପୁରୀ ବେଶୀ
ଜଗତସିଂହପୁର,ତା-୨୬.୦୭.୨୦୨୩/ସୁମନ୍ତ କୁମାର ଦାସ:ଜଳସମ୍ପଦ ବିଭାଗ,ଜଗତସିଂହପୁର ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥୀ ଜଣେ ଡକାୟତଙ୍କ ସର୍ଦ୍ଦାର । କାରଣ କିପରି ବିଭାଗୀୟ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରି ସରକାରୀ ଟଙ୍କାକୁ ଲୁଟ କରାଯାଏ, ତାହା ତାଙ୍କୁ ବେଶ୍ ଜଣା । ଏକ ଉଦାହରଣ…
ପୋଖରୀରୁ କୁମ୍ଭୀର ଉଦ୍ଧାର।
ଉମରକୋଟ -୨୭-୦୭-୨୩-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁକିଗାଁ ସ୍ଥିତ ଜଣେ ବ୍ୟକ୍ତି ଙ୍କ ଫାର୍ମ ହାଉସ ରେ ଥିବା ଏକ ପୋଖରୀ ରୁ ଏକ କୁମ୍ଭୀରକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଉଦ୍ଧାର ପରେ ଗ୍ରାମବାସୀ ବନ ବିଭାଗ କୁ ଖବର ଦେଇଥିଲେ । ବନ ବିଭାଗ ର ଏକ ଟିମ୍ ସୁକିଗାଁ ରେ ପହଞ୍ଚି…
ବୋହୁ କୁ ବାଡେଇ ବାଡେଇ ମାରି ଦେଇ ତା ମୁହଁରେ ବିଷ ଢାଳିଦେଲେ ପରିବାର ଲୋକ
ଜଗତସିଂହପୁର,ତା-୨୬.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ମଞ୍ଜୁ ବାଗ (ମାଈତି)କୁ ବୈଦିକ ରୀତିନୀତି ରେ ଦୀର୍ଘ 12ବର୍ଷ ତଳେ ପଦ୍ମପୁର ପଂଚାୟତ କୁଳମଣି ମାଈତି ଙ୍କ ପୁତ୍ର କୁଷ୍ଣଚନ୍ଦ୍ର ମାଈତି ବିବାହ କରିଥିଲେ ବୋହୁ ର 11ବର୍ଷ ର ଝିଅ 4 ବର୍ଷ ର ପୁଅ ଅଛି କିନ୍ତୁ କୌଣସି କାରଣ ନ ଥାଇ…
କିମ୍ସରେ ବିଶ୍ୱ ଆଇଭିଏଫ୍ ଦିବସ: ବନ୍ଧ୍ୟାତ୍ୱ ନିରାକରଣ ଦିଗରେ ‘କିମ୍ସ-ସିଆରଏମ’ ସଫଳତା ହାର ୬୦ ପ୍ରତିଶତ
ଭୁବନେଶ୍ୱର,୨୬ ।୭: ଓଡ଼ିଶାରେ କିମ୍ସର ସେଣ୍ଟର ଫର୍ ରିପ୍ରଡକ୍ଟିଭ୍ ମେଡିସିନ୍ (ସିଆରଏମ୍) ୬୦ ପ୍ରତିଶତ ସଫଳତା ହାସଲ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିମ୍ସରେ ବିଶ୍ୱ ଆଇଭିଏଫ୍ ଦିବସ ପାଳନ ଅବସରରେ କିମ୍ସ ସିଆମଏମ୍ର ମୁଖ୍ୟ ପରାମର୍ଶଦାତା ଡା. ମୌସୁମୀ ଆଚାର୍ଯ୍ୟ ଏହି…
ରୁଟି ରେ ଜଗନ୍ନାଥ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଭକ୍ତଙ୍କ ଆରତ ଓ ଭକ୍ତିରେ ନାଟ ନଗର କାଳିଆ ଠାକୁର ଦର୍ଶନ ପାଇଁ ଆବିର୍ଭାବ ପ୍ରସଙ୍ଗ ନୂଆ ନୂହେଁ। ଭକ୍ତିରେ ଯାହାଙ୍କୁ ଦିଆଯାଉଥିବା ଖୁଦ ବି ମହାପ୍ରସାଦ ହୋଇଯାଏ। ସେ ନଟୀଆ ଠାକୁର ଙ୍କ ଭକ୍ତଙ୍କୁ ସବୁ ସ୍ଥାନରେ ଦେଖା ଦିଅନ୍ତି ମହାପ୍ରଭୁ ଜଗନ୍ନାଥ। ସେହିପରି…
ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠିତ
ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସରକାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡରେ ବିଧାୟକ, ଧର୍ମଶାଳା ଶ୍ରୀ ପ୍ରଣବ ବଳବନ୍ତରାୟ ଓ ବିଧାୟିକା,…
ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ
ଭୁବନେଶ୍ୱର: ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି । ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ପ୍ରମୁଖ ଆଜି…