Sign in
Sign in
Recover your password.
A password will be e-mailed to you.
ନୃସିଂହନାଥ ପରିସରରେ 5T କାର୍ଯର ତଦାରଖ କଲେ ବିଧାୟିକା ଓ ଜିଲ୍ଲାପାଳ
https://youtu.be/ZQCAYhzReWY
ଏକ ସପ୍ତାହ ମଧ୍ୟରେ ବିଧାୟିକା ଙ୍କର ଦୁଇଥର ନୃସିଂହନାଥ ମନ୍ଦିର ପରିସର ର କାର୍ୟ୍ଯ ତଦାରଖ
ବରଗଡ :- ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପାଦଦେଶରେ ବିରାଜମାନ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସର ର ଉନ୍ନତି କରଣ ସକାଶେ ଅନେକ…
ରାଜ୍ୟ କାର୍ଯ୍ୟାଳୟଠାରେ “କାରଗିଲ୍ ବିଜୟ ଦିବସ” ପାଳିତ
ଭୁବନେଶ୍ୱର: କାରଗିଲ ଯୁଦ୍ଧରେ ଭାରତୀୟ ସୈନ୍ୟମାନେ ନିଜର ପରାକାଷ୍ଠା ପ୍ରଦର୍ଶନ କରି ଶତୃପକ୍ଷକୁ ଧରାଶାୟୀ କରିଥିଲେ । ଏହି ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଅବସରରେ ଆଜି ଦେଶବ୍ୟାପୀ କାରଗିଲ ବିଜୟ ଉତ୍ସବ ପାଳନ କରାଯାଉଛି । ଏହି ଅବସରରେ ଆଜି…
ନିର୍ମାଣ ଶ୍ରମକ ମାନଙ୍କୁ ଦୁଇ କୋଟି 16 ଲକ୍ଷ ଟଙ୍କାର ବିଭିନ୍ନ ସହାୟତା ବଣ୍ଟନ
ବରଗଡ :- ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ , ରାଜ୍ୟ ସରକାର ଙ୍କର ମନ୍ତ୍ରୀ ମଣ୍ଡଳ ରେ ଶ୍ରମ ମନ୍ତ୍ରୀ ଥିବା ସମୟରେ , ଏହି ବିଭାଗ ଦ୍ୱାର ଶ୍ରମିକ ମାନଙ୍କ ଆର୍ଥିକ ବିକାଶ ଓ ଉନ୍ନତି ପାଇଁ ଅନେଜ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଯାହାଦ୍ୱାରା ରାଜ୍ୟର…
ଗାଇସିଲାଟ ବ୍ଲକ ଓଡିଶା ଡ୍ରାଇଭର ମହାସଂଘର ମହାନତା
ଗାଇସିଲାଟ/ମନ ଡନସନା-ଓଡିଶା ଡ୍ରାଇଭର ମହାସଂଘ ଗାଇସିଲଟ ତରଫରୁ ନିଜ ସଂଘର ଜଣେ ଡ୍ରାଇଭର ପାରାଲେସିସ ହୋଇଥିବା ଖବର ପାଇ ଅଏଁଲାଭଟା ଗ୍ରାମର ରହିତ ସାହୁ ଘରକୁ ଯାଇ ସାହାଯ୍ୟର ହାତ ବଢେଇଥିଲେ।ଗାଇସିଲଟ ଡ୍ରାଇଭର ମହାସଂଘର ସଭାପତି ସୁରେଶ ସାଗର,ସମ୍ପାଦକ ମନୋରଞନ ଡୁଡୁକା,ଜଗଦୀଶ ସାହୁ ଏବଂ…
ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ
ଭୁବନେଶ୍ୱର, ୨୬/୦୭/୨୦୨୩: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ତେରୁଣ୍ଡିଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ଚନ୍ଦ୍ର ମହାରଣାଙ୍କ ନେତୃତ୍ବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି |
ଆଜି ଶଙ୍ଖ ଭବନ ଠାରେ…
ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିଲା: ବିଜେଡି
ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ ପରେ ଓଡ଼ିଶାକୁ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ମିଳିଲା
ସବୁକଥାରେ ମିଛ ଗପୁଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଲୋକେ ଜୋକର୍ ଭାବୁଛନ୍ତି
ବିଜେପି ନେତାଙ୍କ କାରସାଦି ଓଡ଼ିଶାବାସୀ ଜାଣିସାରିଲେଣି, ଆଗାମୀ ଦିନରେ ଜବାବ ଦେବେ
ଭୁବନେଶ୍ୱର,…
ଗୋପାଳପୁରରେ ଜୋନ୍ ବାଏ ଦି ପାର୍କ ହୋଟେଲର ଶୁଭାରମ୍ଭ
ଭୁବନେଶ୍ୱର: ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍ସ ପକ୍ଷରୁ ପୂର୍ବ ଭାରତର ସବୁଠୁ ସ୍ୱଚ୍ଛ ବେଳାଭୂମି ଓ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୋପାଳପୁରରେ ନୂଆ ହୋଟେଲ୍ ଜୋନ୍ ବାଏ ଦି ପାର୍କ ଗୋପାଳପୁରର ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ…
ରକ୍ଷକ ସାଜୁଛି ଭକ୍ଷକ !!!!
ଲାଞ୍ଚ ନେଇ ଧରାପଡ଼ିଲେ କିଆକଟା ଥାନା ASI
ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନାର ASI ନବୀନ କୁମାର ଶତପଥୀ ଜଣେ ଲୋକ ଠାରୁ 8ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ମାଡ଼ିବସିଲେ ଭିଜିଲାନ୍ସ ଟିମ I ମିଳିଥିବା ସୂଚନା ମୁତାବକ କିଆକଟା ଥାନା ଅଧୀନ ବେଲାଦୁଲା ଗ୍ରାମର…
ଆଗାମୀ ସାଧାରଣ ନିର୍ବାଚନ : ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପଦ୍ମପୁର :- ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନ ସଭା ନିର୍ବାଚନ ପାଇଁ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭାକକ୍ଷରେ ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ପଦ୍ମପୁର ଉପ-ଜିଲ୍ଲାପାଳ ସଦାକର କୁମ୍ଭାର…
ଆଜି ଛାଡିବାକୁ ଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ କାଲି ଛାଡିବ
ଭୁବନେଶ୍ୱର : ଆଜି ପୁରୀ ଠାରୁ ରାତ୍ରୀ 8ଘ.45ମି. ରେ ଛାଡିବାକୁ ଥିବା 18477 ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଆସନ୍ତା କାଲି ଭୋର 5 ଘଟିକାରେ ଛାଡିବ।