Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ଏନ୍ ଏ ସି ରେ ମୁକ୍ତା ଯୋଜନା ର ସମୀକ୍ଷା କଲେ ବିଧାୟିକା
ପଦ୍ମପୁର :- ବିଜ୍ଞପିତ ଅଞ୍ଚଳ ପରିଷଦ ର ରେ ମୁକ୍ତା ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ମୁକ୍ତା ଯୋଜନା ରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ l ଉକ୍ତ ବୈଠକରେ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ…
ସମ୍ବଲପୁରୀ ଦିବସ
ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ, ସମ୍ବଲପୁରୀ ଭାଷା ର ଜନକ, କବି ସ୍ଵର୍ଗତ ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମ ଦିବସ କୁ ସ୍ମୃତି ଚାରଣ କରିବା ପାଇଁ ୨୦୧୦ ମସିହାରୁ ପ୍ରତି ବର୍ଷ ଅଗଷ୍ଟ ମାସ ୧ ତାରିଖରକୁ ସମ୍ବଲପୁରୀ ଦିବସ ରୂପେ ପାଳନ କରାଯାଉଛି l ସ୍ଵର୍ଗତ ବହିଦାର ଙ୍କ ଜନ୍ମ ୧୯୧୩ ମସିହାରେ…
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ବଲପୁରୀ ଦିନ୍ ପାଳିତ l
ପଦ୍ମପୁର :- ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 'ସମ୍ବଲପୁରୀ ଦିନ୍' ପାଳିତ ହୋଇଛି। ଏଥି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସମ୍ବଲପୁରୀ ପିନ୍ଧି 'ସମ୍ବଲପୁରୀ ଦିନ୍' ମାନିଛନ୍ତି। 'ଅଗଷ୍ଟ ୧' ତାରିଖକୁ ଏଇ ଅଞ୍ଚଳର ଯଶସ୍ବୀ ସାହିତ୍ୟ ଓ ସଂସ୍କୃତି ସାଧକ ଗୁରୁ…
ବିଜେପୁର ଇଥାନଲ ପ୍ଲାଣ୍ଟ ବିବାଦ : ଉପଜିଲ୍ଲାପାଳଙ୍କ ଶାନ୍ତି କମିଟୀ ବୈଠକ ଅନୁଷ୍ଠିତ l
ପଦ୍ମପୁର ( ୩୧ ଜୁଲାଇ) :- ବିଜେପୁର ବ୍ଲକର ମନୋହରପାଲି ପାଖରେ ଥିବା ଇଥାନଲ୍ ପ୍ଲାଣ୍ଟକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଶାନ୍ତି କମିଟିର ବୈଠକ ବସିଥିଲା। ଏଥିରେ ଉପଖଣ୍ଡ ପୋଲିସ ଅଧିକାରୀ…
ସ୍ୱାଧୀନତା ଦିବସ-୨୦୨୩ ପାଳନ ସଂପର୍କରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର: ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବୋ ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ୱାଧୀନତା ଦିବସ-୨୦୨୩ ପାଳନର ରୂପରେଖ ସଂପର୍କରେ ଏକ…
ଭୁବନେଶ୍ୱର ଶଙ୍ଖ ଭବନ ପରିସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ମିଶିଲେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ବିକାଶମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ସାମିଲ ହେଲେ ବିଜେପି କର୍ମୀ l
(ଭୁବନେଶ୍ୱର-ଶାସକ ପ୍ରଶାସକ) :- ଲୋକମାନଙ୍କ ସୁଖ ଦୁଃଖର ସାଥି, ସାଢ଼େ 4 କୋଟି ଓଡ଼ିଆ ଙ୍କ ପାଇଁ ଶ୍ରେଷ୍ଠ…
ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ପଥପ୍ରାନ୍ତ କବିତା ପାଠୋତ୍ସବ, ଅଗଷ୍ଟ ୨୦ ମହା କନଭେନସନ କୁ ସଫଳ କରିବାକୁ ଆହ୍ୱାନ.
ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରଗତିଶୀଳ କବି ମାନଙ୍କୁ ନେଇ ଏକ ପଥପ୍ରାନ୍ତ କବିତା ପାଠୋତ୍ସବ ଭଞ୍ଜ ଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ନାଗରିକ ସୁରକ୍ଷା କମିଟି ଉପସ୍ଥାପିତ କରିଥିବା…
ଦୁଷ୍କର୍ମକାରୀଙ୍କୁ ପିଟି ପିଟି ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲେ କଲେ ବାପା ଓ ଦାଦା.
କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଶିକଵାଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି I ଏକ ରାସ୍ତା କାମରେ ନିୟଜିତ ମିକ୍ସଚେର ମେସିନ ଡ୍ରାଇଭର ଭାବେ କାର୍ଯ୍ୟରତ ଝାରଖଣ୍ଡ ରାଜ୍ୟର ନିରୁପାଲ ମହାତ (୪୦) ନାମକ ଯୁବକଙ୍କୁ ବାଡେଇ…
ବଙ୍ଗୋମୁଣ୍ଡା ବ୍ଲକ ଅଫିସରେ ପ୍ରଶାସନର ଜନ-ଅଭିଯୋଗ ଶୁଣାଣୀ ।
ବଲାଙ୍ଗିର (ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ଠାକୁର ): ୩୧ /୦୭ ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମ ଅନୁସାରେ ଆଜି ବଙ୍ଗୋମୁଣ୍ଡା ବ୍ଲକ କାର୍ୟାଳୟଠାରେ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ…
ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଟିକାବାଲିର ପୁଅ ଆକାଶ.
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂ ରେଙ୍କ ରଖି ଓଏ ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଯାହା ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ…