Sign in
Sign in
Recover your password.
A password will be e-mailed to you.
ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୧0 ଅଗଷ୍ଟ ରୁ ୧୯ ଅଗଷ୍ଟ…
ଶତପ୍ରତିଶତ ଔଷଧ ସେବନକୁ ସଫଳ କରିବା ଉପରେ ସାମ୍ବାଦିକ ସମ୍ମିଳନୀ ରେ ଗୁରୁତ୍ୱାରୋପ
ସୁବର୍ଣ୍ଣପୁର/ସ୍ୱତନ୍ତ୍ର ପ୍ରତିନିଧି ଆର୍ତ୍ତତ୍ରାଣ ମହାପାତ୍ର :ଜିଲ୍ଲାରେ ଫାଇଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାରେ ଅଗଷ୍ଟ 10 ରୁ 19 ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲା…
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନଅଭିଯୋଗ ଶୁଣାଣି
https://youtu.be/ryXVpfMfhWI
ବ୍ୟକ୍ତିଗତ ଓ ସାମୂହିକ ଭାବେ ୨୫୦ ରୁ ଉର୍ଧ୍ଵ ଅଭିଯୋଗ ପତ୍ର ୫ଟି ସଚିବଙ୍କୁ ପ୍ରଦାନ
ଅଗଷ୍ଟ ୧୬ ତାରିଖ ମଧ୍ୟରେ ମନ୍ଦିର, କମ୍ୟୁନିଟି ସେଂଟର ର ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ଅନୁଦାନ ଯୋଗାଇ ଦିଆଯିବ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ):…
ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀଙ୍କ ଶ୍ରାଦ୍ଧଦିବସ
ଜଗତସିଂହପୁର,ତା-୦୯.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଅଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଜଗତସିଂହପୁର ଶ୍ରୀମତୀ ଚିନ୍ମୟୀ…
ସରଗରମ ଗୋତରା ଗ୍ରାମ ପଞ୍ଚାୟତ ଉପନିର୍ବାଚନ : ତ୍ରିମୁଖୀ ପ୍ରତିଦ୍ବନ୍ଦୀ ମଧ୍ୟରେ ଲଢେଇ ଜୋରଦାର l
(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ନିର୍ବାଚନ କମିଶନର ଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଗୋତରା ଗ୍ରାମ ପଞ୍ଚାୟତ ଉପନିର୍ବାଚନ ଆସନ୍ତା 9 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି l ଯାହାପାଇଁ ବିଜେଡି -ବିଜେପି - କଂଗ୍ରେସ ତ୍ରିମୁଖୀ ପ୍ରତିଦ୍ବନ୍ଦୀ ଙ୍କ ମଧ୍ୟରେ…
୨ୟ ଦିନରେ ସ୍କିଲ୍-ଇନ୍-ଓଡିଶାର ପ୍ରଦର୍ଶନୀ-ତଥା-ବିକ୍ରୟ: ଆଇଟିଆଇ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଏବଂ କାରିଗରୀ…
ଭୁବନେଶ୍ୱର: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଭୁବନେଶ୍ୱର ଖାରବେଳ ଭବନଠାରେ “ସ୍କିଲ୍-ଇନ୍-ଓଡିଶା: ପ୍ରଦର୍ଶନୀ-ତଥା -ବିକ୍ରୟ” ର ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅଗଷ୍ଟ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି…
ନବନିଯୁକ୍ତ ଓଇଏସ୍ ଅଧିକାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଯାପିତ
ଭୁବନେଶ୍ୱର,୮ା୮: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନବନିଯୁକ୍ତ ଓଡି଼ଶା ଶିକ୍ଷା ସେବା(ଓଇଏସ୍) ଅଧିକାରୀଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ମଧୁସୂଦନ ଦାସ ରିଜିଓନାଲ ଏକାଡେମି ଅଫ୍ ଫିନାନ୍ସିଆଲ୍ ମ୍ୟାନେଜମେଣ୍ଟ ଠାରେ…
ନାବେଟ୍ କ୍ୟୁସିଆଇ ରାଙ୍କିଂ-୨୦୨୩: କିଟ୍ ପଲିଟେକ୍ନିକ ଲଗାତର ରାଜ୍ୟରେ ପ୍ରଥମ
ଭୁବନେଶ୍ୱର, ୮ ।୮: କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସ୍ନାଲ୍ ଆକ୍ରିଡିଟେସନ୍ ବୋର୍ଡ ଫର ଏଜୁକେସନ୍ ଆଣ୍ଡ ଟ୍ରେନିଂ (ନାବେଟ୍) କ୍ୟୁସିଆଇ ରାଙ୍କିଂ ୨୦୨୩ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍ ପଲିଟେକ୍ନିକ୍ ଲଗାତର ଭାବେ ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶାର…
ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ପଦ୍ମପୁର :- ସ୍ଥାନୀୟ ବଡ଼ପଡ଼ା ଠାରେ ନୂଆପଡ଼ା କ୍ରିକେଟ କ୍ଲବ ଆନୁକୂଲ୍ଯରେ ଆୟୋଜିତ ସ୍ଵର୍ଗତ ବିଜୟ ରଞ୍ଜନ ସିଂ ବରିହା ସ୍ମାରକୀ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ୪୦ ଗୋଟି ଦଳ କୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଝାରସୁଗୁଡ଼ା ଦଳର ସମ୍ପଦ ଚୌହାନ ଓ…
ଡାକ୍ତରୀ ପାଠ୍ୟକ୍ରମରେ ଅଂଗଦାନ ଓ ବ୍ରେନ୍ ଡେଥ୍ ବିଷୟକୁ ଅନ୍ତର୍ଭୁକ୍ତ କରାଯିବା ନେଇ ଗୁରୁତ୍ୱାରୋପ
ଭୁବନେଶ୍ୱର, ଅଗଷ୍ଟ ୦୮ : ଅଙ୍ଗଦାନ ଆମ ଦେଶ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଂଗଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ସମ୍ ଅଲ୍ଟିମେଟ ମେଡିକେୟାର ସମାଜକୁ ସେବା ଯୋଗାଇବା ସହ ଏକ ବିଶାଳ ଜନ ସଚେତନତା ସୃଷ୍ଟି କରପାରିଛି ବୋଲି କହିଛନ୍ତି ଓଡିଶାର…
ପଦ୍ମପୁର ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ “ଘର ଅଗଣାରେ କୁକୁଡା ପାଳନ ମାଧ୍ୟମରେ ଜୀବିକାର୍ଜନ”…
ପଦ୍ମପୁର- ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ଠାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଇଁ "ଘର ଅଗଣାରେ କୁକୁଡ଼ା ପାଳନ ମାଧ୍ୟମରେ ଜୀବିକାର୍ଜନ" ଯୋଜନାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ…