Sign in
Sign in
Recover your password.
A password will be e-mailed to you.
ଟାଟା ଷ୍ଟିଲ ଫାଉଣ୍ଡେସନର ସହଯୋଗରେ ଗୋପାଳପୁରଠାରେ ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ସଚେତନତା ଅଭିଯାନ
ଫାଇଲେରିଆ, ମ୍ୟାଲେରିଆ ଏବଂ ଡେଙ୍ଗୁର ନିରାକରଣ ପାଇଁ 2ଟି ପ୍ରଚାର ଯାନର ଶୁଭାରମ୍ଭ
ଗୋପାଳପୁର- ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ସ୍ଥିତ ନେତାଜୀ କଲ୍ୟାଣ ମଣ୍ଡପରେ ଆୟୋଜିତ ହୋଇଥିବା ଏହି ଅଭିଯାନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ…
ପାଇକମାଲ ପ୍ରାଥମିକ ଶିକ୍ଷକ ସମୂହ ସାଙ୍ଗଠନିକ ବୈଠକ : ତିନି ଦଫା ଦାବୀ ନେଇ ବିଧାୟିକାଙ୍କୁ ଦେଲେ ଦାବିପତ୍ର
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ନୃସିଂହନାଥ ସ୍ଥିତ ଧର୍ମଶାଳା ରେ ପାଇକମାଲ ବ୍ଳକ ର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଡୋଳାମଣି ମାହାର ଙ୍କ ଅଧ୍ୟକ୍ଷତା ରେ ସମସ୍ତ ବର୍ଗ ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା l ପାଇକମାଲ ବ୍ଳକ ନୂତନ…
ନୂଆ ଗେଟଅପରେ ପ୍ରାଥମିକ ସ୍କୁଲ ପିଲା ଦିଶୁଛନ୍ତୁ ସ୍ମାର୍ଟ
ସାଲେଭଟା;ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ - ରାଜ୍ୟ ସରକାର ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲ ଗୁଡିକରେ ପାଠ ପଢୁ ଥିବା ସ୍କୁଲ ପିଲାଙ୍କୁ ମଧ୍ୟାନ୍ନ ଭୋଜନ, ପାଠ୍ୟ ପୁସ୍ତକ, ବିଦ୍ୟାଳୟ ପୋଷାକ,ଜୋତା, ମୋଜା ଇତ୍ୟାଦି ବହୁ ବର୍ଷ ହେଲା ମାଗଣା ରେ ଯୋଗାଇ ଦେଇ ଆସୁଛନ୍ତି | ଚଳିତ ଶିକ୍ଷା…
ଦ୍ଵିତୀୟ ଅଭିଭାବକ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ
ସାଲେଭଟା ; ଶାସକ ପ୍ରଶାସକରୁ ଗୁରୁ ଶଙ୍କର ପାଇକ - ରାଜ୍ୟ ସରକାର ବିଦ୍ୟାଳୟ ଶିକ୍ଷା ର ଗୁଣାତ୍ମକ ବିକାଶ ପାଇଁ ସର୍ବଦା ନିଜର ପ୍ରୟାସ ଜାରି ରଖିଛନ୍ତି | ସରକାରଙ୍କ ନିଷ୍ପତି ଅନୁଯାୟୀ ଗତ ତା 12/8/2023 ରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଧୀନ ସମସ୍ତ ସରକାରୀ ଓ…
ରାଉରକେଲା କଲେଜରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ 'ମେରି ମାଟି ମେରା ଦେଶ' କାର୍ଯ୍ୟକ୍ରମ ଓ…
ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଦମ୍ପତ୍ତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୪୧ ଓ ୪୨ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ଏବଂ ଉତ୍ତର ପ୍ରଦେଶ ରାଜ୍ୟର ଦୁଇଟି ପୃଥକ ପୃଥକ ଦମ୍ପତ୍ତିଙ୍କୁ ହସ୍ତାନ୍ତର…
ବୀର ଯବାନଙ୍କ ସମ୍ମାନାର୍ଥେ ଦୁଇହଜାର ତେଇଶି ଚାରାରୋପଣ
ନବରଂଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଂଗପୁର ଜିଲ୍ଲାର ଟିର୍ଲିଆମ୍ବାଗୁଡ଼ା ଠାରେଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା ଓ ଜିଲ୍ଲା ସାମାଜିକ ସମୀକ୍ଷା ୟୁନିଟ, ଜିଲ୍ଲାପରିଷଦ, ନବରଂଗପୁର ତରଫରୁ ମେରାମାଟି ମେରାଦେଶ ତଥା ବୃକ୍ଷ ରୋପଣ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ…
ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାର, ପରିବାର ବାଦ୍ ଶାସନ ବିରୁଦ୍ଧରେବାସୁଦେବପୁର ବିଜେପି ର ବିଜେଡି ସରକାର ଗାଦି ଛାଡ…
ବାସୁଦେବପୁର - ବିଜେଡ଼ି ସରକାର ର ବିଭିନ୍ନ ଦୁର୍ନୀତି, ଅନ୍ୟାୟ, ପରିବାର ବାଦ୍ ବିରୁଦ୍ଧ ର ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନ ରେ ଗଣଧାରଣା ଅନୁଷ୍ଟିତ ହେବାକୁ ଥିବା ବେଳେ ଆଜି ଚୂଡ଼ାମଣି ପଞ୍ଚାୟତ ରେ ପ୍ରଥମେ ଆରମ୍ଭ ହୋଇ ଯାଇଛି।ବାସୁଦେବପୁର ବ୍ଲକ ଓ ପଞ୍ଚାୟତ ସ୍ତରରେ ହେଉଥିବା ଦୁର୍ନୀତି…
ରାଇଘର ମୂଳ ନିବାସୀ ପକ୍ଷରୁ ମଣିପୁରୁ ନିର୍ଯାତନା ପରିପ୍ରେକ୍ଷୀରେ ଚାରି ଦଫା ଦାବି
ରାଇଘର/ପୁଷ୍ପାରାଣୀ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ୨୬ ଗୋଟି ପଂଚାୟତ ର ସମସ୍ତ ମୂଳ ନିବାସୀ AC. ST. OBC.ମାଇନୋରିଟି.ସମସ୍ତେ ଏକତ୍ରିତ ହୋଇ ରାଇଘର ଜଗନ୍ନାଥ ମନ୍ଦିର ଠାରେ ଏକ ସଭା କାର୍ଯ୍ୟ କରାଯିବା ପରେ ବିଶାଳ ଜନସମାଗମ ରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ଗୋଷ୍ଠି…
ନବନିର୍ମାଣ ସଂଗଠନର ପ୍ରାୟଶ୍ଚିତ ସତ୍ୟାଗ୍ରହ
ଜଗତସିଂହପୁର,ତା-୧୨.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି । ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ପ କାର୍ଯ୍ୟାଳୟ…