Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ହିନ୍ଦୀ ଶିକ୍ଷକ ମାନଙ୍କର ପ୍ରଶିକ୍ଷଣ ଶିବିର ଉଦଘାଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ଭୁବନେଶ୍ୱର ଓଡିଶା ଶାଖା ତରଫରୁ ଅଗଷ୍ଟ ୧୪/୮/୨୦୨୩ ଠାରୁ ୨୫/୮/୨୦୨୩ ପର୍ଯ୍ୟନ୍ତ ୧୦ ଦିନଧରି ଜିଲ୍ଲା…
ସି ଆଇ ଟି ୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ୩ ଦିନିଆ ୭୭ ତମ ସ୍ବାଧିନତା ଦିବସ ପାଳନ ଉତ୍ସବ ଉଦଘାଟନ.
ଆମକୋ ସିମକୋ ଶହୀଦ ମାଟିରୁ ମଶାଲ ଶୋଭାଯାତ୍ରା
ରାଉରକେଲା, (ବସନ୍ତ କୁମାର ଜେନା): ସିଆଇଟିୟୁ, ଅଲ୍ ଇଣ୍ଡିଆ କିଷାନ ସଭା ଏବଂ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର ୟୁନିୟନ ଡାକରା ରେ ଭାରତର ସମ୍ବିଧାନ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଧର୍ମ ନିରପେକ୍ଷତା ର ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇଥିଲା ବେଳେ ୭୭…
ଗୋପବନ୍ଧୁ ପାଠାଗାର ଏବଂ ସ୍ବସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର.
ରାଉରକେଲା, (ବସନ୍ତ କୁମାର ଜେନା) : ପ୍ରତିମାସ ପରି ସ୍ବସ୍ତି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ସ୍ବସ୍ତି ର ସଭାପତି ମହେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ…
ଜବାହାର ନବୋଦୟ ବିଦ୍ୟାଳୟରେ ଶିକ୍ଷକ ଓ ଅବିଭାବକଙ୍କ ସାଧାରଣ ବୈଠକ ଅନୁଷ୍ଠିତ
ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ଗ୍ରାମ ନିକଟରେ ରହିଥିବା ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଅବିଭାବକ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ବିଗତ ଦିନରେ ମୃତ୍ୟୁବରଣ କରିଥିବା ନବମ ଶ୍ରେଣୀର…
ବିଧାୟକ ଙ୍କ 5 T ସ୍କୁଲ ପରିଦର୍ଶନ।
ବାସୁଦେବପୁର - ବାସୁଦେବପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଗାଁ ପଞ୍ଚାୟତ ରେ ଥିବା ବ୍ରାହ୍ମଣ ଗାଁ ନୋଡାଲ ସ୍କୁଲ୍ କୁ 5 T କାମ ର ତଦାରଖ ପାଇଁ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ପରିଦର୍ଶନ ରେ ଯାଇଥିଲେ। ବିଧାୟକ ବିଷ୍ଣୁ ବ୍ରତ ବିଦ୍ୟାଳୟ ପରିଦର୍ଶନ କରିବା ସହ ବାକି ରହିଥିବା କାମ…
ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କଲେ ଯୁବ ସମାଜସେବୀ ବାଣୀ କଲ୍ୟାଣ
ବାସୁଦେବପୁର -ଶ୍ରାବଣ ମାସ ର ଶେଷ ସୋମବାର ରେ ବାସୁଦେବପୁର ରେ ବିଭିନ୍ନ ଶିବ ମନ୍ଦିର ରେ ଭକ୍ତ ମାନଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ଶେଷ ସୋମବାର ଥିବାରୁ କାଉଡ଼ିଆ ଭକ୍ତ ମାନେ ପାଣି ନେଇ ବିଭିନ୍ନ ଶୈବ ପୀଠ ରେ ଲମ୍ଭା ଲାଇନ୍ ଲଗାଇ ପ୍ରଭୁ ଙ୍କ ଠାରେ ଜଳାଭିଷେକ କରୁଛନ୍ତି। ଏଇ…
ଦେଶ ପାଇଁ ବୀର ସଂଗ୍ରାମୀ ଙ୍କ ବଳିଦାନ ର ସ୍ମୃତି ଉଦ୍ଦେଶ୍ୟରେ ରକ୍ତବୀରଙ୍କ ରକ୍ତଦାନ ଶିବିର |
ସାନଖେମୁଣ୍ଡି /ରମେଶ ପ୍ରଧାନ: ଭାରତ ସ୍ୱାଧୀନତାର 77ତମ ମହାନ ଦିବସ ଅବସରରେ ଆମ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀ ତଥା ଶହୀଦ ଯବାନ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲା ର ବ୍ରହ୍ମପୁର ରକ୍ତ ଭଣ୍ଡାର ର ରକ୍ତ ଅଭାବ ଦୂର କରିବା ପାଇଁ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା…
ଘୁମୁସର ଜିଲ୍ଲା ମାନ୍ୟତା ପାଇଁ ଚିଠି ଲେଖା ଅଭିଯାନରେ ସାମିଲ୍ ହେଲେ ସଂଖ୍ୟାଧିକ ଛାତ୍ରୀ।
ଉଦୟନାଥ ପଣ୍ଡା (ଭଞ୍ଜନଗର): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଘୁମୁସର ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5t ସଚିବ ଙ୍କ ଉଦେଶ୍ୟ ରେ ଚିଠି ଲେଖାରେ ସାମିଲ୍ ହେଲେ ଛାତ୍ରୀ ଗଣ। ଏଥି ସହ…
ବରିଷ୍ଠ ସାମ୍ବାଦିକ ତାରିଣୀ ପଣ୍ଡାଙ୍କ ମାତୃ ବିୟୋଗ ରେ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡା ଙ୍କ ମାତା ସଙ୍କୁତଳା ପଣ୍ଡା (୮୫) ଙ୍କ କେଉଟ ସାହି ସ୍ଥିତ ତାଙ୍କ ନିଜସ୍ଵ ବାସ ଗୃହ ଠାରେ ରବିବାର ଦିନ ରାତ୍ର ୭ଘଣ୍ଟା ସମୟରେ ବିୟୋଗ ହୋଇଯାଇଛି। ସେ ଜଣେ ଧର୍ମ ପରାୟଣ ଓ ମେଳାପି…
ସୋଆରେ ଆଇଇଇଇର ଆନ୍ତର୍ଜାତୀକ ସମ୍ମିଳନୀ ଉଦ୍ଯାପିତ
ଭୁବନେଶ୍ୱର, ଅଗଷ୍ଟ ୧୪ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ ଆୟୋଜିତ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍ (ସେଫେଟ-୨୦୨୩)” ଶୀର୍ଷକ ୪ ଦିନିଆ ତୃତୀୟ…