Sign in
Sign in
Recover your password.
A password will be e-mailed to you.
ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ଭୁବନେଶ୍ବର : ଆଜି ରସୁଲଗଡ ସ୍ଥିତ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଡଃ ଅଗ୍ରୱାଲା ଚକ୍ଷୁ ଚିକତ୍ସାଳୟ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ଏହି…
ବିଜେଡି ଜିଲ୍ଲାପରିଷଦ ଜୋନ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟାଲ ଗ୍ରାମପଞ୍ଚାୟତ ଦିପ୍ତିପୁର ଶ୍ରୀଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମ୍ମୁଖ ପଡିଆରେ ଏକ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପରିଷଦ ସଭ୍ୟା ପୂଣ୍ଣିମା ରଣାଙ୍କ…
ଘୁ.ଉଦୟଗିରି ପ୍ରେସ କ୍ଲବର ଆସନ୍ତା ସ୍ୱାଧୀନତା ଦିବସ ପାଳନ ନମନ୍ତେ ପ୍ରସ୍ତୁତି ବୈଠକ.
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ପ୍ରେସ କ୍ଲବ ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆଜି ପ୍ରେସ କ୍ଲବ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି I ଆସନ୍ତା ୭୭ ତମ ସ୍ୱାଧୀନତା ଦିବସ କି ଭଳି ପାଳନ କରାଯିବ ସେଥି ନିମନ୍ତେ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ…
ଜନଜାତିମାନେ ନିଜ ଉପରେ ଗବେଷଣା କରନ୍ତୁ: ଅର୍ଜୁନ ମୁଣ୍ଡା
କିସରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍ଯାପିତ
ଭୁବନେଶ୍ୱର: କିସ୍ ବିଶ୍ୱବିଦ୍ୟାଳୟରେ ୯ତାରିଖରୁ ଚାଲିଥିବା ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଆଜି ଉଦ୍ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗଦେଇ ବିଶ୍ୱକୁ ଶାନ୍ତିର ବାର୍ତ୍ତା…
ଉପନିର୍ବାଚନ ବେଳେ ଦେଇଥିବା କଥା ରଖିଲେ ବିଧାୟିକା ବର୍ଷା
ଜ୍ୟୋତି ନଗର ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ
ପଦ୍ମପୁର (ଶିବାଶିଷ ପଟ୍ଟନାୟକ) -ପଦ୍ମପୁର ଏନଏସି ଅଧୀନ ରେ ଥିବା ୱାର୍ଡ ନମ୍ବର ୨ ରେ ଥିବା ଜ୍ୟୋତି ନଗର (ମାଷ୍ଟର କଲୋନୀ ) କୁ ପକ୍କା ରାସ୍ତା ତଥା ଅଧିକାଂଶ ଅଞ୍ଚଳ କୁ ପିଇବା ପାଣି ଯୋଗାଣ ସୁବିଧା ନଥିଲା ।ଏ ସଂପର୍କରେ ପଡା…
“୫ଜଣଙ୍କୁ ଶାସନ ଠିକାଦେଇ ୫-ଟି ଶାସନର ପ୍ରଚାର”
ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ନବୀନ ଓଡିଶା: ବିଜେପି
ଭୁବନେଶ୍ୱର,ତା.୧୩/୦୮ ମମିତା ମେହେର, ପରୀ, ଗୋବିନ୍ଦ ସାହୁ ହତ୍ୟା, ମାହାଙ୍ଗା ଟ୍ରିପଲ ମଡର, ଦିବାଲୋକରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଭଳି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଇଛି । ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ…
ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ
ଟ୍ରେନରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ହୋଇଥିଲା ମୃତ୍ୟୁ
ବଲାଙ୍ଗିର/ସନ୍ତୋଷ ଠାକୁର: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବଲାଙ୍ଗିର-ସଇଁନ୍ତଲା ରାସ୍ତା ନିକଟ ରେଳ ଧାରଣାରୁ ଜଣେ ବୟସ୍କା ମହିଳାଙ୍କୁ ଆହତ ଅବସ୍ଥାରେ ବଲାଙ୍ଗିର ଜିଆରପି ପୋଲିସ ଉଦ୍ଧାର କରିଥିଲା।…
ଗବେଷଣା କ୍ଷେତ୍ରରେ ସହଯୋଗ ନେଇ ସୋଆ ଏବଂ ଟିସିଜିଏଲ୍ଏସ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ଅଗଷ୍ଟ ୧୩ : ରସାୟନ ଏବଂ ଜୈବିକ ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ନେଇ ସହଭାଗିତା କରିବା ଦିଗରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କୋଲକାତା ସ୍ଥିତ ଟିସିଜି ଲାଇଫ୍ସାଇନ୍ସେସ୍ ଲିମିଟେଡ୍ (ଟିସିଜିଏଲ୍ଏସ୍) ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବୁଝାମଣା…
ଧୂମପାନ ବନ୍ଦ କରିବାରେ ନିକୋଟିନ ରିପ୍ଲେସମେଂଟ ଥେରାପି ପ୍ରଭାବର ଅନନ୍ୟ କ୍ଲିନିକାଲ ପରୀକ୍ଷାରେ ଭାରତକୁ ସଫଳତା
ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରେଏନଆରଟିର କାର୍ଯ୍ୟକାରିତା ଉପରେ ଅନୁସନ୍ଧାନ କରିବା ପାଇଁ ଭାରତରେ ପ୍ରଥମ ଅଧ୍ୟୟନ
ଭୁବନେଶ୍ୱର,୧୨ଅଗଷ୍ଟ ୨୦୨୩: ଓଡ଼ିଶାର କଟକର ଏସସିବି ଡେଂଟାଲ କଲେଜ ଆଣ୍ଡ ହସ୍ପିଟାଲରେ ଏକ ଅନନ୍ୟ କ୍ଲିନିକାଲ ପରୀକ୍ଷା ଅଭ୍ୟାସଗତ ତମାଖୁ ସେବନକାରୀଙ୍କ ଅଭ୍ୟାସକୁ ସଫଳତାର ସହ…
ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ରିସ୍ତା’ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ
କଳିଙ୍ଗନଗର: ସମଗ୍ର ବିଶ୍ୱରେ ଯୁବଗୋଷ୍ଠୀ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରାଜନୈତିକ, ସାଂସ୍କୃତିକ ତଥା ଅର୍ଥନୈତିକ କାର୍ଯ୍ୟକଳାପରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ରିଜିୟନାଲ୍ ଇନିସିଏଟିଭ୍ ଫର୍…