Sign in
Sign in
Recover your password.
A password will be e-mailed to you.
ସହଯୋଗ ର ହାତ ବଢାଇଲା ସହଯୋଗ
ଗାଇସିଲେଟ /ମନ ଡନସନା :- ଗତ କିଛି ଦିନ ପୂର୍ବରୁ ସହଯୋଗ ଟିମ ପହଞ୍ଚିଥିଲେ ଗାଇସିଲେଟ ଥାନା ଅନ୍ତର୍ଗତ ସାନ ସାହାଜବାହାଲ ସ୍ଥିତ ବୃଦ୍ଧାଶ୍ରମ କୁ ଯାଇ ସେଠାରେ ତାଙ୍କର ସୁବିଧା ଅସୁବିଧା ବୁଝିବା ସହ ତାଙ୍କର ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ ଓ ଆପଣଙ୍କ ପାଖକୁ ଖୁବ ଶୀଘ୍ର ଆମ ଟିମ ପହଂଚିବ…
ଭଞ୍ଜନଗର ଐତିହାସିକ କଇଁଆ ବାଗ୍ ଦେବୀ ମନ୍ଦିର ଜଳରେ ପୂର୍ଣ୍ଣ।
ଭଞ୍ଜନଗର (ଉଦୟନାଥ ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର, ବ୍ଳକ ଛକଠାରେ ଥିବା ମାଁ କଇଁଆ ବାଗ୍ ଦେବୀ ମନ୍ଦିର ନାଳ ନର୍ଦ୍ଦମା ପାଣି ରେ ପରିପୂର୍ଣ ହୋଇଯାଇଛି। ଶ୍ରାବଣ ମାସର କିଛି କିଛି ବର୍ଷାଜଳ ସହିତ, ମନ୍ଦିର ଆଗରେ କୋର୍ଟ ର ନୂତନ କୋଠା ନିର୍ମାଣରେ, ନାଳ ନର୍ଦ୍ଦମା ଗୁଡ଼ିକ ଜାମ୍…
ସାହିପଡିଶା ପଚାରିଲେନି , ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲେ ସ୍ବେଛାସେବୀ
ଭଞ୍ଜନଗର (ଉଦୟ ପଣ୍ଡା) : ମଣିଷର ଅସହାୟତା କେତେ ଯେ ଚରମ ସୀମାରେ ପହଞ୍ଚି ପାରେ ! ଶେଷରେ ଶବଶତ୍କାର ରୁ ବି ବଞ୍ଚିତ ହେବାକୁ ପଡ଼ିଥାଏ । ଗତ ତା ୧୩/୦୮/୨୦୨୩ ରିଖ ଭଞ୍ଜନଗର ବ୍ଲକ ଲଣ୍ଡେଇ ସାହି ଠାରେ ସକାଳ ୧୦ ଟା ସମୟରେ ଏକ ବୃଦ୍ଧାଙ୍କର ମୃତ୍ୟ ଘଟିଥିଲା। ସ୍ୱାର୍ଥପର ସମାଜର ,ସ୍ୱାର୍ଥ ଲାଗି…
ନବରଙ୍ଗପୁର ଜିଲ୍ଲା ଯୁବ କୃଷକ ସଙ୍ଘର ସଭାପତି ହେଲେ ଶ୍ରୀ ରମେଶ ଟାକ୍ରୀ.
ଅଶୋକ ସାହୁ ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା କୃଷକ ସଙ୍ଘର ଏକ ସମୀକ୍ଷା ବୈଠକ ସ୍ଥାନୀୟ ତୃପ୍ତି ହୋଟେଲ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଯୁବ କୃଷକ ସଙ୍ଘର ରାଜ୍ୟ ସଭାପତି ଶ୍ରୀ ପ୍ରଭାକର ନାୟକ ଓ ଅନ୍ୟାନ୍ୟ ରାଜ୍ୟ କର୍ମକର୍ତା ଯୋଗ ଦେଇଥିଲେ | ଏହି ସମୀକ୍ଷା ବୈଠକରେ…
ଶ୍ରାବଣି ଉତ୍ସଵ ଊପଲକ୍ଷେ ଭଞ୍ଜନଗର ରେ 31କୁଣ୍ଡିୟ ବିଶ୍ଵଶାନ୍ତି ବୈଦିକ ମହାଯଂଜ୍ଞ ଅନୁଷ୍ଠିତ l
ଉଦୟନାଥ ପଣ୍ଡା (ଭଞ୍ଜନଗର) :ଭଞ୍ଜନଗର ସହର ରେ ଅନେକ ଶିକ୍ଷିତ, ପୁରୁଷ ମହିଳା ମାନଙ୍କୁ ନେଇ "ବେଦପ୍ରଚାର ସମିତି" ନାମକ ଏକ ସଂଗଠନ ଗଢ଼ାଯାଇଛି l ଵେଦ ଉଦ୍ଧାରକ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ "କ୍ରୁଣନ୍ତୋବିଶ୍ୱାର୍ଯ୍ୟମ "ଉଦ୍ଦେଶ୍ୟକୁ ଫଳପ୍ରଦ କରିବା ସକାଶେ ଭାରତର ଅନେକ ସଂଗଠନ ଏବଂ ବିଦ୍ୱାନ…
ଜମନକିରା ବ୍ଲକ ରେ ମେରି ମାଟି, ମେରା ଦେଶ୍ ପାଳନ
ଜମନକିରା :(ଲିପନ ନାଏକ) ଜମନକିରା ବ୍ଲକ ର ବିଭିନ୍ନ ପଞ୍ଚାୟତ ଏବଂ ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୁଲ୍ୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଙ୍କ ଏହି କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ, ସହିଦ ମାନଙ୍କୁ ସମ୍ମାନ ଦେବା ଆଦି ସାମିଲ ହୋଇଛି। ଏହା…
ବାରଡିଆ ରେ ସୋଲାର ଲାଇଟ ଲଣ୍ଠନ ବଣ୍ଟନ
ଜମନକିରା/ଲିପନ ନାୟକ: ବାମରା ବନ୍ୟାପ୍ରାଣୀ ବନଖଣ୍ଡ ଭୋଜପୁର ରେଞ୍ଜ ଜମନକିରା ସେକ୍ସନ ଟିକିଲିପଡ଼ା ପଞ୍ଚାୟତ ବାରଡିଆ ଗ୍ରାମରେ ବନବିଭାଗ ପକ୍ଷରୁ ୫୦ ପରିବାରଙ୍କୁ ସୋଲାର ଲାଇଟ ଲଣ୍ଠନ ବଣ୍ଟନ କରାଯାଇଛି। ଜମନକିରା ବ୍ଲକ ଅଞ୍ଚଳ ହେଉଛି ହାତୀ ପ୍ରବଣ ଅଞ୍ଚଳ। ପ୍ରକାଶ ଥାଉ କି ଟିକିଲିପଡା…
ଦ ଜେଙ୍ଗାବୁରୁ କର୍ସ’ର ସୁଟିଂ ପାଇଁ ଖଣିର ୫୦୦ ଫୁଟ୍ ଭିତରକୁ ଯାଇଥିଲୁ :ଫାରିଆ ଅବ୍ଦୁଲ୍ଲା
ଭୁବନେଶ୍ୱର : ଚଳଚିତ୍ର ନିର୍ମାତାମାନେ କଷ୍ଟ୍ୟୁମ୍ ହେଉ କିମ୍ବା ମେକ୍ଅପ୍, ଭାଷା କିମ୍ବା ସେମାନ ସୁଟ୍ କରୁଥିବା ସ୍ଥାନ, ନିଜ କାର୍ଯ୍ୟକୁ ବାସ୍ତବ ରୂପ ଦେବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଯେତେବେଳେ କୌଣସି ସ୍ଥାନ କିମ୍ବା ପୃଷ୍ଠଭୂମି ପ୍ରାସଙ୍ଗିକ ହୋଇଥାଏ, ସେତେବେଳେ ଏହା ଏକ…
ଭୁବନେଶ୍ୱରରେ ଓକାୟା ଇଭିର ନୂଆ ଡିଲରସିପ୍ ଏଆଣ୍ଡ୍ଟି ଅଟୋମୋବାଇଲ୍ସର ଶୁଭାରମ୍ଭ
ଏଠାରେ ହାଇସ୍ପିଡ୍, ଲୋ-ସ୍ପିଡ୍ ଇଭି ମଡେଲ୍ଗୁଡିକର ରେଞ୍ଜ ଉପଲବ୍ଧ ହେବ
ଭୁବନେଶ୍ୱର : ଏକ ପ୍ରତିଷ୍ଠିତ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଓକାୟା ଇଭି, ଭୁବନେଶ୍ୱରର ଖଣ୍ଡଗିରିଠାରେ ଏହାର ଅତ୍ୟାଧୁନିକ ଡିଲରସିପ୍ ଏଆଣ୍ଡ୍ଟି ଅଟୋମୋବାଇଲ୍ସର ଶୁଭାରମ୍ଭ ଘୋଷଣା କରିଛି । ଏହି କାର୍ଯ୍ୟକ୍ରମ…
କଂଗ୍ରେସ ନେତା ରଘୁନାଥ ଶତପଥିଙ୍କ ପରଲୋକ ।
କେନ୍ଦ୍ରାପଡା: ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରାର ବରିଷ୍ଟ କଂଗ୍ରେସ ନେତା ତଥା ରାଜ୍ୟ ସମିତି ସଭ୍ୟ ସଙ୍ଘର ପୂର୍ବତନ ସଭାପତି ରଘୁନାଥ ଶତପଥିଙ୍କର ଆଜି ଦିନ 12.48 ସମୟରେ ହୃଦଘାତ ରେ ପରଲୋକ ହୋଇଛି । ମୃତୁ ବେଳକୁ ତାଙ୍କୁ 65 ବର୍ଷ ବୟସ ହୋଇଥିଲା । କେନ୍ଦ୍ରାପଡ଼ା 14 ନମ୍ବର ଜୋନ ର ସେ…