Sign in
Sign in
Recover your password.
A password will be e-mailed to you.
ଶିକ୍ଷୟିତ୍ରୀଙ୍କ ବଦଳି ବାତିଲ ଦାଵୀରେ ବିଦ୍ୟାଳୟରେ ତାଲା ପକାଇ ଛାତ୍ର ଛାତ୍ରୀଙ୍କ ଧାରଣା
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ସ୍ଥାନୀୟ କଳିଙ୍ଗା ପଞ୍ଚାୟତ ଅଧିନସ୍ଥ କିର୍ମିଙ୍ଗିଆ ଗାଁର ଜାର୍ଗୀନାଯୁ ପ୍ରାଥମିକବିଦ୍ୟାଳୟ ରେ ଆଜି ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି I ସୂଚନା ପ୍ରକାରେ ସୁଦ୍ଧାଞ୍ଜଳି ପ୍ରଧାନ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ…
କମିଶନରଙ୍କୁ ଭେଟିଲେ ଗିରଜାଟୋଲିର ବସ୍ତିବାସିନ୍ଦା
ରାଉରକେଲା (ବସନ୍ତ କୁମାର ଜେନା) : ଗିରଜାଟୋଲିର ଶତାଧିକ ବସ୍ତିବାସିନ୍ଦା ରାଉରକେଲା ମହାନଗର ନିଗମ କମିସନର ଓ ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଆମ୍ଭେମାନେ ଶକ୍ତିନଗର ଗିରଜାଟୋଲିର ବସ୍ତିବାସିନ୍ଦା ଅଟୁ। ଏହି ଅଞ୍ଚଳରେ…
ଓଡିଆଇଏଏ ପକ୍ଷରୁ ଦିଲ୍ଲୀରେ ପାଂଚଦିନିଆ “ଜଳବାୟୁ ପଦକ୍ଷେପ ପାଇଁ କଳା, ଭାରତ କଳାକୃତି’ ସମ୍ମିଳନୀ
• ସାରା ଦେଶରୁ ବିଭିନ୍ନ କ୍ଷେତ୍ରର ୧୦୦ରୁ ଅଧିକ କଳାକାର ଅଂଶଗ୍ରହଣ କରିବେ ଓ ପରିବେଶ ମିତବ୍ୟୟୀ ଦୀର୍ଘସ୍ଥାୟୀ କଳାକୃତି ପ୍ରଦର୍ଶନ କରିବେ
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧-୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପାଂଚ ଦିନିଆ ‘Art for Climate Action…
ଏଠି ଲହଡି ଭାଙ୍ଗୁଛି ବିକାଶ, ଲୋକଙ୍କ ମୁହଁରେ ଫୁଟୁଛି ହସ
ବିକାଶର ରାଜୁତି ଦେଖିବ ତ ମଲ୍ଲିଝରଣକୁ ଆସ
ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଗୋଟିଏ କାଖରେ ବା ହାତରେ ଛୁଆ, ଆଉ ଗୋଟିଏ କାଖରେ ବା ମୁଣ୍ଡରେ ପାଣି ହାଣ୍ଡି ବା ମାଠିଆ. ପାଣି ଟୋପାଏ ପାଇଁ କଲବଲ ଲୋକମାନେ କାହିଁ କେତେଦୂର ବିଲ ନାଳରୁ ଦୂଷିତ ପାଣି ନେଇ ଧାଡିରେ ଆସୁଥିବା ଦୃଶ୍ୟ…
ମାନବିକତା ଦେଖାଇଲେ ଯୁବକ : ରାସ୍ତାରୁ ମିଳିଥିବା ବ୍ୟାଗକୁ ଦେଲେ ପୁଲିସର ଜିମା
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାସ୍ତା କଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକଗୁରୁତ୍ୱ ପୂର୍ଣ୍ଣ ଏୟାର ବ୍ୟାଗକୁ ପୁଲିସର ଜିମା ଦେଇ ମାନବିକଦାର ପରିଚୟ ଦେଇଛନ୍ତି ଟିକିରି ନିବାସୀ ପୀତବାସ ମେଦ୍ରି । ଗତ ଦିନରେ ଏହି ବ୍ୟାଗ ଟି ଚୋରି ହୋଇ ଥିବାର ଟିକିରି ଥାନାରେ ଅଭିଯୋଗ ହୋଇ ଥିଲା ।ପୁଲିସ…
ଜିଲ୍ଲା ସ୍ତରୀୟ ୩୮ତମ ଚକ୍ଷୁଦାନ ପକ୍ଷ ପାଳନ
ଜଗତସିଂହପୁର,ତା-୨୫.୦୮.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ଚକ୍ଷୁଦାନ ପକ୍ଷ ପାଳିତ ହୋଇଯାଇଅଛି । ପ୍ରତିବର୍ଷ ୨୫ ଅଗଷ୍ଟରୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପକ୍ଷ ପାଳନ କରାଯାଇଥାଏ । ଉକ୍ତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ…
ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ ପରିସରରେ ବିଜୁ ଛାତ୍ର ଜନତା ଦଳ ତରଫରୁ ବୃକ୍ଷ ରୋପଣ
ଜଗତସିଂହପୁର,ତା-୨୫.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ବିଜୁ ଛାତ୍ର ଜନତା ଦଳ ସ୍ଟୁଡେଣ୍ଟ କ୍ୟାମ୍ପସ କମିଟି…
ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦିନିକିଆ ତାଲିମ…
ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ଧାରଣା ଜାରି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୮ ତାରିଖ ଠାରୁ ୨ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି। ଆନ୍ଦୋଳନ ଯୋଗୁଁ…
ସମୂହ ଛୁଟିରେ ଯିବେ ଉଦ୍ୟାନ କୃଷି ବିଭାଗୀୟ ଅଧିକାରୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ଉଦ୍ୟାନ କୃଷି ବିଭାଗରେ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରାଯାଉଥିବାରୁ ଉଦ୍ୟାନ କୃଷି ଅଧିକାରୀଙ୍କ ଦାୟିତ୍ୱ ବଢି ଚାଲିଛି ହେଲେ ଦୀର୍ଘ ବର୍ଷ ଧରି ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ କେଡର ପୁନଃ ବିନ୍ୟାସ ହୋଇ ପାରୁନାହିଁ ଯଦି ୩୦…