ଆସନ୍ତା ୧୮ ତାରିଖ ଦିନ ବିଶାଳ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 14 11 2023 ତାରିଖ ଦିନ ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ବ୍ଲକ ଅନ୍ତର୍ଗତ ଜଲତାର ପଞ୍ଚାୟତ ର ଲୁଗୁଂରୁତାଲ ଗାଁ ରେ ଶତାଧିକ ଲୋକ ଯୋଗ ଦେଇଥିଲେ।
ଉକ୍ତ ସଭାରେ ସି ପି ଆଇ (ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଓ ଅନାସିମ ଶବର କେନ୍ଦ୍ର ଓ ରାଜ୍ୟ ସରକାର କଂ ଜନ ବିରୋଧି ନିତି କୁ ସମାଲୋଚନା କରିବା ସହ ଫାସିଷ୍ଟ ମୋଦୀ ସରକାର କୁ ପରାସ୍ତ କରି ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷାକରିବା, ଜମି, ଜଳ, ଜଙ୍ଗଲ ଖଣିଜ ସମ୍ପଦକୁ କର୍ପୋରେଟ ହାତରେ ଟେକି ଦେବା , କେଦ୍ରର ମୋଦୀ ସରକାର ସମସ୍ତ ସମ୍ବିଧାନିକ ବିଧି ବ୍ଯବସ୍ଥାର ଉଲଘଂନ ସହ ଇଡି ସିବିଆଇ କୁ ଦଳୀୟ ସ୍ୱାର୍ଥ ରେ ବ୍ୟବହାର କରି ବିରୋଧୀ ମାନକଂ ର କଷ୍ଟରୋଧ କରିବା, ସରକାର ଧର୍ମ ନିରପେକ୍ଷ ରାସ୍ତା ଛାଡି ଧର୍ମାନ୍ଦ ହିନ୍ଦୁ ରାଷ୍ଟ୍ର ଗଠନ କରିବା ଘଟଣା ବିରୁଦ୍ଧ ରେ 18 11 2023 ତାରିଖ ଦିନ ଗୂଣପୁର ଠାରେ ବିଶାଳ ସମାବେଶ ସଫଳ କରିବା ଆହ୍ବାନ ଦେଇଛନ୍ତି।

Leave A Reply

Your email address will not be published.