ଯୁବ ସମାଜ ର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ :- ଗୌତମ ସିଂ

ବରଗଡ଼ :- ଆଉ ମାତ୍ର କିଛି ମାସ ରହିଲା ସାଧାରଣ ନିର୍ବାଚନ କୁ । 2024 ସାଧାରଣ ନିର୍ବାଚନ ପାଇଁ ଇତି ମଧ୍ୟରେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ , ରାଜ୍ୟ ସାରା ସମସ୍ତ ବିଧାନସଭା ଅଂଚଳରେ ବିଜୁ ଜନତା ଦଳର ପ୍ରସ୍ତୁତି ସବୁଠାରୁ ଆଗରେ ଅଛି । ମୁଖ୍ୟମନ୍ତ୍ରୀ ଙ୍କର…

ଖୋଲିଲା ଆହୁରି ଦୁଇ ମଣ୍ଡି

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ ପେକ୍ସ ଅଧୀନରେ ଥିବା ମାଣ୍ଡିଆଢିପା ଓ ଝିଟିକି ଧନ ମଣ୍ଡି କୁ ଆଜି ଚାଷୀ ଭାଇ ମାନଙ୍କ ଧାନ ଖରିଦ୍ ପାଇଁ ବିଧିବଦ୍ଧ ଭାବରେ ଖୋଲି ଦିଅ ଯାଇଛି । ପାଇକମାଲ ପେକ୍ସ ର ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କର ଦ୍ୱାରା , ସମ୍ପାଦକ ରମେଶ…

ଭୁବନେଶ୍ୱରରେ ଆୟୋଜିତ ହେଉଛି ୭୭ତମ ଆଇଆଇଏମ୍‍-ଏଟିଏମ୍‍ ମିଟ୍‍

ଧାତବ ଶିଳ୍ପର ଦୀର୍ଘସ୍ଥାୟୀ ରୂପାନ୍ତରଣ ମୁଖ୍ୟ ପ୍ରସଙ୍ଗ ଭୁବନେଶ୍ୱର : ଇଣ୍ଡିଆନ୍‍ ଇନଷ୍ଟିଟ୍ୟୁଟ ଅଫ୍‍ ମେଟାଲ୍ସର ୭୭ତମ ବାର୍ଷିକ ବୈଷୟିକ ବୈଠକ ଏବଂ ନ୍ୟାସନାଲ ମେଟାଲର୍ଜିଷ୍ଟ ଆୱାର୍ଡସ୍‍ (ଆଇଆଇଏମ୍‍-ଏଟିଏମ୍‍ ୨୦୨୩ ଆଣ୍ଡ୍‍ ଏନଏମ୍‍ଏ) ଚଳିତ ନଭେମ୍ବର ୨୨ ତାରିଖରେ ଭୁବନେଶ୍ୱରସ୍ଥିତ…

ନଭେମ୍ବର ୨୪ ରୁ ୨୬ ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ

ଭୁବନେଶ୍ୱର, ନଭେମ୍ବର ୨୨: ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ଉଜ୍ଜଳ ତାରକାମାନେ ଏଠାରେ ନଭେମ୍ବର ୨୪ ରୁ ଆରମ୍ଭ ହେଉଥିବା ୩ ଦିନିଆ ସୋଆ ସାହିତ୍ୟ ଉତ୍ସବରେ ଯୋଗ ଦେବେ । ଏହି ଉତ୍ସବରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା,…

ସୁଜାତାଙ୍କୁ ଓଡ଼ିଆଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର : ମିଶନ ଶକ୍ତି ବିଭାଗ ସଚିବ ଥିବା ଆଇଏଏସ ଅଫିସର ସୁଜାତା ରାଉତ କାର୍ତିକେୟନଙ୍କୁ ରାଜ୍ୟ ସରକାର ଦେଇଛନ୍ତି ଅତିରିକ୍ତ ଦାୟିତ୍ୱ | ତାଙ୍କୁ ମୂଳ ଦାୟିତ୍ୱ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି |

ପ୍ରଥମ ଥର ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀର ଆୟୋଜନ, ସମୃଦ୍ଧ ହେବ ଜନଜାତିଙ୍କ ଲେଖନୀ

ଭୁବନେଶ୍ବର, 22 ନଭେମ୍ବର 2023: ଜନଜାତିଙ୍କ ଅନନ୍ୟ ଐତିହ୍ୟ, ଭାଷା, ସଂସ୍କୃତି, ଲେଖନୀ, କାବ୍ୟ କବିତା ଆଦିର ସଂରକ୍ଷଣ ଉଦ୍ଦେଶ୍ୟରେ ରାଜ୍ୟ ସରକାର ସର୍ବଦା ତତ୍ପରତା ଦେଖାଇ ଆସିଛନ୍ତି । ନିକଟରେ ଆୟୋଜିତ ହୋଇଥିବା ଜନଜାତି ଲେଖକ ସମ୍ମିଳନୀରେ ବିଭିନ୍ନ ଲେଖକଙ୍କଠାରୁ ଜନଜାତି ପାଣ୍ଡୁଲିପି…

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ଅବସରରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର:ମହାନ ବିପ୍ଳବୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଏବଂ କଳିଙ୍ଗ ହସ୍ପିଟାଲ୍ ଛକଠାରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛିା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ…

ଆଇଆରଇଡିଏ ଲିମିଟେଡର ଆଇପିଓ ଆରମ୍ଭ

ଭୁବନେଶ୍ୱର:- ଭାରତ ସରକାରଙ୍କ ଅଧିନସ୍ତ ଇଣ୍ଡିଆନ ରିନୱେଲ ଏନର୍ଜି ଡେଭଲପ୍ମେନ୍ଟ ଏଜେନ୍ସି ଲିମିଟେଡ୍ ନିଜର ଆଇପିଓର ଆରମ୍ଭ କରିଛି । ଏହା ଚଳିତ ମାସ ୨୩ ରେ ସମାପ୍ତ ହେବ । ନିବେଶକମାନେ ୪୬୦ ଇକ୍ୱିଟି ସେୟାର ଏବଂ ୪୬୦ ମଲ୍ଟିପୁଲ୍ ଇକ୍ୱିଟି ସେୟାର କିଣିପାରିବେ । ଆଇଆରଇଡିଏ ହେଉଛି ଏକ…

ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

https://youtu.be/tDXk8yyYe8I ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ବର୍ଗତ ପ୍ରମୋଦ କୁମାର ପାଟ୍ଟଯୋଷୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ…

ଶ୍ରୀରଘୁନାଥ ଜିଉଙ୍କ ପୀଠରେ ପବିତ୍ର ଅଁଳାନବମୀ ଓ ରାଧାଙ୍କ ପାଦ ଦର୍ଶନ ନୀତି ଅନୁଷ୍ଠିତ

ଓଡ଼ଗାଁ,୨୧।୧୧(ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ପବିତ୍ର କାର୍ତିକମାସ ଶୁକ୍ଳ ନବମୀ ତିଥିରେ ଓଡଗାଁ ବିଜେ ଶ୍ରୀରଘୁନାଥଜୀଉଙ୍କ ପୀଠରେ ପରମ୍ପରା ଅନୁଯାଇ ଅଁଳାନବମୀ ନୀତି ପାଳିତ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥୁରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ଶ୍ରୀ ବିଷ୍ଣୁ…