ନବରଙ୍ଗପୁର/ ଅଶୋକ ସାହୁ(ଶାସକ ପ୍ରଶାସକ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗତ ପୂଜାରୀଗୁଡା ଗ୍ରାମପଞ୍ଚୟତ ର ପୋଖନା ଗୁଡ଼ା ଗ୍ରାମରେ ପ୍ରତିଷ୍ଠିତ ହୋଇ ଥିବା ବିମଳା ମାଁ ମେରୀଙ୍କର ଗୁମ୍ଫା ଠାରେ ମାଁ ଙ୍କ ପର୍ବ ବହୁ ଆଡମ୍ବର ସହକାରେ ଆରମ୍ଭ ହୋଇ ଯାଇଛି , ଏହା ଦୀର୍ଘ ନଅ ଦିନ ପର୍ଯ୍ୟନ୍ତ ଭକ୍ତି ପୂର୍ଣ ସହ ମାଁମେରୀଙ୍କ ମଧ୍ୟସ୍ଥତା ମାଧ୍ୟମରେ ଈଶ୍ୱରଙ୍କ ଠାରେ ,ନିବେଦନ ପ୍ରାଥନା ଚାଲିଥିଲା , ତେନ୍ତୁଳିଖୁଣ୍ଟି ଧର୍ମଞ୍ଚଳର ମୁଖ୍ୟ ଧର୍ମ ଯାଜକ ଫାଦେର ଜେମ୍ସ ବୋଟମ ଙ୍କ ଅଧ୍ୟକ୍ଷତାରେ ,ଗଞ୍ଜାମ ଜିଲ୍ଲାର ସୋରଡା ଫାଦେରେ ଗଜେନ୍ଦ୍ର ମୋଲିକ, ଗଜପତି ଜିଲ୍ଲାରୁ ବିରି କଟ ଫାଦେର ପିଟର ଛୀଂଛାଣି .ମୋହନା ଫଦେର ମାଳଖେଶ ବିରୋ,କୋରାପୁଟର ଫାଦେର ଜର୍ଜ ଟିଗା,ଜୟପୁରୁ ଫାଦେର ପ୍ରମୋଦ ନାୟକ ,ବହୁ ସେବାଭଗ୍ନୀ ସହିତ ମାଁମେରୀ ଙ୍କର ସହ ସହ ଭକ୍ତ, ଭକ୍ତାଗଣ ବିଭିନ୍ନ ଜିଲ୍ଲାରୁ ଜଗଦେଇ ନିଜ ନିଜର ମନସ୍କାମନା ଗୁଡ଼ିକ ମାଁ ମେରୀଙ୍କ ମଧ୍ୟସ୍ଥତାରେ ଇଶ୍ୱରଙ୍କ ଠାରେ ଅପର୍ଣ୍ଣ କରି ଥିଲେ । ଓ ଯାଜକ ଗଣ ଦେଶ ,ରାଜ୍ୟ ଜିଲ୍ଲାର ସମସ୍ତ ନେତା ଓ ଅଞ୍ଚଳ ବାସୀ ଙ୍କ ପାଇଁ ପ୍ରାର୍ଥନା କରି ଥିଲେ ଓ ମାଁଙ୍କର ସଭା କରି ଯାତ୍ରାର ମୋହଉତ୍ସଵକୁ ସମାପନ କରିଥିଲେ । ।
Sign in
Sign in
Recover your password.
A password will be e-mailed to you.