ପ୍ରାର୍ଥନା ଭଗବାନଙ୍କ ପାଖେ, ସମସ୍ତେ ଖୁସିରେ ରୁହନ୍ତୁ

0

ଆଲ୍ଲାହା ମାଲିକ

୨୦୨୩ ମୋତେ କିଛି ଶିଖେଇ ଦେଇଗଲା.. କିଛି ନିଜର ଅଜଣା ହୋଇଗଲେ ଆଉ କିଛି ସମୟ ସହିତ ବଦଳି ଗଲେ । ଆଉ କିଛି ସ୍ଵାର୍ଥ ନେଇ ସମ୍ପର୍କ ରଖିବି ଦୂରେଇ ଗଲେ
ଆଉ ମୋର ପ୍ରତ୍ୟେକ ଭୁଲ କୁ ସୁଧାରିବାକୁ ସୁଯୋଗବି ମିଳିଲା

ଆରମ୍ଭ ହେବାକୁ ଯାଉଛି ୨୦୨୪ ବର୍ଷ ମୋର ପ୍ରତ୍ୟେକ ଭୁଲ ସୁଧାରି ଆରମ୍ଭ କରିବି ନୂଆ ଜୀବନ ❤️

ବରଗଛ ଛିଡା ହେଇଛି ଛିଡା ହେଇଥିବ ଅନେକ ବାତ୍ୟା, ଝଡ଼,ଚଢେଇ ଆସିବେ ଯିବେ ଗଛ ଅଛି ରହିବ କାହାକୁ ଫଳକି ଫୁଲ…ବାସ୍ନା ଦେଇ ଆକର୍ଷଣତ କରିପାରିବନି କିନ୍ତୁ ନିଜର ଛାଇ ଦେଇ ପଥିକ କୁ ଶୀତଳତା ତ ପ୍ରଦାନ କରିବ
କାହା ମନରେ କେବେ ଜାଣିକରି କଷ୍ଟ ଦେଇନି କି ଆଘାତ ଦେଇନି ଯଦି କାହାକୁ ମୋ ଅଜାଣତରେ କିଛି କଷ୍ଟ ଦେଇଥିବିତ କ୍ଷମା କରିଦେବ…କାହାକୁ କଷ୍ଟ ଦେଇ ନିଜର ଖୁସି ପାଇଁ ଭଗବାନଙ୍କୁ ପ୍ରାର୍ଥନା କେବେ କରି ନାହିଁ ବାସ ସବୁବେଳେ ପ୍ରାର୍ଥନା ମୋର ଭଗବାନ ଙ୍କ ପାଖେ ସମସ୍ତେ ଖୁସିରେ ରୁହନ୍ତୁ

ବାସ ଯେଉଁ ମାନେ ଏବେବି ମୋତେ ଭଲପାଇବା ଦେଉଛନ୍ତି ତାଙ୍କ ପାଇଁ ଏବଂ ମତେ ଘୃଣା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସବୁବେଳେ ଚେଷ୍ଟା କରିବି ତାଙ୍କ ଅସୁବିଧା ବେଳେ କାମରେ ଆସିବାକୁ ।

??? ଆପଣଙ୍କ ସେକ କୌସର

 

 

ADVT

Leave A Reply

Your email address will not be published.