ସୁବର୍ଣ୍ଣପୁର ୯ /୧ (ଆର୍ତ୍ତତ୍ରାଣ ମହାପାତ୍ର) : ସୋନପୁର ସଦର ମହକୁମା ପୌର ପରିଷଦ ଠାରେ ଆଜି ଅର୍ପଣ ରଥର ଶୁଭାରମ୍ଭ ହୋଇଛି। ଡି ଆର ଡି ଏ ପି ଡି ଡୁଡ଼ା ଶ୍ରୀ ବିଶ୍ଵନାଥ ବାରିକ ଏହି ରଥ କୁ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପୌର ଅଧ୍ୟକ୍ଷl ତlମସି ତାମସ୍ମିତl ନାଏକ, ପୌର ଅଧିକାରୀ ମାନୋରଞ୍ଜନ ପଣ୍ଡା ଯୋଗ ଦେଇ ସହର ରେ ବିଭିନ୍ନ ୱାର୍ଡ ମାନଂକ ରେ ରଥ ପରିକ୍ରମା କରାଇ ଲୋକ ଙ୍କୁ ଏହାର ଉଦ୍ଦେଶ୍ୟ ଉପରେ ସୁଚନା ଦେଇ ଥିଲେ l ୱାର୍ଡ ନମ୍ୱର୍ ୩, ୪, ୬, ୧୩ ରେ ଆଜି ଏହି ଅର୍ପଣ ରଥ କୁ ଲୋକେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନl କରି ଶ୍ରୀ ଜଗନ୍ନାଥ ଙ୍କୁ ଅରୁଆ ଚାଉଳ ଫୁଲ ଅର୍ପଣ କରିଥିଲେ l ପୌର ଅଧିକାରୀ ମନୋ ରଞ୍ଜନ ପଣ୍ଡା ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସହର ର ସମସ୍ତ ୱାର୍ଡ ର କାଉନସିଲର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ l ଏହି ଅବସରରେ ହଜାର ଲୋକ ଙ୍କ ଉପସ୍ଥିତିରେ ନାମ ସଂକୀର୍ତ୍ତନ ମଣ୍ଡଳୀର ହରିବୋଲ ଓ ମହିଳାମାନଙ୍କ ହୁଳହୁଳି ମଧ୍ୟରେ ଅର୍ପଣ ରଥକୁ ସହର ପରିକ୍ରମାର ଶୁଭାରମ୍ଭ କରାଯାଇଥିଲା l ଓ ଗୁଆ ପ୍ରଦା ଯାଇ ପ୍ରତ ପୂଜାବିଧି ପୂର ରଞ୍ଜନ ସ୍ୱାଇଁ , ସମସ୍ତ ଜନସାଧାରଣ ଶ୍ରୀକ୍ଷେତ୍ର ର ଏହି ପବିତ୍ର ଯଂଜ୍ଞ ଅନୁଷ୍ଠାନ ରେ ଆଧ୍ୟାତ୍ମିକ ଓ ମାନସିକ ସ୍ତରରେ ଯୋଡି ହୋଇ ଜଗନ୍ନାଥ ସଂସ୍କୃତି କୁ ଉଦ୍ଜୀବିତ କରିବାକୁ ପ୍ରତି ପରିବାରରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇ ଅଛି l
Sign in
Sign in
Recover your password.
A password will be e-mailed to you.