ଭଞ୍ଜନଗରରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ଭଞ୍ଜନଗର/ ଉଦୟନାଥ ପଣ୍ଡା: ରାଜ୍ୟ ସରକାରଙ୍କ ଓଡିଶା ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଓଷଡIମା ସହାୟତାରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ଦିବସ ଭଞ୍ଜନଗର ପଞ୍ଚାୟତ ସମିତି ଦ୍ଵାର ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ଶଶୀଭୂଷଣ ମହାପାତ୍ର ପୌରହିତ୍ୟରେ ସ୍ଥାନୀୟ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଅଛି I…

ଥାନା ଅଧିକାରିଣୀ ଙ୍କୁ ଥାନା ଭିତରେ ମରଣାନ୍ତକ ଆକ୍ରମଣ

ମୟୁରଭଞ୍ଜ ଜିଲ୍ଲାରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା | ଶିବ ମନ୍ଦିର ରେ ଚୋରି ହୋଇଥିବା ଘଟଣା ର ପଚରା ଉଚୋରା ପାଇଁ ବିଶୋଇ ଗାଁ ର ସୁସେନ ଦେଓ କୁ ଥାନା କୁ ଡାକିଥିଲା ପୋଲିସ | ସେ ଥାନା କୁ ପ୍ରାୟ ସନ୍ଧ୍ୟା 7 ଘଟିକା…

ସଞ୍ଜୟ ଗାନ୍ଧୀ ବସ୍ତି ଠାରେ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାର୍ତ୍ତିକ ମାସର ପ୍ରଥମ ଦିବସ ରବିବାର ଅପରାହ୍ନରେ ବାଲ୍ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପାରଳାଖେମୁଣ୍ଡି ସ୍ଥିତ ସଞ୍ଜୟ ଗାନ୍ଧୀ ବସ୍ତିର ଶିଶୁମାନଙ୍କୁ ଏକତ୍ରିତ କରି ନିକଟସ୍ଥ ଗାୟତ୍ରୀ ପ୍ରଜ୍ଞା ପୀଠ ଠାରେ ପ୍ରାଥମିକ…

ପୁରୀରେ ହବିଶ୍ୟାଳି ମାନଙ୍କ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୩ ହଜାରରୁ ଅଧିକ ହବିଶ୍ୟାଳି ମାନଙ୍କ ରହିବାର ବ୍ୟବସ୍ଥା ଭୁବନେଶ୍ଵର: ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେଶିଂ ଜରିଆରେ ପୁରୀରେ ହବିଶ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ସାରା ରାଜ୍ୟରୁ ଏହି…

ଓଡ଼ିଶାର ଗୋଲ୍ଡେନ୍ ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ୨୩ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ପ୍ରଣତି ନାୟକ ୪ ସ୍ୱର୍ଣ୍ଣ ଓ ୧ ରୌପ୍ୟ ସହ ମୋଟ ୫ ପଦକ ହାସଲ କରିଛନ୍ତି ଭୁବନେଶ୍ଵର, ୨୯ ଅକ୍ଟୋବର ୨୦୨୩- ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ…

ଭୁବନେଶ୍ଵର ଏକ ନମ୍ବର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୪ ଜାନୁୟାରୀ ୧୩ରେ

ଭୁବନେଶ୍ବର: ଆଜି ଏକ ନମ୍ବର ଉଚ୍ଚ ବାଳକ ବିଦ୍ୟାଳୟ, ଭୁବନେଶ୍ୱର ଠାରେ ପୁରାତନ ଛାତ୍ର ସଂଘର ସଭାପତି ଡଃ ମଧୁ ମାଧବ ଜେନା ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ସଭାରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୦୨୪ ଜାନୁଆରୀ ମାସ ୧୩ ତାରିଖ (ଶନିବାର) ରେ ସ୍କୁଲର ସମସ୍ତ ପ୍ରାକ୍ତନ…

ପ୍ରଧାନମନ୍ତ୍ରୀଙ୍କ ସଚେତନ ଏବଂ ପ୍ରେରଣାଦାୟୀ ବାର୍ତ୍ତା ଲୋକଙ୍କୁ ପ୍ରଭାବିତ କରୁଛି- ଧର୍ମେନ୍ଦ୍ର ପ୍ରଧାନ

• ପାର୍ବଣ ଋତୁରେ ଆମେ ସମସ୍ତେ ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ ଫର୍ ଲୋକାଲକୁ ପ୍ରୋତ୍ସାହନ ଦେବା • ସାଧାରଣ ନାଗରିକଙ୍କ ଅସାଧାରଣ କାହାଣୀ ଉପରେ ଚର୍ଚ୍ଚା ଦେଶବାସୀଙ୍କୁ ଅନୁପ୍ରାଣିତ କରିଛି • mybharat.gov.in ରେ ପଞ୍ଜିକରଣ କରିବା ପାଇଁ ଯୁବବର୍ଗଙ୍କୁ ପରାମର୍ଶ ଦେଲେ…

ପ୍ରଧାନମନ୍ତ୍ରୀ ଜନଜାତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଆସିଛନ୍ତି: ବୈଜୟନ୍ତ ପଣ୍ଡା

ଭୁବନେଶ୍ବର “ମନ୍‌ କି ବାତ୍‌" କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା ଭୁବନେଶ୍ବର, ୨୯।୧୦- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ବର ଠାରେ ନିଜ ୱାର୍ଡ ବନର୍ଦୁଗା ମଣ୍ଡଳ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୬ ତମ “ମନ୍…

ଜିଲ୍ଲା ସ୍ତରୀୟ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମା ଠାରେ ଆଜି ( ରବିବାର ଦିନ) ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳ ୮ ଘଣ୍ଟା ସମୟରେ ଏକ ସଚେତନତା…

ଭୋଟର ସଚେତନତା ପାଇଁ ୱାକଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ୨୦୨୪ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି (ଶନିବାର ଦିନ) ୱାକଥନ୍ ଓ ପଥ ଉତ୍ସବ ଜିଲା ପ୍ରଶାସନ ତରପରୁ ଅନୁଷ୍ଠିତ ହୋଯାଇଅଛି । ଏହି ୱାକଥନ୍ ଓ ପଥ…