Sign in
Sign in
Recover your password.
A password will be e-mailed to you.
ଗଜଲକ୍ଷ୍ମୀ ପୂଜା ନିମନ୍ତେ କଳସ ଯାତ୍ରା।:ଆଜ୍ଞାମାଳ ମୁର୍ତୀ ପ୍ରାଣ ପ୍ରତିଷ୍ଟା କାର୍ଯ୍ୟକ୍ରମ ଅନୁଷ୍ଟିତ।
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଜାଗୃତି କଲଚୁରାଲ ଏସୋସିଏସନ,ମରାଠିଗୁଡା ପକ୍ଷରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜା ନିମନ୍ତେ ବଂଶଧାରା ନଦୀ କୂଳରେ ପୂଜା ଅର୍ଚ୍ଚନା ପରେ କଳସ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ଏହାପରେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ରହିଥିବା ମହାଲକ୍ଷ୍ମୀ ଦେବୀ…
ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ
ଭୁବନେଶ୍ୱର, ତା ୨୯.୧୦.୨୦୨୩- ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି I ସକାଳ ୭.୩୦ ମିନିଟ ସମୟରେ ଆରମ୍ଭ ହୋଇଥିବା ଏହି ମିନି ମାରାଥନକୁ ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି,…
ମୟୂରଭଞ୍ଜ ଅବକାରୀ ବିଭାଗ କୁ ବଡ଼ ସଫଳତା
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ-ମୟୂରଭଞ୍ଜ ଜିଲ୍ଲା ଦେଇ ଏକ ଗଞ୍ଜେଇ ବୋଝେଇ ପିକପ୍ କୁ ଜବତ କରିବା ସହ ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ସୁବର୍ଣ୍ଣପୁରରୁ କଲିକତା ଚାଲାଣ ବେଳେ ୪୯ନଂ ଜାତୀୟ ରାଜପଥର ଝାରପୋଖରିଆ ଟୋଲଗେଟରେ ମାଡିବସିଥିଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ। ଏକ…
‘ସୁଦୃଢ଼ ଗଣତନ୍ତ୍ର ପାଇଁ ଭୋଟଦାନ ଜରୁରୀ’
ଯୁବ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 'ପଥ ଉତ୍ସବ' ଓ 'ୱାକାଥନ' ଅନୁଷ୍ଠିତ
ରାଉରକେଲା, ୨୮ ଅକ୍ଟୋବର ୨୦୨୩(ବସନ୍ତ କୁମାର ଜେନା): ରାଉରକେଲା ସହରରେ ମତଦାନ ଓ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ଯରେ ଶନିବାର ଏକ ୱାକାଥନ ଓ ପଥ…
ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ସୁନ୍ଦରଗଡ଼ ଠାରେ ୱାକାଥନ୍ ଓ ପଥ ଉତ୍ସବ…
ସୁନ୍ଦରଗଡ଼, ୨୮/୧୦(ବସନ୍ତ କୁମାର ଜେନା): ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅଧୀନରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ଦ୍ଵାରା ଆଜି ସୁନ୍ଦରଗଡ଼ ଠାରେ ୱାକାଥନ୍ ଓ ପଥ ଉତ୍ସବ ଆୟୋଜିତ ହୋଇଅଛି। ଏହି ଅବସରରେ ସ୍ଥାନୀୟ ଆରଆରଆଇଟି କଲୋନୀ ଶିବ…
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ -୨୦୨୪ ଉପଲକ୍ଷେ ପଦଯାତ୍ରା ଓ ପଥତ୍ସବ ଅନୁଷ୍ଠିତ
ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪ ପରିପ୍ରେକ୍ଷୀରୁ ନୂତନ ଭୋଟରମାନଙ୍କୁ ସଚେତନ କରିବା ନିମନ୍ତେ ପଦଯାତ୍ରା ଓ ପଥତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…
ବଲାଙ୍ଗିର ଦିନ୍ ଉପଲକ୍ଷେ ମେହେନ୍ଦି, ଝୋଟି , ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍ଟ୍ ପ୍ରତିଯୋଗିତା
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) :ବଲାଙ୍ଗିର ଦିନ୍ କୁ ଅଧିକ ସରସ ସୁନ୍ଦର କରିବାର ସହ ବିଭିନ୍ନ ପ୍ରତିଯୋଗିତାମାନେ ଅନୁଷ୍ଠିତ ହେଉଅଛି । ଯଥା ମେହେନ୍ଦି, ଝୋଟି , ରଙ୍ଗୋଲି, ହୁଳାହୁଳି , ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍ଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମ୍ପୁର୍ଣ୍ଣା ସାମାଜିକ…
ନାଟ୍ୟ ଜଗତର ମଉଡ଼ମଣୀ ଗଣକବି ବୈଷ୍ଣବ ପାଣିଙ୍କ ୧୪୧ତମ ଜନ୍ମ ଜୟନ୍ତୀ ପାଳିତ
ମାନବ ସମାଜର ନିଚ୍ଛକ ସ୍ୱରକୁ ନାଟକ ମାଧ୍ୟମରେ ଶାଣିତ କରିବାରେ ବୈଷ୍ଣବ ପାଣିଙ୍କ ଅବିସ୍ମରଣୀୟ ଅବଦାନ l
(ମାହାଙ୍ଗା-ଶାସକ ପ୍ରଶାସକ): ଓଡ଼ିଆ କଳା, ସାହିତ୍ୟ, ନାଟ୍ୟକାର ଜଗତର ଏନ୍ତୁଡ଼ିଶାଳ ମାହାଙ୍ଗା ବ୍ଲକ କୋଠପଦା ଠାରେ ଗଣକବି ବୈଷ୍ଣବ ପାଣିଙ୍କ 141 ତମ ଜୟନ୍ତୀ ଉତ୍ସବ ପବିତ୍ର କୁମାର…
ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ -୨୦୨୪ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦଯାତ୍ରା ଓ ପଥତ୍ସବ…
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ଆଜି ସଦର ମହକୁମାରେ ପାଳିତ ହେଇଚି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ | ଏହି କାର୍ଯ୍ୟକ୍ରମରେ ପଦଯାତ୍ରା ସହିତ ପଥୋତ୍ସବ କରାଯାଇଛି | ପଦଯାତ୍ରା କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ ଏବଂ ମୁଖ୍ୟ ଉନୟନ ଅଧିକାରୀ ତଥା…
ଓଡ଼ଗାଁ ବ୍ଳକ ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା, ପଲ୍ଲୀରୁ ସହର ହୋଇଛି ଉତ୍ସବ ମୁଖର
ପୂଜା ମଣ୍ଡପ ବୁଲି ମାଙ୍କ ଆଶୀର୍ବାଦ ଭିକ୍ଷା କଲେ ବିଧାୟକ ଅରୁଣ
ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର) : ମା' ଦୁର୍ଗାଙ୍କ ମେଲାଣି ସହିତ ଓଡ଼ଗାଁ ବ୍ଳକ ଅଞ୍ଚଳ ଗଜଲକ୍ଷ୍ମୀ ପୂଜା ପାଇଁ ହୋଇଛି ଉଠିଛି ଉତ୍ସବ ମୁଖର । ଧନର ଅଧିଷ୍ଠାତ୍ରୀ ମା' ଲକ୍ଷ୍ମୀଙ୍କୁ ସ୍ବତନ୍ତ୍ର ପୂଜାବିଧି ସହକାରେ…