କାଶୀପୁର ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା /କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ସଦର ମହକୁମା ରେ ଜାଖ ଜଖମ ରେ ଆଜି ଆମ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ପର୍ଯ୍ୟୟ କ୍ରମେ ସାରା ରାଜ୍ୟରେ ଉକ୍ତ କାର୍ଯ୍ୟକ୍ରମ ଚାଲି ଆସୁଥିବାବେଳେ ଆଜି ରାୟଗଡା ଜିଲ୍ଲା ର ୧୧ ଟି ବ୍ଲକ ରେ…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ:-ତା.୩୦/୧୦- ଦୁର୍ନୀତି ନିବାରଣ ସପ୍ତାହ ୨୦୨୩ ପାଳନ ଅବସରରେ ଆଜି ତା ୩୦/୧୦/୨୦୨୩ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଥିଲା l ସ୍ଥାନୀୟ ଚିନ୍ତନ କକ୍ଷ ଠାରେ ରାୟଗଡ ଜିଲାପାଳ ସ୍ୱଧା ଦେଵ ସିଂ…

କନସିଂହା ରେ ଦେଶୀ ବିହନ ଓ ଖାଦ୍ୟମେଳା ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- କୃଷି ଓ ମାନବୀୟ ସ୍ୱାସ୍ଥ୍ୟ ତଥା ପରିବେଶ ଉପରେ ଜଳବାୟୁ ପରିବର୍ତନ ଏବଂ ରାସାୟନିକ କୃଷିର କ୍ଷତିଜନକ ପ୍ରଭାବର ମୁକାବିଲା ପାଇଁ ଦେଶୀ ବିହନରେ ଜୈବିକ କୃଷି ପଦ୍ଧତିକୁ ମାଧ୍ୟମ କରି ପୁଷ୍ଟିଯୁକ୍ତ ଫସଲର ପ୍ରଚାର ପ୍ରସାର, ଗୁଣାତ୍ମକ ଦେଶୀ ବିହନ ଉତ୍ପାଦନ…

ଆମ୍ବେଦକର ଯୁବକ ସଂଘ ତରଫରୁ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଫଟାମୁଣ୍ଡା ସ୍ଥିତ ଆମ୍ବଦକର ଯୁବକ ସଂଘ ତରଫରୁ ୧୧ତମ ନୂଆଁଖାଇ ଭେଟଘାଟ୍ ଉତ୍ସହ ଉଦ୍ଦୀପନା ସହିତ ଅନୁଷ୍ଠିତ ହୋଇଯାଇଛି | ଅଞ୍ଜନ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସମାଜିକ କର୍ମୀ ଭୋଜରାଜ ବାଗ ସମ୍ମାନୀତ ଅତିଥି, ନାଟ୍ୟକାର…

ଅଞ୍ଚଳ ମହାବିଦ୍ୟାଳୟ ର ଜାତୀୟ ସେବା ଶିବିର ଓ ଦୁର୍ନୀତି ନିବାରଣ ସପ୍ତାହର ଉଦଘାଟନୀ ସମାରୋହ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଜାତୀୟ ସେବା ଶିବିର ଓ ଦୁର୍ନୀତି ନିବାରଣ ସପ୍ତାହ ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବରେ ଏକ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ଶିକ୍ଷା ବିଭାଗ ମୁଖ୍ୟ ଡଃ…

ଅମ୍ବାପାଲି ରେ ସହରା ସମାଜ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ l

ବରଗଡ଼ :- ଜିଲ୍ଲା ଅମ୍ବାପାଲି ଗଜପତି କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ସହରା ସମାଜ ନୂଆଁଖାଇ ଭେଟଘାଟ - ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଆଜିର ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ବରଗଡ଼…

ଆମ ଓଡିଶା ନବୀନ ଓଡିଶା ଷଷ୍ଠ ଦିନରେ: ରାୟଗଡ ଓ ଝାରସୁଗୁଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାୟଗଡର ୩ଟି ନିର୍ବାଚନମଣ୍ଡଳୀ ପାଇଁ ୯୧ କୋଟି – ୨୬୧୩ ପ୍ରକଳ୍ପ ଝାରସୁଗୁଡାର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୩୯ କୋଟି – ୯୫୭ ପ୍ରକଳ୍ପ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଦୁଇଟି ଜିଲ୍ଲାର ୩୫ଟି ଗୁରୁତ୍ବପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୩୪.୪୩ କୋଟି ମଞ୍ଜୁର…

ସୋଆରେ ଏମ୍‌.ଏସ୍‌.ସ୍ୱାମୀନାଥନ ସ୍ମାରକୀ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର,୩୦/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍‌.ଏସ୍‌.ସ୍ୱାମୀନାଥନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଓଡ଼ିଶା…

ଭିନ୍ନକ୍ଷମ ଛାତ୍ର ବିଭୁଙ୍କୁ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରଦାନ

ପିପିଲି: ଦୁର୍ଘଟଣାରେ ଆହତ ହୋଇ ହରାଇଥିଲେ ଗୋଡ଼ । ପାଠ ପଢିବାକୁ ମନରେ ଅନେକ ଆଗ୍ରହ ଥିଲେହେଁ ତାଙ୍କ ଅକ୍ଷମତା ବାଧକ ସାଜିଥିଲା । ତାଙ୍କୁ ଯଥେଷ୍ଟ ସକ୍ଷମ କରିବା ପାଇଁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର । ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ପିପିଲି ବ୍ଲକ ଡେଲାଙ୍ଗ ପଞ୍ଚାୟତ…

ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ପାଇଁ ଶପଥ ପାଠ

ଭଞ୍ଜନଗରରେ/ଉଦୟନାଥ ପଣ୍ଡା: ଭଞ୍ଜନଗର ରେ ଆଜି ଅକ୍ଟୋବର ୩୦ ତାରିଖ ୨୦୨୩ ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଞ୍ଜନଗରରେ ଦୁର୍ନୀତି ନିବାରଣ ସଚେତନତା ର ଶପଥପାଠ ବ୍ଲକ ଓସଓ୍ବାନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହା ଆସନ୍ତା ୫ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ| ମୁଖ୍ୟମନ୍ତ୍ରୀ ଶ୍ରୀ…