Sign in
Sign in
Recover your password.
A password will be e-mailed to you.
ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧିଙ୍କ ୩୯ତମ ତିରୋଧାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି (ମଙ୍ଗଳବାର ଦିନ) ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧି ଙ୍କ ୩୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ…
ବିଶ୍ୱସ୍ତରୀୟ ହେବ କିଟ୍ ପଲିଟେକ୍ନିକ: ସିଙ୍ଗାପୁରକୁ ୪୦ଜଣିଆ ପ୍ରତିନିଧି ଦଳର ଏକ୍ସପୋଜର ଭିଜିଟ
ଭୁବନେଶ୍ୱର, ୩୧ ।୧୦: ଖୁବ୍ ଶୀଘ୍ର ବିଶ୍ୱ ପ୍ରସିଦ୍ଧ ସିଙ୍ଗାପୁରର ନନ୍ୟାଙ୍ଗ ପଲିଟେକ୍ନିକ ଢାଞ୍ଚାର ରୂପ ନେବ କିଟ ପଲିଟେକ୍ନିକ। ଏଥିପାଇଁ କିଟ୍ ପଲିଟେକ୍ନିକର ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନେଇ ୪୦ଜଣିଆ ପ୍ରତିନିଧି ଦଳ ଆଜି ସିଙ୍ଗାପୁରକୁ ସପ୍ତାହ ବ୍ୟାପୀ ‘ଏକ୍ସପୋଜର ଭିଜିଟ୍’ରେ…
ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ
ଭୁବନେଶ୍ୱର, ୩୧/୧୦: ସେପ୍ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତୁ୍ୟ ମଧ୍ୟରୁ ୩୫ ଟିର କାରଣ ସେପ୍ସିସ୍ । ଏହା ପୃଥିବୀରେ ମୃତ୍ୟୁ ର ତୃତୀୟ ମୁଖ୍ୟ କାରଣ ପାଲଟିଥିବା ବେଳେ ଆଇସିୟୁରେ ପ୍ରଥମ ମୃତୁ୍ୟର କାରଣ ପାଲଟିଛି ଏବଂ ଏହା କୌଣସି ମହାମାରୀ…
ସମ୍ ପ୍ରଫେସର ମୈତ୍ରେୟୀ ପଣ୍ଡା ଶିଶୁ ଚର୍ମରୋଗ ସଂଘର ଜାତୀୟ ସମ୍ପାଦିକା ମନୋନୀତ
ଭୁବନେଶ୍ୱର, ୩୧/୧୦: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଚର୍ମ ଓ ଯୌନ ରୋଗ ବିଭାଗର ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ଭାରତୀୟ ଶିଶୁ ଚର୍ମରୋଗ ସଂଘ (ଇଣ୍ଡିଆନ୍ ସୋସାଇଟି ଅଫ୍ ପେଡିଆଟି୍ରକ ଡର୍ମାଟୋଲୋଜି)ର ଜାତୀୟ ସଂପାଦିକା ଭାବେ ମନୋନୀତ ହୋଇଛନ୍ତି ।…
ରାଜ୍ୟ ସରକାରଙ୍କ ‘ଆଳୁ ଦୋଷ’ ପାଇଁ ପିଆଜର ଏଭଳି ଦରବୃଦ୍ଧି : ଦିଲୀପ ମଲ୍ଲିକ
ଭୁବନେଶ୍ୱର: ରାଜ୍ୟ ସରକାର ପିଆଜ ମିଶନ , ଆଳୁ ମିଶନ ଘୋଷଣା କରିଥିଲେ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ପୂର୍ବରୁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପିଆଜ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା କରାଯିବା ସହିତ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଥିଲେ…
ଗାୟତ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରିୟ ଏକତା ଦିବସ ପାଳନ କରାଯାଇଥିଲା । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତି କୁ ସାରା ଦେଶରେ ରାଷ୍ଟ୍ରିୟ ଏକତା ଦିବସ ରୁପେ ପାଳନ କରାଯାଏ । ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ…
ଆମ ଓଡିଶା ନବୀନ ଓଡିଶା ସପ୍ତମ ଦିନରେ ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
https://youtu.be/gK-kloZc7n0
ବାଲେଶ୍ୱରର 8ଟି ନିର୍ବାଚନମଣ୍ଡଳୀ ପାଇଁ 178 କୋଟି – 4465 ପ୍ରକଳ୍ପ
ବଲାଙ୍ଗୀରର 5ଟି ନିର୍ବାଚନ ମଣ୍ଡଳୀ ପାଇଁ 158.50 କୋଟି – 3911 ପ୍ରକଳ୍ପ
ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଦୁଇଟି ଜିଲ୍ଲାର ୯୧ଟି ଗୁରୁତ୍ବପୂର୍ଣ୍ଣ ବିକାଶମୂଳକ…
ସୂଚନା ଓ ଲୋକସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ
ଭୁବନେଶ୍ୱର:ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ଶପଥ ପାଠ କରାଯାଇଛିା ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲୋ ସର୍ଦ୍ଦାର…
ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ
ଦେଶର ଅଖଣ୍ଡତା ଏବଂ ସୁରକ୍ଷା ବଜାୟ ରଖିବା ନିମନ୍ତେ ସଂକଳ୍ପ
ଭୁବନେଶ୍ୱର:ଭାରତର ସ୍ୱାଧୀନତା ସଂଗ୍ରାମୀ ଓ ମହାନ ରାଜନେତା ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ…
ପଦ୍ମପୁର ସାର୍ବଜନୀନ ଦୂର୍ଗା ପୂଜା ଉପହାର ଯୋଜନା ର ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜା ଅବସରରେ ଉପହାର ଯୋଜନା ର ଆୟୋଜନ ହୋଇଥିଲା l ଉକ୍ତ ଯୋଜନାର ଭାଗ୍ୟଶାଳୀ ବିଜେତା ମାନଙ୍କୁ ସ୍ଥାନୀୟ ରାଜବାଟି ପ୍ରାଙ୍ଗଣରେ ପ୍ରଥମ ପୁରସ୍କାର ବଜାଜ ପଲ୍ସର ବିଜେତା ଅଭିଳାଷ ପ୍ରଧାନ, ଦ୍ଵିତୀୟ ପୁରସ୍କାର…