ବରଗଡ ଜିଲ୍ଲା ବିଜେଡିର ବରିଷ୍ଠ ସଂଗଠକ ଡା. ସୁଶିଲ କୁମାର ଶର୍ମା ବିଜେପିରେ ଯୋଗ ଦେଲେ

  ମନମୋହନଙ୍କ ଉପସ୍ଥିତିରେ ବିଜେଡି ଦଳର ଶତାଧିକ କାର୍ଯ୍ୟକର୍ତା ବିଜେପିରେ ହେଲେ ସାମିଲ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କଲେ ରାଜ୍ୟ ସଭାପତି ଭୁବନେଶ୍ୱର,ତା.୩୦/୧୧: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକ ବାଲିଯାତ୍ରାରେ ଲୋକକଳା ମଞ୍ଚ

ମନମୋହୁଛି ବିଭିନ୍ନ ଜିଲ୍ଲାର ଲୁପ୍ତପ୍ରାୟ ଲୋକକଳା ଭୁବନେଶ୍ୱର:ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଟକର ଐତିହାସିକ ବାଲିଯାତ୍ରାରେ ସ୍ୱତନ୍ତ୍ର ଲୋକକଳା ମଞ୍ଚ ପ୍ରତିଷ୍ଠା କରାଯାଇଛି । ବାଲିଯାତ୍ରା ହେଉଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାର ଏକ ଅପୂର୍ବ ମିଳନ ସ୍ଥଳୀ । ଏହି…

ଉତ୍କଳ ଆଲୁମିନା ଦ୍ୱାରା ସିକଲ ସେଲ୍‍ ସଚେତନତା କାର୍ଯ୍ୟକ୍ରମ କାଶୀପୁର ବ୍ଲକରେ ଶୁଭାରମ୍ଭ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ବ୍ଲକ ଓ ତୃଣମୂଳ ସ୍ତରରେ ସିକଲ ସେଲ୍‍ ସଚେତନତାର ବ୍ୟାପକ ପ୍ରସାର ନିମନ୍ତେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁଏଆଇଏଲ୍‍)ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ, ରାୟଗଡାର ସ୍ୱାସ୍ଥ୍ୟ ଓ ପରିବାର…

କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ଦ୍ୱାରା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ l

ରାୟଗଡା/ସରୋଜ ସାହୁ :ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ, ଆଜି ପୂର୍ବାହ୍ନରେ ରାୟଗଡା ଜିଲ୍ଲା ସଦର ବ୍ଲକ ହାଲୁଆ ଗ୍ରାମ ପଂଚାୟତ ଠାରେ ପହଂଚିବା ପରେ ଗ୍ରାମବାସୀ ତଥା ଜିଲ୍ଲା ପ୍ରଶାସନ ପକ୍ଷ ରୁ ସ୍ୱାଗତ କରାଯାଇଥିଲା l ଏହି ରଥରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଯଥା - ପ୍ରଧାନମନ୍ତ୍ରୀ ଆବାସ…

ସୁଙ୍ଗେର ମେଡ଼ିକାଲ କୁ ମୈତ୍ରୀ ପକ୍ଷରୁ ଆମ୍ବୁଲାନ୍ସ ପ୍ରଦାନ।

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପ୍ରାଥମିକ ଚିକିତ୍ସାଳୟ କୁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ ଲିଃ ପକ୍ଷରୁ ଅଞ୍ଚଳର ସ୍ଵାସ୍ଥ୍ୟ ସେବା ରେ ଉନ୍ନତି ପାଇଁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିବା ଆଜି ଦେଖିବାକୁ ମିଳିଛି । ଆଦିବାସୀ ବହୁଳ ତଥା…

ଯାଦବ ମହାସଭାର ଯାଦବ ସମ୍ମିଳନୀ ।

କାଶୀପୁରରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକଠାରେ କାଶୀପୁର ବ୍ଲକ ଯାଦବ ମହାସଭା ଆନୁକୁଲ୍ୟରେ ଯାଦବ ସମ୍ମିଳନୀ ଆୟୋଜନ ହୋଇଯାଇଛି। ଯାଦବ ସମ୍ପ୍ରଦାୟଙ୍କ ସର୍ବାଙ୍ଗୀନ ବିକାଶ ଲକ୍ଷ ନେଇ ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳରୁ ଯାଦବ ବ୍ଯକ୍ତି ବିଶେଷ ସମ୍ମିଳନୀରେ ଯୋଗ ଦେଇଥିଲେ।…

ଖୁସି ଖବର : ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟାରେ ଗବୋନରୁ ଫେରୁଛନ୍ତି ଆଉ ୫ ଶ୍ରମିକ

ଅନ୍ୟ ୧୧ ଜଣ ପର୍ଯ୍ୟାୟକ୍ରମେ ଭାରତ ଫେରିବେ ବୋଲି ଦୂତାବାସ ପକ୍ଷରୁ ସୂଚନା ଭୂବନେଶ୍ବର, ୩୦।୧୧- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଗବୋନ (ମଧ୍ୟ ଆଫ୍ରିକା)ରେ ଫସିଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ଚଳିତ ମାସ ୨୬ ତାରିଖରେ…

ନବରଙ୍ଗପୁରରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଚାଲିଲା ୪୪ଟି ବସ୍, ଜିଲ୍ଲାର ୧୦ଟି ବ୍ଲକର ସବୁ ପଞ୍ଚାୟତକୁ ଯୋଡିବ ଲକ୍ଷ୍ମୀ ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ- ଉପକୃତ ହେବେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ସାରା ରାଜ୍ୟରେ ଚାଲିବ ୧୦୦୦ରୁ ଅଧିକ ବସ୍ ନବରଙ୍ଗପୁର ଉପରେ ମୋର ସ୍ୱତନ୍ତ୍ର ଧ୍ୟାନ ଅଛି, ଅନେକ…

ରାସ ଉତ୍ସବ ଓ ବାଲିଯାତ୍ରା ରେ ଯୋଗଦେଲେ ମନ୍ତ୍ରୀ ରିତା ସାହୁ

ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲେଟ ଅଞ୍ଚଳ ରେ ଚାଲିଛି ରାସ ଉତ୍ସବ । ଆଉ ଏହି ଅବସରରେ ଆୟୋଜିତ ହୋଇଛି କଂସ ଦରବାର । ଏଥିରେ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ମନ୍ତ୍ରୀ ରିତା ସାହୁ । ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ…

ଗୁରୁତର ବରୁଣଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲା ଓଡିଶା- ମୋ ପରିବାର

ଭୁବନେଶ୍ଵର: ଯେପରି ରକ୍ତ ଅଭାବରୁ କୋଣସି ବ୍ୟକ୍ତିର ଜୀବନ ବିପଦରେ ନ ପଡ଼ିବ, ସେଥିପ୍ରତି ସର୍ବଦା ଧ୍ୟାନ ରଖିଆସୁଛି ଓଡ଼ିଶା-ମୋ ପରିବାର । ଦିନ ହେଉ ଅବା ରାତି, ଯେ କୌଣସି ସମୟରେ ରକ୍ତ ଯୋଗାଡ଼ ପାଇଁ ଓଡ଼ିଶା-ମୋ ପରିବାରକୁ କେହି ଯୋଗାଯୋଗ କଲେ, ତୁରନ୍ତ ରକ୍ତ ଯୋଗାଇ ଦିଆଯାଉଛି । ଏହି…