Sign in
Sign in
Recover your password.
A password will be e-mailed to you.
ଗଣକବି ନିଜ ସର୍ଜନା ମାଧ୍ୟମରେ ସମାଜର ମାର୍ଗଦର୍ଶକ ତଥା ଉଚ୍ଚତର ଚେତନାର ଉତ୍ପ୍ରେରକ ଥିଲେ – ରାଜ୍ୟପାଳ
ଗଣକବି ବୈଷ୍ଣବ ପାଣିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ
ବିଶିଷ୍ଟ ସଂଗୀତଜ୍ଞ ପ୍ରେମ ଆନନ୍ଦଙ୍କୁ ଗଣକବି ସମ୍ମାନ
ଭୁବନେଶ୍ୱର(ତା.୨୯/୧୧)- ସାହିତ୍ୟ ହେଉଛି ସମାଜର ପ୍ରତିବିମ୍ବ, ପ୍ରତିରୂପ ଓ ପ୍ରତିଛବି । ସମାଜର ପ୍ରତ୍ୟେକ ଦୃଶ୍ୟ ଓ ଘଟଣା ସାହିତ୍ୟରେ ପ୍ରତିଫଳିତ ହୋଇଥାଏ ବୋଲି ରାଜ୍ୟପାଳ…
ଅଞ୍ଚଳ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗର ଜାତୀୟ ଆଲୋଚନା ଚକ୍ର ପାଇଁ ପ୍ରସ୍ତୁତି ବୈଠକ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ବରେ ଜାତୀୟ ଆଲୋଚନା ଚକ୍ର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଅଛି। ମହାବିଦ୍ୟାଳୟ ର ଶିକ୍ଷା ବିଭାଗ ଦ୍ଵାରା ଆୟୋଜନ ହେବାକୁ ଯାଉଥିବା " National Education Policy-2020: Outcome…
ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀ ର ଦ୍ଵିତୀୟ ଦିନରେ ଡାକ୍ତରଖାନା ସଫେଇ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀ ର ଦ୍ଵିତୀୟ ଦିବସ ଅଧକ୍ଷ ଡ଼ଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଏହି ଦିବସରେ ଯୁକ୍ତ ଦୁଇ ଏବଂ ଯୁକ୍ତ…
ଟିସିଏସ୍ ଭୁବନେଶ୍ୱର କ୍ୟାମ୍ପସରେ ରକ୍ତଦାନ ଶିବିର
ଭୁବନେଶ୍ୱର, ନଭେମ୍ବର 29, 2023 - ଆଜି TCS ଭୁବନେଶ୍ବର, ଜୟ ଓଡ଼ିଶା ଓ କମିଶନରେଟ ପୋଲିସ ର ମିଳିତ ଆନୁକୁଲ୍ୟରେ, TCS ର ବାରବାଟି ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ସଫଳ ରକ୍ତଦାନ ଶିବିର
ସ୍ୱାସ୍ଥ୍ୟ ସେବାରେ ରକ୍ତର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ…
ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ : ବିତ୍ତୀୟ ଖର୍ଚ୍ଚ ଓ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱ
ଭୁବନେଶ୍ୱର:,ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ଠିକ ସମୟରେ ପ୍ରକଳ୍ପ ସମାପ୍ତି ରିପୋର୍ଟ ପ୍ରଦାନ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତିା ଆଜି…
ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୩୭୩୨ ନର୍ସିଂ ଅଫିସର
ଭୁବନେଶ୍ୱର: ଆଜି ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା ।
ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ…
ତିର୍ତ୍ତୋଲ ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ
ଜଗତସିଂହପୁର,ତା-୨୯.୧୧.୨୦୨୩/ସୁମନ୍ତ କୁମାର ଦାସ: ଗତକାଲି ତିର୍ତ୍ତୋଲ ବ୍ଳକର ମଣୀଚରଣ ଶାରଳା ଏକାଡ଼େମୀ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗର ମିଳିତ ଆନୁକୁଲ୍ୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୪୫୨ ଜଣ ବ୍ୟକ୍ତି…
ସାହିତ୍ଯ ଓ ସଂସ୍କୃତିର ଉପାସକ ଥିଲେ ସତ୍ଯନାରାୟଣ ବେହେରା
ବଲାଙ୍ଗୀର : ନିରାଡମ୍ବର ଜୀବନ ଥିଲା ସତ୍ଯନାରାୟଣ ବେହେରାଙ୍କର।ମାତ୍ର ବଲାଙ୍ଗୀର କ୍ଷେତ୍ରରେ ତାଙ୍କର ଜୀବନ ଥିଲା ସମର୍ପିତ। ମାଟି ପ୍ରତି ତାଙ୍କର ମୋହ ବେଶୀ ଥିଲା। ବହୁମୁଖୀ ପ୍ରତିଭା ଥିଲା ତାଙ୍କର। ଏପରି ନିଆରା ବ୍ଯକ୍ତିତ୍ବ ଙ୍କର ଜୀବନ ଆମ ପାଇଁ ସବୁ ବେଳେ ଅନୁକରଣୀୟ ବୋଲି ମତ ପ୍ରକାଶ…
୧୦ ଦଫା ଦାବି ପୂରଣ ନେଇ ବିଡିଓଙ୍କୁ ବିଜେପିର ସ୍ମାରକ ପତ୍ର ପ୍ରଦାନ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୧୧/୨୩ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଜେପି ତରଫରୁ ବିଭିନ୍ନ ସମସ୍ୟା ନେଇ ୧୦ ଦଫା ଦାବି ପୂରଣ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଡାବୁଗାଁ ବିଡିଓ ଶରତ ମାଝୀ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦାବୀ ଗୁଡ଼ିକ ମଧ୍ୟରେ ବ୍ଲକ ର ୧୨…
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପ୍ରଚେଷ୍ଟାରେ ବରିଷ୍ଠ ନାଗରିକଙ୍କୁ ମିଳିଲା ଆଧାର କାର୍ଡ
ନବରଙ୍ଗପୁର, ୨୯/୧୧.ଅଶୋକ ସାହୁ ଶାସକ ପ୍ରଶାସକ.ନବରଙ୍ଗପୁର ଜିଲ୍ଲାର ନିର୍ମଳ ଆକାଶ ବୃଦ୍ଧାଶ୍ରମର ୫ ଜଣ ବରିଷ୍ଠ ନାଗରିକଙ୍କୁ ଆଧାର କାର୍ଡ ନଥିବାରୁ ବାର୍ଦ୍ଧକ୍ୟଭତ୍ତା ଓ ଅନ୍ୟାନ୍ୟ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ନଜରରେ ଆସିଥିଲା ।…