ନବୀନ ନିବାସରେ ଚାଲିଛି ମେଳଣ : ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବାକୁ ଭିଡ଼

୫ ଟି-ଆମ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଶୁଭକାମନା ଜଣାଇବା ପାଇଁ ଓ ତାଙ୍କ ସହ ଦେଖା କରିବା ପାଇଁ ନବୀନ ନିବାସରେ ଲାଗିଛି ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ | ସତେ ଯେମିତି ଗତ କିଛି ଦିନ ଧରି ସେଠି ଲାଗିଛି ମେଳଣ | ଆଜି ବି ଜମିଥିଲା ଏମିତି କିଛି ଭିଡ ଶୁଭେଛୁ ଓ ଶ୍ରଦ୍ଧାଳୁଙ୍କର…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

https://youtu.be/_8mo4MFIrI0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ

ଭୁବନେଶ୍ୱର, ଡିସେମ୍ବର ୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଏମ୍‌.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍‌.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ…

“୨୦୨୪ ରେ ଓଡିଶାରେ ସରକାର ଗଠନ କରିବ ବିଜେପି”

 ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ “ୟୁ ଟର୍ଣ୍ଣ” ନେବ ଓଡିଶା ରାଜନୀତି: ମନମୋହନ ସାମଲ  ଗତ କାଲି ପ୍ରକାଶ ପାଇଥିବା ୪ ରାଜ୍ୟର ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିକୁ ଗୋଟିଏ ନୂତନ ମୋଡ ଦେଇଛି  ୨୦୨୪ରେ ଓଡିଶାରେ “ମୋଦି ଗ୍ୟାରେଂଟି”ର ସୁଫଳ ନିଶ୍ଚିତ ଭାବେ ପ୍ରତିଫଳିତ…

ମୋଦିଙ୍କ ସହ କଥା ହେଲେ ନବୀନ

ତିନି ରାଜ୍ୟରେ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଜି ସକାଳ ଟେଲିଫୋନ ଯୋଗେ କଥା ହେଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମଧ୍ୟପ୍ରଦେଶ ଛତିଶଗଡ ଓ ରାଜସ୍ଥାନ ପାଇଁ ଅନୁଷ୍ଠିତ ବିଧାନସଭା ନିର୍ବାଚନ ରେ ବିଜେପି ର ବିଜୟ ପାଇଁ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଭୁବନେଶ୍ବର: ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା…

୧୨ ତମ ଭୈରବୀ ନବୁଲ ଆୱାର୍ଡ଼ ସମ୍ମାନ : ସମ୍ମାନିତ ହେଲେ ଜିଲ୍ଲା ଟପ୍ପର ଓ ବ୍ଲକ୍ ର ପ୍ରଥମ ଦଶ ଜଣ।

ବାସୁଦେବପୁର - ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ହଲ୍ ପରିସର ରେ ଭୈରବୀ ନବୁଲ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ୧୨ ତମ ଭୈରବୀ ନବୁଲ ଆୱାର୍ଡ଼ ସମ୍ମାନ ଅନୁଷ୍ଟିତ ହୋଇ ଯାଇଛି। ଗତ ଦଶମ ଶ୍ରେଣୀ ପରୀକ୍ଷା ରେ ଭଦ୍ରକ ଜିଲ୍ଲା ର ପ୍ରଥମ ଙ୍କୁ ମାନ ପତ୍ର ସହ ପଚିଶ ହଜାର ଟଙ୍କା ଓ ବାସୁଦେବପୁର…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଓ ରକ୍ତ ନମୁନା ବର୍ଗିକରଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୋଗ ପ୍ରଶିକ୍ଷଣ ଓ ରକ୍ତ ନମୁନା ବର୍ଗିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା…

ସ୍ଥାନୀୟ R.C.D ହାଇସ୍କୁଲ ପଡିଆ, ନବରଙ୍ଗପୁରଠାରେ “ଆନ୍ତର୍ଜାତୀକ ଭିନ୍ନକ୍ଷମ ଦିବସ ‘ପାଳିତ

 ଅଶୋକ ସାହୁ, ଶାସକ ପ୍ରଶାସକ: ଉକ୍ତ ଉତ୍ସବ ରେ ଜିଲ୍ଲାପାଳ ନବରଙ୍ଗପୂର ପ୍ରଦୀପ ପ୍ରଜ୍ଜଲନ କରି ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଶିକ୍ଷକ,…

ଯୁବ ସାମ୍ବାଦିକଙ୍କ ମୃତ୍ୟୁରେ ବେଲଗୁଣ୍ଠା ଅଞ୍ଚଳରେ ଶୋକ ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ ସମୟ ପ୍ରତିନିଧି ତଥା ଯୁବ ସାମ୍ବାଦିକ ଏବଂ ବେଲଗୁଣ୍ଠା ପ୍ରେସ୍ କ୍ଳବର ଅନ୍ୟତମ ସଦସ୍ୟ ଜଗନ୍ନାଥ ନାୟକଙ୍କ ଅକାଳ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସମେତ ଅଞ୍ଚଳର ବିଭିନ୍ନ ମହଲରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଦୁଃଖଦ ଖବର ପାଇବା ପରେ ଏକ…