ସମ୍ଭାବ୍ୟ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଗଜପତି ଜିଲ୍ଲାରେ ୪ ତାରିଖ ସନ୍ଧ୍ୟା ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। ପୂର୍ବାନୁମାନ ଯେ ଗଜପତି ଜିଲ୍ଲାରେ ସତର୍କ ରହିବା ନିମନ୍ତେ ଆଜି ( ରବିବାର ଦିନ…

ବାତ୍ୟା ମିଚାଓଙ୍ଗ୍ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ

• ଯାତ୍ରୀମାନଙ୍କ ସୁବିଧା ପାଇଁ କୌଣସି ସୂଚନା କିମ୍ବା ସହାୟତା ଯୋଗାଇବାକୁ ପୂର୍ବତଟ ରେଳପଥ ଦ୍ୱାରା 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର | • ପାଟ୍ରୋଲିଂ ଏବଂ ଜାଗୁଆଳିମାନଙ୍କୁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ନିୟୋଜନ | • ରେଳ ମଣ୍ଡଳ ମୁଖ୍ୟାଳୟରେ ମଧ୍ୟ ଅତିରିକ୍ତ କଣ୍ଟ୍ରୋଲ୍…

ଉତ୍କଳ ଆଲୁମିନାରେ ବିଶ୍ୱ ଏଡ୍‍ସ୍‍ ଦିବସ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‍ର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ଟିକିରି ଅଞ୍ଚଳରେ ବିଶ୍ୱ ଏଡ୍‍ସ୍‍ ଦିବସ ଚଳିତ ଡିସେମ୍ବର ମାସ ୧ ତାରିଖରେ ପାଳିତ ହୋଇଯାଇଛି । ଏହି ମହାମାରୀ ବିରୁଦ୍ଧରେ…

ତିନି ରାଜ୍ୟରେ ବିଜେପିର ବାଜିମାତ, କଂଗ୍ରେସ ଠାରୁ ଛଡାଇ ଆଣିଲା ଛତିଶଗଡ଼ ଓ ରାଜସ୍ଥାନ

ବିଜେପି ବିପୁଳ “ବିଜୟ ଲାଭ” କରିଥିବାରୁ ଓଡିଶା ବିଜେପି କାର୍ଯ୍ୟାଳୟରେ ଉତ୍ସବମୁଖର ମୋଦି, ନଡ୍ଡା ଓ ଶାହାଙ୍କୁ ଧନ୍ୟବାଦ ଦେଲେ ରାଜ୍ୟ ସଭାପତି ମୋଦିଜୀ ହିଁ ଭାରତକୁ ବିକାଶ ପଥରେ ଆଗେଇ ନେବେ ବୋଲି ଦେଶବାସୀ ବୁଝି ସାରିଛନ୍ତି: ମନମୋହନ ଭୁବନେଶ୍ୱର,ତା.୦୩/୧୨: ତିନୋଟି ରାଜ୍ୟରେ ଝାଡୁ…

ଏଏମ୍ /ଏନଏସ୍ ଇଣ୍ଡିଆ ଓଡିଶା ଅପରେସନ୍ସ ର ଏଚଏସଇ ଇନୋଭେସନ୍ ପୁରସ୍କାର ହାସଲ |

ପାରାଦୀପ: ପୁଣେରେ ପ୍ରୋ ଏମଏଫଜି ମିଡ଼ିଆ ଦ୍ୱାରା ଆୟୋଜିତ କ୍ଯୁୟୁପିଆଇଡି କନଫରେନ୍ସ ଆଣ୍ଡ ଆୱାର୍ଡ 2023 ରେ ବୃହତ ପ୍ରକ୍ରିୟା ପ୍ଲାଣ୍ଟ ବର୍ଗ ଅଧୀନରେ ଏଏମ୍/ଏନଏସ୍ ଇଣ୍ଡିଆର ଓଡିଶା ଅପରେସନ୍ସ ସମ୍ମାନଜନକ ଏଚଏସଇ ଇନୋଭେସନ୍ ପୁରସ୍କାର ହାସଲ କରିଛି। ଏହା ଏକ ଉଲ୍ଲେଖନୀୟ ସଫଳତା | ସମଗ୍ର…

“ଭିନ୍ନକ୍ଷମମାନେ ଅସାଧାରଣ, ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ…

ଜିଲ୍ଳାସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ  ସୁବର୍ଣ୍ଣପୁର, ତା ୦୩.୧୨.୨୦୨୨,(ଆର୍ତ୍ତତ୍ରାନ ମହାପାତ୍ର): ଜିଲ୍ଲା ପ୍ରଶାସନ ଓ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ନୂତନ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ…

‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ରବିବାର ଦିନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ନୟାଗଡ଼ଠାରେ ନୟାଗଡ଼ ଏବଂ ଓଡ଼ଗାଁ ବ୍ଲକର…

ପରିବେଶ ସୁରକ୍ଷା ନେଇ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା : ପରିବେଶ ସୁରକ୍ଷା ନେଇ ସ୍ଥାନୀୟ ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ବିଭିନ୍ନ କିସମର ପ୍ରାୟ ୨୫ରୁ ଉର୍ଧ୍ଵ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାଇପ୍ରିୟା ୱେଲଫର ଟ୍ରଷ୍ଟ ବିଭିନ୍ନ ସମୟରେ ପରିବେଶର…

ଅଞ୍ଚଳ ମହାବିଦ୍ୟାଳୟ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଞ୍ଚମ ଦିନ ସିଂହନପୁର ଠାରେ ଯୌତୁକ, ଯୌନ ନିର୍ଯାତନା ଉପରେ ସଚେତନତା ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ସାମାଜିକ କାର୍ଯ୍ୟସୂଚୀ ଅନୁଯାୟୀ ପଞ୍ଚମ ଦିବସରେ କଲେଜର ଅଧ୍ୟକ୍ଷ ଲଳିତ ମୋହନ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ଦ୍ବାରା ଭିନ୍ନକ୍ଷମ ଦିବସ ପାଳିତ

ରାୟଗଡା/ସରୋଜ ସାହୁ : ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ଅଦ୍ୟ ତା-୦୩-୧୨-୨୦୨୩ ରିଖ ସମୟ ଘ.୮.୩୦ମି ରେ ସ୍ଥାନୀୟ ବିଜୁ ପଟ୍ଟନାଏକ ଅଡିଟୋରିୟମ ପରିସରରେ “ଭିନ୍ନକ୍ଷମ ଦିବସ” ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା…