ଭୁବନେଶ୍ୱର : କର୍ପୋରେଟ ଜଗତର ଜଣାଶୁଣା ଓଡ଼ିଆ ଚେହେରା ତଥା ଆଦିତ୍ୟ ବିର୍ଲା ଗ୍ରୁପ ମାନବ ସମ୍ବଳ ମୁଖ୍ୟ ପଦରୁ ସ୍ବେଛାକୃତ ଅବସର ନେଇଥିବା ସଂତୃପ୍ତ ମିଶ୍ର ବିଜେଡିରେ ଯୋଗ ଦେଲେ.ଆଜି ନବୀନ ନିବାସ ଠାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଗ୍ରହଣ କରିଛନ୍ତି | ସେ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେବ ଏକ ପ୍ରକାର ନିଶ୍ଚିତ ବୋଲି ଚର୍ଚା ଜୋର ଧରିଛି
Sign in
Sign in
Recover your password.
A password will be e-mailed to you.