ଶିବ ମନ୍ଦିର ଛକରେ ଅଟୋ ବୋଲେରୋ ମୁହାଁ ମୁହିଁ ଧକ୍କା.

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର-୪ ସ୍ଥିତ ଶିବ ମନ୍ଦିର ଛକରେ ଏକ ବଜାଜ ଡାଲା ଅଟୋ ନମ୍ବର( OD-12-D-1731) ଏକ ଇଲେକ୍ଟ୍ରି ଅଫିସରେ ଲାଗିଥିବା ବୋଲେର OR-12-A-8885 କୁ ଧକ୍କା ଦେବା ଫଳରେ ବୋଲେରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି…

ବ୍ଲକ ସ୍ତରୀୟ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ଜମନକିରା ୦୪/୧୨/୨୩ (ଲିପନ ନାଏକ ) : ଡିସେମ୍ବର ତିନ୍ ତାରିଖ କୁ ବିଶ୍ଵ ଭିନ୍ନକ୍ଷମ ଦିବସ ରୁପେ ପାଳନ କରାଯାଏ,ଏଇ ପରିପେଖି ରେ ଆଜି ଜମନକିରା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବିଶ୍ଵଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି,ଏଇ କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ…

ଜମନକିରା ଯୁକ୍ତ ୨ ଏବଂ ଯୁକ୍ତ ୩ ମହାବିଦ୍ୟାଳୟ ପକ୍ଷରୁ ସ୍ପୋଟର୍ସ ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜମନକିରା,୩/୧୨:(ଲିପନ ନାଏକ ): ରବିବାର ଜମନକିରା ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ପୋର୍ଟସ ଫେଷ୍ଟ ର ବିଭିନ୍ନ ଖେଳ ପ୍ରତିଯୋଗିତା ମଧ୍ୟରୁ ପ୍ରଥମ ଦିବସରେ ଫୁଟବଲ ଖେଳ ପ୍ରତିଯୋଗିତା…

ରାସ୍ତା କଡ଼ରେ ଉଠା ଦୋକାନ ଯୋଗୁଁ ଗୁଣୁପୁର ରେ ଟ୍ରାଫିକ ସମସ୍ୟା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣପୁରର ସ୍ଥାନୀୟ ଷ୍ଟେସନ ଛକରେ ବେଆଇନ ଭାବେ ଜବରଦଖଲ କ୍ରମେ ଗଢି ଉଠିଥିବା ଆମିଷ ବଜାର ଏବେ ବଡ ସମସ୍ଯା ହୋଇଛି। ଗୋଟିଏ ଛୋଟିଆ ମାଛ ଦୋକାନ ପରେ ମାଂସ ଦୋକାନ ଟିଏ ଓ ତାକୁ ଲାଗିକରି ଶୁଖୁଆ ଦୋକାନ ପରେ ଏବେ ଧାଡିବାନ୍ଧି ମୁଖ୍ଯ ରାସ୍ତାର ଦୁଇ…

୧୨ କୁଇଣ୍ଟାଲ ଭାଙ୍ଗ ସହିତ ୩ କିଲୋ ଗଞ୍ଜେଇ ଓ ପିକଅପ୍ ଭ୍ୟାନ ଜବତ୍, ୨ ଅଭିଯୁକ୍ତ ଗିରଫ

ଓଡ଼ଗାଁ,୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୁଲିସ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଧରିଥିବା ୪୦ ବସ୍ତାରୁ ୧୨ କୁଇଣ୍ଟାଲ ଭାଙ୍ଗ ସହ ୩ କିଲୋ ଗଞ୍ଜେଇ ଏବଂ ଚାଲାଣରେ ବ୍ୟବହୃତ ଓଡ଼ି ୦୨ସିବି୬୨୮୧ ନଂ ବିଶିଷ୍ଟ ପିକଅପ…

ପଦ୍ମପୁରରେ ଜିଲ୍ଲାପାଳଙ୍କଙ୍କର ଅଫିସ ପାଇଁ ସ୍ଥାନ ନିରୂପଣ ପରେ ନୃସିଂହନାଥରେ ଆରଡିସି

ବରଗଡ :- ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର 2022 ରେ ପଦ୍ମପୁର ଉପନିର୍ବାଚନ ସମୟରେ ଘୋଷଣା କରିଥିବା ପଦ୍ମପୁର ଅଞ୍ଚଳର ସବୁଠାରୁ ବଡ଼ ଦାବି ( ପଦ୍ମପୁର କୁ ଏକ ସ୍ୱତନ୍ତ୍ର ଜିଲ୍ଲ ର ମନ୍ୟତା ପ୍ରଦାନ ) ପୂରଣ ହେବାକୁ ଯାଉଥିବା ଜଣା ପଡୁଛି । କାରଣ ଆଜି ଉତ୍ତରାଞ୍ଚଳ ରାଜସ୍ବ କମିଶନ ଶ୍ରୀ…

ପଦ୍ମପୁର ଜିଲ୍ଲା ପ୍ରସଙ୍ଗ : ଜିଲ୍ଲାପାଳ କାର୍ଯ୍ଯାଳୟ ସ୍ଥାନ ପାଇଁ ରାଜସ୍ଵ କମିଶନର ଙ୍କ ପଦ୍ମପୁର ଗସ୍ତ l

ପଦ୍ମପୁର :- ପଦ୍ମପୁର ଜିଲ୍ଳା ଦାବୀ ର ଅନ୍ତ ହେବାକୁ ଯାଉଥିବା ଏବେ ଖବର ମିଳିଛି l ଏ ନେଇ ଆଜି ରାଜସ୍ୱ କମିଶନର ଙ୍କ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ କାର୍ଯ୍ଯାଳୟ ସ୍ଥାନ ନିରୂପଣ ପାଇଁ ପଦ୍ମପୁର ପହଞ୍ଚିଛନ୍ତି l ଗତ ଉପ ନିର୍ବାଚନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଥର…

ନବୀନ ନିବାସରେ ଚାଲିଛି ମେଳଣ : ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବାକୁ ଭିଡ଼

୫ ଟି-ଆମ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଶୁଭକାମନା ଜଣାଇବା ପାଇଁ ଓ ତାଙ୍କ ସହ ଦେଖା କରିବା ପାଇଁ ନବୀନ ନିବାସରେ ଲାଗିଛି ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ | ସତେ ଯେମିତି ଗତ କିଛି ଦିନ ଧରି ସେଠି ଲାଗିଛି ମେଳଣ | ଆଜି ବି ଜମିଥିଲା ଏମିତି କିଛି ଭିଡ ଶୁଭେଛୁ ଓ ଶ୍ରଦ୍ଧାଳୁଙ୍କର…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

https://youtu.be/_8mo4MFIrI0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ…

ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କର କୃତିତ୍ୱ

ଭୁବନେଶ୍ୱର, ଡିସେମ୍ବର ୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଏମ୍‌.ବି.ଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟର ଦ୍ୱୀତିୟ ବର୍ଷର ଛାତ୍ରୀ ଏସ୍‌.ଭି. ଚନ୍ଦନା ନିକଟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ରେ ରାଜ୍ୟ ସ୍ତରୀୟ…