ଯୁବ ସାମ୍ବାଦିକଙ୍କ ମୃତ୍ୟୁରେ ବେଲଗୁଣ୍ଠା ଅଞ୍ଚଳରେ ଶୋକ ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ ସମୟ ପ୍ରତିନିଧି ତଥା ଯୁବ ସାମ୍ବାଦିକ ଏବଂ ବେଲଗୁଣ୍ଠା ପ୍ରେସ୍ କ୍ଳବର ଅନ୍ୟତମ ସଦସ୍ୟ ଜଗନ୍ନାଥ ନାୟକଙ୍କ ଅକାଳ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ସମେତ ଅଞ୍ଚଳର ବିଭିନ୍ନ ମହଲରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଦୁଃଖଦ ଖବର ପାଇବା ପରେ ଏକ…

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ– ୨୦୨୩

ରାୟଗଡ଼: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ୨୦୨୩ ରାୟଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଅଡିଟରିୟମ ଠାରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଦିବସରେ ପୂର୍ବାହ୍ନ ୯ ଘଟିକା ସମୟରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ…

ବାଙ୍ଗାଲୋର ଯିବା ସମୟରେ ଯୁବକ ନିଖୋଜ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଅଞ୍ଚଳର ଜଣେ ଯୁବକ ବାଙ୍ଗାଲୋର ଯିବା ରାସ୍ତାରେ ନିଖୋଜ ହୋଇଯାଇଥିବା ନେଇ ବେଲଗୁଣ୍ଠା ଥାନାରେ ଅଭିଯୋଗ ହୋଇଛି I ଅଭିଯୋଗକାରୀ ହେଉଛନ୍ତି ନିଖୋଜ ଯୁବକଙ୍କ ବାପା ସୁବାଷ ଚନ୍ଦ୍ର ବାଡତ୍ଯା I ସୁଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ…

ଯୁବ ସାମ୍ବାଦିକ ତଥା ସୋରଡ଼ା ନିର୍ବାଚନ ମଣ୍ଡଳୀ ପୁର୍ବତନ ଯୁବ କଂଗ୍ରେସ ସଭାପତି ଜଗନ୍ନାଥଙ୍କ କ୍ଷତାକ୍ତ ମୃତଦେହ…

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )--ବେଲଗୁଣ୍ଠା ବ୍ଳକ ଗାଙ୍ଗପୁର ଥାନା ଅର୍ନ୍ତଗତ ଖଇରପୁଟୀ ଗ୍ରାମର ଭରତପୁର ସାହିରମୂଳ ବାସିନ୍ଦା,ଯୁବ ସାମ୍ବାଦିକ, ସୋରଡ଼ା ନିର୍ବାଚନ ମଣ୍ଡଳୀ ପୁର୍ବତନ ଯୁବ କଂଗ୍ରେସ ସଭାପତି ତଥା ଫାଷ୍ଟ ଫୁଡ୍ ବ୍ୟବସାୟୀ ଜଗନ୍ନାଥ ନାୟକ(୩୪)ଙ୍କ ଗଳିତ କ୍ଷତାକ୍ତ ମୃତଦେହ…

ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ପାରଳାଖେମୁଣ୍ଡି ସହରର କଣ୍ଡରା ସାହିରେ ସେଠିକାର ଶିଶୁ ମାନଙ୍କୁ ନେଇ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ମାନଙ୍କ ସହିତ ଶିକ୍ଷକ କିଶୋର ଦାସ ଏବଂ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ…

ଆନ୍ଦୋଳନର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ.

ଅଶୋକ ସାହୁ, ଶାସକ ପ୍ରଶାସକ.:: ଦିର୍ଘ ଦିନ ବ୍ୟବଧାନ ପରେ ପୁଣି ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ l ପ୍ରକାଶ ଥାଉକି, ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଗୋଟିଏ ମାତ୍ର ଦାବି ଗ୍ରେଡ ପେ ୪୨୦୦/- ପାଇଁ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ଓଡିଶା…

ନିଶ୍ଚିନ୍ତକୋଇଲି ପୋଲିସ ପେଟ୍ରୋଲିଂ ଗାଡ଼ି ପକ୍ଷରୁ ଚଢାଉ ପରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ…

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଚୋରି ଓ ଅପରାଧ ଘଟାଇବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନିଶ୍ଚିନ୍ତକୋଇଲି ପୋଲିସର ରାତ୍ରକାଳୀନ ପେଟ୍ରୋଲିଂ ସମୟରେ ଧରା ପଡିଯାଇଥିଲେ ଅପରାଧୀ l  ପୋଲିସ କୁ ଦେଖି ଭୟଭୀତ ହୋଇ ଅପରାଧିଙ୍କ ପକ୍ଷରୁ ପୋଲିସ ଗାଡ଼ି ଉପରକୁ ଦୁଇ ରାଉଣ୍ଡ ଗୁଳି କରାଯାଇଥିଲା ।…

ସମ୍ଭାବ୍ୟ ପ୍ରବଳ ବର୍ଷା ନିମନ୍ତେ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତୀୟ ପାଣିପାଗ ବିଭାଗଙ୍କ ସ୍ବତନ୍ତ୍ର ସୂଚନା ମୁତାବକ ଗଜପତି ଜିଲ୍ଲାରେ ୪ ତାରିଖ ସନ୍ଧ୍ୟା ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଅଛି। ପୂର୍ବାନୁମାନ ଯେ ଗଜପତି ଜିଲ୍ଲାରେ ସତର୍କ ରହିବା ନିମନ୍ତେ ଆଜି ( ରବିବାର ଦିନ…

ବାତ୍ୟା ମିଚାଓଙ୍ଗ୍ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଖୋଲାହେଲା ବିପର୍ଯ୍ୟୟ ପରିଚାଳନା ପ୍ରକୋଷ୍ଠ

• ଯାତ୍ରୀମାନଙ୍କ ସୁବିଧା ପାଇଁ କୌଣସି ସୂଚନା କିମ୍ବା ସହାୟତା ଯୋଗାଇବାକୁ ପୂର୍ବତଟ ରେଳପଥ ଦ୍ୱାରା 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର | • ପାଟ୍ରୋଲିଂ ଏବଂ ଜାଗୁଆଳିମାନଙ୍କୁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ନିୟୋଜନ | • ରେଳ ମଣ୍ଡଳ ମୁଖ୍ୟାଳୟରେ ମଧ୍ୟ ଅତିରିକ୍ତ କଣ୍ଟ୍ରୋଲ୍…

ଉତ୍କଳ ଆଲୁମିନାରେ ବିଶ୍ୱ ଏଡ୍‍ସ୍‍ ଦିବସ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‍ର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ଟିକିରି ଅଞ୍ଚଳରେ ବିଶ୍ୱ ଏଡ୍‍ସ୍‍ ଦିବସ ଚଳିତ ଡିସେମ୍ବର ମାସ ୧ ତାରିଖରେ ପାଳିତ ହୋଇଯାଇଛି । ଏହି ମହାମାରୀ ବିରୁଦ୍ଧରେ…