Sign in
Sign in
Recover your password.
A password will be e-mailed to you.
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ
• ନଭେମ୍ବର ମାସରେ ବିଭିନ୍ନ ବିଭାଗୀୟ କାର୍ଯ୍ୟରେ ଉଲ୍କେଖନୀୟ ସଫଳତା ।
• ଗତ ବର୍ଷ ତୁଳନାରେ ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ବିତ୍ତୀୟ ପ୍ରଦର୍ଶନରେ ଅଗ୍ରଗତି
• କାର୍ଯ୍ୟ ସହ ଆର୍ଥିକ ପ୍ରଦର୍ଶନକୁ ଅଧିକ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ…
ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ’ ନୂଆ-ଓ ‘ ପାଇଁ ପ୍ରସ୍ତୁତି ବୈଠକ
ଜଗତସିଂହପୁର,ତା-୦୪.୧୨.୨୦୨୩/ସୁମନ୍ତ କୁମାର ଦାସ: ଆସନ୍ତା ୨୨.୧୨.୨୦୨୩ ରିଖରେ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି 'ନୂଆ -ଓ ' ଯୁବ ମହୋତ୍ସବ। ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଆଜି ଜିଲ୍ଲପାଳ ଙ୍କ…
ଡିସେମ୍ବର ୭ ଜଗତସିଂହପୁର ବନ୍ଦ ସମର୍ଥନରେ ନାଉଗାଁରେ ପ୍ରଚାର
ଜଗତସିଂହପୁର ତା- ୦୫.୧୨.୨୦୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ସହରରେ ମେଡିକାଲ କଲେଜ ପ୍ରତିଷ୍ଠା, ପଲ୍ଲୀ ସ୍ଵାସ୍ଥ୍ୟ କେନ୍ଦ୍ର ଜଗତସିଂହପୁର ଜିଲ୍ଲାରୁ କଟକ ସ୍ଥାନାନ୍ତର ବନ୍ଦ କରିବା ଓ ଜଗତସିଂହପୁର ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ଶଯ୍ୟା ସଂଖ୍ୟା ୫୦୦ କୁ ବୃଦ୍ଧି କରିବା…
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଗୁଣୁପୁରରେ ପହଞ୍ଚିଲା ଓଡ୍ରାଫ ଟିମ ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସୃଷ୍ଟି ହୋଇଛି ବାତ୍ୟା ମିଗ୍ ଜୋମ । ମିଗ୍ ଜୋମ ପ୍ରଭାବରେ ପାଗରେ ପରିବର୍ତନ ଘଟିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବନୁମାନ କରିଛି ପାଣି ପାଗ ବିଭାଗ ।…
ଗଜପତି ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବଳରାମ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ବୈଠକରେ ମୁଖ୍ୟ ଅତିଥି…
ଟାଟା ଷ୍ଟିଲ୍ ଫାଉେଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ବ୍ୟକ୍ତି ଦିବସ ପାଳିତ
ସପ୍ତାହବ୍ୟାପୀ ସମାରୋହରେ ୩୦୦ ଜଣଙ୍କ ଯୋଗଦାନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ୨୧୦ ଦିବ୍ୟାଙ୍ଗଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣ
ଗୋପାଳପୁର, ଡିସେମ୍ବର ୫, ୨୦୨୩: ଆନ୍ତର୍ଜାତିକ ଭିନ୍ନକ୍ଷମ ବ୍ୟକ୍ତି ଦିବସ ପାଳନ ଅବସରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ଗୋପାଳପୁର ପକ୍ଷରୁ ଗଂଜାମ ଜିଲ୍ଲା…
“ଏନ୍ସିଆର୍ବି ରିପୋର୍ଟ : ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି”
"ରାଜ୍ୟରେ “ମହିଳା ସୁରକ୍ଷା ବ୍ୟବସ୍ଥା” କେବଳ “ନୀଳ ରଙ୍ଗ ବୋର୍ଡ”ରେ ସୀମିତ"
ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ସଂପୂର୍ଣ୍ଣ ଦାୟୀ
ଭୁବନେଶ୍ୱର,ତା.୦୫/୧୨: ଗତ କାଲି ପ୍ରକାଶ ପାଇଥିବା ଏନ୍ସିଆର୍ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ…
ମୃତ୍ତିକା ସ୍ବାସ୍ଥ୍ୟ ନେଇ ତୁରନ୍ତ ପଦକ୍ଷେପ ନେବାକୁ ବୈଜ୍ଞାନିକ ମାନଙ୍କ ଆହ୍ୱାନ
ଭୁବନେଶ୍ୱର, ୦୫/୧୨ : ଦଶନ୍ଧି ଦଶନ୍ଧି ଧରି ମୃତ୍ତିକାର ଅବହେଳା ଫଳରେ ଉପଲବ୍ଧ ହୋଇଥିବା ସମସ୍ୟା ଆଜି ମାନବ ଜାତିକୁ ଚିନ୍ତାରେ ପକାଇଛି ବୋଲି ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ ଅବସରରେ ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାଶ କରିବା ସହ ମୃତ୍ତିକା ସୁରକ୍ଷା ନିମନ୍ତେ…
ମୁଖ୍ୟମନ୍ତ୍ରୀ ମକା ମିଶନର କାର୍ଯ୍ୟକାରିତା ସଂପର୍କରେ 5T ଅଧ୍ୟକ୍ଷଙ୍କ ସମୀକ୍ଷା
କୃଷକ-ଉତ୍ପାଦକ ସଂଗଠନର (FPO) ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ
ମକା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି, ଫସଲ ଉତ୍ପାଦନରେ ୫୧ ପ୍ରତିଶତ ବୃଦ୍ଧି
ଡିସେମ୍ବର ୨ ସୁଦ୍ଧା FPO ଜରିଆରେ ୪୫ ହଜାର କୁଇଣ୍ଟାଲ ମକା ସଂଗ୍ରହ, ସଂଗ୍ରହ ମୂଲ୍ୟ MSP ଠାରୁ ଅଧିକ…
ଆମ୍ରି ହସ୍ପିଟାଲରେ ବୃଦ୍ଧା ପାଇଲେ ନୂତନ ଜୀବନ
ଲାଗିଲା ତାର ବିହୀନ ଅତ୍ୟାଧୁନିକ ପେସ୍ମେକର
ଭୂବନେଶ୍ୱର – ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଭୂବନେଶ୍ୱର ସ୍ଥିତ ଆମ୍ର ହସ୍ପିଟାଲ। ପ୍ରଥମଥର ପାଇଁ ଜଣେ ବୟସ୍କ ମହିଳାଙ୍କ ଠାରେ ଲାଗିଲା ଅତ୍ୟାଧୁନିକ ତାର ବିହୀନ ପେସ୍ମେକର। ଅତ୍ୟଧିକ ମୁଣ୍ଡ ବୁଲାଇ ହେବା…