Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରରେ ବି ଆର ଆମ୍ବେଦକର ଙ୍କର ମହାପ୍ରୟାଣ ଦିବସ ପାଳିତ
ଜଗତସିଂହପୁର, ତା-୦୬.୧୨.୨୦୨୩ରିଖ ସୁମନ୍ତ କୁମାର ଦାସ: ଆଜି ଜଗତସି°ହପୁର ଠାରେ ଭାରତୀୟ ସମ୍ବିଧାନର ପ୍ରଣେତା ଡଃ ବି ଆର ଆମ୍ବେଦକର ଙ୍କର ପବିତ୍ର ମହାପ୍ରୟାଣ ଦିବସ ପାଳିତ ହୋଇ ଯାଇଅଛି।ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଥିବା…
ସମ୍ଭିଧାନ ପ୍ରଣେତା ବାବା ସାହେବଙ୍କ 67ତମ ଜୟନ୍ତୀ ଅନୁଷ୍ଠିତ
ଜଗତସିଂହପୁର ତା - ୦୬.୧୨.୨୦୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ଦଳିତ ବିକାଶ ପରିଷଦ ଜଗତସିଂହପୁର ଏବଂ ଅଲ ଓଡିଶା ଭୋଇ ସମାଜ ବିକାଶ ପରିଷଦ ଜିଲ୍ଲା ସଭାପତି ଶଙ୍କର ଦାସ ଙ୍କ ନେତୃତ୍ୱ ରେ ସମ୍ଭିଧାନ ପ୍ରଣେତା ବାବା ସାହେବ ବି. ଆର ଆମ୍ବେଦକର…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଓଡ଼ିଶା ସରକାରଙ୍କ ପକ୍ଷରୁ ସର୍ବୋତମ ରପ୍ତାନୀକାରୀ ପୁରସ୍କାର ପ୍ରାପ୍ତ କରିଛି
ଝାରସୁଗୁଡ଼ା : ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିମିଟେଡ କ୍ରମାଗତ ଆର୍ଥିକ ୨୦୨୦-୨୧ ଓ ୨୦୨୧ ପାଇଁ ରାଜ୍ୟର ବୃହତ ରପ୍ତାନୀକାରୀ ଭାବେ ଏହାର ଝାରସୁଗୁଡ଼ା ସ୍ମେଲଟରର ଉଲ୍ଳେଖନୀୟ ପ୍ରଦର୍ଶନ ଲାଗି ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ଲାଭ କରିଛି ।…
ସୋଆରେ ସିପିଆର ଉପରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର, ୦୬/୧୨ : ଯୁବ ସମାଜ ମଧ୍ୟରେ ହୃଦଘାତ ଜନିତ ମୃତ୍ୟୁକୁ ଏଡାଇବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସ୍ପିଏସ୍) ଠାରେ କାର୍ଡିଓ ପଲମ୍ୟୁନାରୀ ରେସୁସିଟେସନ୍ (ସିପିଆର) ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ…
କ୍ଷୀପ୍ର ଗତିରେ ଆକାର ନେବାରେ ଲାଗିଛି ବିକାଶର ସେତୁ
ପୂରଣ ହେବାକୁ କୁ ଯାଉଛି ନିଳାଥର ବାସୀ ଙ୍କର ସ୍ୱପ୍ନ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରୁ ନୂଆପଡା କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ବର୍ତ୍ତମାନ ଅଞ୍ଚଳର ଲାଇଫ ଲାଇନ କହିଲେ ଅତ୍ୟୁକ୍ତି ହେବ ନାହିଁ । ବରତୁଣ୍ଡା ଗ୍ରାମରୁ ମାତ୍ର ଏକ କିଲୋମିଟର ଦୂରରେ ଅବସ୍ଥିତ ରହିଛି କାଁସଡା…
ଦ୍ରୁତ ବିକାଶ ର ଏକ ବର୍ଷ: ପୂରଣ ହେବାକୁ ଯାଉଛି ପଦ୍ମପୁର ସ୍ୱତନ୍ତ୍ର ଜିଲ୍ଲା ଦାବୀ
ଯିଏ ଯାହା କହୁ ପଦ୍ମପୁର ର ବିକାଶ ମୋର ଏକମାତ୍ର ଲକ୍ଷ୍ୟ :- ବର୍ଷା
ବରଗଡ :- ପଦ୍ମପୁର ଉପନିର୍ବାଚନ ଠିକ ଏକ ବର୍ଷ ବିତିଯାଇଛି । ଡିସେମ୍ବର ପାଞ୍ଚ 2022 ତାରିଖ ଦିନ , ହୋଇଥିଲା ପଦ୍ମପୁର ଉପନିର୍ବାଚନ । କାରଣ ଥିଲା ତତ୍କାଳୀନ ବିଧାୟିକ ଶ୍ରୀ ବିଜତ ରଞ୍ଜନ ସିଂ ବରିହା ଙ୍କର ଅକାଳ ବିୟୋଗ…
‘ମୋ ପୋଲିସ୍’ ବର୍ତମାନ ‘ବିଜେଡି ପୋଲିସ୍’ରେ ପରିଣତ ହୋଇଛି: ଇରାସିସ୍ ଆଚାର୍ଯ୍ୟ
ଯେଉଁଠି ପୋଲିସ୍ ନିଜେ ଭୟଭୀତ, ସେଇଠି ସାଧାରଣ ଜନତା କେତେ ଯେ ଭୟଭୀତ ହୋଇନଥିବେ ?\
୨୩ ବର୍ଷର ନିରୁଙ୍କଶ ଶାସନ ପରେ ବି ଆଜି ଓଡିଶାରେ କାହିଁକି ଆଇନଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଛି ?
ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ପୋଲିସ୍ ନିଜେ ଅଭିଯୋଗକାରୀ, ଆକ୍ରମଣରେ…
ଓଡିଶା ଶୂନ୍ୟ ମୃତ୍ୟୁ ସପ୍ତାହ ଅବସରରେ ବାଇକ୍ ରାଲି ଆୟୋଜିତ
ଭୁବନେଶ୍ୱର : ବର୍ତମାନ ଜାରି ରହିଥିବା ଓଡିଶା ଜିରୋ ଫାଟାଲିଟି ୱିକ୍ ବା ଓଡିଶା ଶୂନ୍ୟ ମୃତ୍ୟୁ ସପ୍ତାହର ଅଂଶ ଭାବେ ଡାଇରେକ୍ଟୋରେଟ୍ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଙ୍ଗ (ଡିଏମ୍ଇଟି) ପକ୍ଷରୁ ଜିକିତ୍ସା ହେଲ୍ଥ କେୟାର ଲିମିଟେଡ୍ (ଜେଡ୍ଏଚ୍ଏଲ୍) ସହ ସହଭାଗିତାରେ ଏକ ବାଇକ୍ ରାଲି…
ଦୁଇ ବିଧାୟକଙ୍କ ଉପସ୍ଥିତିରେ ସୁନାମୁହିଁରେ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ
ମୋ ବିରୁଦ୍ଧରେ ଅପପ୍ରଚାର ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ପାଲଟିଥିବା ବେଳେ ନୟାଗଡ଼ବାସୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସୁଚାରୁରୂପେ ସମ୍ପାଦନ କରିବା ମୋର ଏକମାତ୍ର ଲକ୍ଷ୍ୟ : ଅରୁଣ
ଓଡ଼ଗାଁ,୫।୧୨(ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ସୁନାମୁଁହି କଲ୍ୟାଣମଣ୍ଡପ ତଥା ଚମ୍ପେଶ୍ବର…
ବିଧାୟକଙ୍କ ଦ୍ବାରା ବାହାଡାଝୋଲା-ସୁନାମୁହିଁ ରାସ୍ତାର ଶିଳାନ୍ୟାସ,
୧୬ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ହେବ ଉନ୍ନତି କରଣ କାର୍ଯ୍ୟ
ଓଡ଼ଗାଁ, ୫।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ପୂର୍ତ୍ତ ବିଭାଗ ଅଧିନସ୍ଥ ବାହାଡ଼ାଝୋଲା-ସୁନାମୁଁହି ରାସ୍ତାର ଉନ୍ନତୀକରଣ ନିମନ୍ତେ ମଙ୍ଗଳବାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ଼ ଅରୁଣ…