Sign in
Sign in
Recover your password.
A password will be e-mailed to you.
ପ୍ଲାଷ୍ଟିକର କୁପ୍ରଭାବ ବିଷୟରେ ତେଜସ୍ୱିନୀ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର/ଉଦୟନାଥ ପଣ୍ଡା :ଭଂଜନଗର ଅଞ୍ଚଳ ର ଅଗ୍ରଣୀ ସମାଜିକ ଅନୁଷ୍ଠାନ ତେଜସ୍ୱିନୀ ର ପ୍ଲାଷ୍ଟିକ ବର୍ଜନ ଉପରେ ଆଧାରିତ କାର୍ଯ୍ୟକ୍ରମ ଭଂଜନଗର RMC ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଗତ ଏକ ମାସ ଧରି ବର୍ଜ୍ୟ ପ୍ଲାଷ୍ଟିକ ବୋତଲରେ ଫୁଲ ଗଛ ଲଗାଇବା ଓ ତାକୁ ସଜାଇବା ପାଇଁ ଏକ ପ୍ରତିଯୋଗିତା…
ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ହେଲା ଉଦ୍ଘାଟନ
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ର ସାରସକଣା ବ୍ଲକ ଅନ୍ତର୍ଗତ ମହୁଲ ବରେଇ ସ୍ଥିତ ଶରତପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ରାଜ୍ୟସରକାରଙ୍କ ଦ୍ଵାରା ପ୍ରାୟୋଜିତ"ସମନ୍ୱିତ ଯୁବବିକାଶ ନୂଆ ଓ କାର୍ଯ୍ୟକ୍ରମ" ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ…
ଅଞ୍ଚଳ ମହାବିଦ୍ୟାଳୟ ରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ କ୍ରୀଡା ଉତ୍ସବ ର ଦ୍ଵିତୀୟ ଦିନରେ କବାଡି ପ୍ରତିଯୋଗିତା ଅଧକ୍ଷ ଶ୍ରୀ ଲଳିତମୋହନ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଉଦଘାଟନୀ ସମାରୋହରେ…
ଗୁଜବ ଖବରକୁ ନେଇ ଦୁଇଦିନ ହେଲା ବନ ବିଭାଗ ନାକେଦମ୍
ଧନୁଡୁଙ୍ଗୁରି ଜଙ୍ଗଲରେ ଦନ୍ତା କୁ ଗୁଳିମାଡ ଘଟଣା
ଜମନକିରା(ଲିପନ ନାଏକ ) : ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଟିକିବା ପଞ୍ଚାୟତ ନିକଟସ୍ଥ ପାହାଡ଼ ପାଶ୍ୱବର୍ତି ଅଞ୍ଚଳରେ ୧୫ ଟୀକିଆ ହାତୀ ପଲ ପ୍ରତ୍ୟେକ ଦିନ ରାତିରେ ଆସି ଗାଁ ପାଖାପାଖି ଅଞ୍ଚଳରେ ଧାନ ଖାଇବା ସହ…
ଗୁଣପୁର ରେ ଇଡ଼ିଟାଲ ଚଇତି 2023 ପାଇଁ ପ୍ରସ୍ତୁତ ବୈଠକ
ତିନି ଦିନ ଧରି ଉପଖଣ୍ଡ ସ୍ତରୀୟ 2023 ଚଇତି ଇଡ଼ିଟାଲ : ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ଉପଖଣ୍ଡ ରେ ଚଳିତ ବର୍ଷ ଡିସେମ୍ବର 21/22 ଏବଂ 23 ତିନି ଦିନ ଧରି ଉପଖଣ୍ଡ ସ୍ତରୀୟ ଇଡ଼ିଟାଲ ଚଇତି ପାଇଁ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ ସଦ…
ଓଡ଼ିଶା ଲଳିତ କଳା ଏକାଡେମୀ ଦ୍ୱାରା ଗଜପତି ଜିଲ୍ଲାରେ ଭ୍ରାମ୍ୟମାଣ ପ୍ରଦର୍ଶନୀ ଆୟୋଜିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଲଳିତ କଳା ଏକାଡେମୀ ର ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲାପ୍ରଶାସନ ଗଜପତି ସହଯୋଗରେ ରାଜ୍ୟରେ ଚିତ୍ରକଳା ପ୍ରଚାର ପ୍ରସାର ନିମନ୍ତେ ଲଳିତ ଏକାଡେମୀ ଦ୍ବାରା ସଂଗୃହିତ ଚିତ୍ରକଳା ଗୁଡ଼ିକୁ ନେଇ ଏକ…
କେନ୍ଦ୍ରାପଡ଼ା ବିଧାନସଭା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ।
କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ: ଆଜି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଶ୍ରୀ ବଳଦେବଜୀଉ ମନ୍ଦିର ଇଚ୍ଛାପୁର ଠାରେ ଆୟୋଜନ କରାଯାଇଛି । ଜିଲ୍ଲା କାର୍ଯ୍ୟାଳୟଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବଳଦେବଜୀଉ ମନ୍ଦିର ପର୍ଯ୍ୟନ୍ତ…
ବିଡିଓଙ୍କ ଆଗରେ ଆଣ୍ଠେଇଲେ ସମସ୍ତ ୱାର୍ଡ ମେମ୍ବର, ଦେଲେ ଧାରଣା ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ:ସରପଞ୍ଚଙ୍କ ବିରୁଦ୍ଧରେ ବିଡ଼ିଓଙ୍କୁ ପ୍ରତିବାଦ ଜଣାଇବାର ନିଆରା ଦୃଶ୍ୟ ।ଅସନ୍ତୁଷ୍ଟ ୱାର୍ଡ ସଭ୍ୟ ସଭ୍ୟା ବିଡିଓଙ୍କ ଜନ ଶୁଣାଣି ଆଗରେ ଆଣ୍ଠେଇ ନିଜ ଦାବି ଜଣାଇଲେ । ଡେରାବିଶ ବ୍ଲକ ଏଣ୍ଡର ପଂଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ…
ପାଇକମାଳ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ : ବିଧାୟିକା ଙ୍କ ଯୋଗଦାନ…
ପଦ୍ମପୁର : ପାଇକମାଳ ବ୍ଲକ ଅଧିନସ୍ଥ ପାଇକମାଳ ଉଚ୍ଚ ବିଦ୍ୟାଳୟ ରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଛି । ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର…
“ମୋ ସୁନା ଝିଅ” କାର୍ଯକ୍ରମର ଶୁଭ ଉଦଘାଟନ
ସୁବର୍ଣ୍ଣପୁର :ତା ୦୪/୧୨/୨୦୨୩-( ଆର୍ତ୍ତତ୍ରାଣ ମହାପାତ୍ର): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସ୍ବାସ୍ଥ୍ୟ ପରିବାର ମଙ୍ଗଳ ବିଭାଗ ଦ୍ଵାରା ଆୟୋଜିତ ବିଜୁ କନ୍ୟା ରତ୍ନ ଯୋଜନା ଅନ୍ତର୍ଗତ ମୋ ସୁନା ଝିଅ କାର୍ଯକ୍ରମ କୁ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଜିଲ୍ଲା ମାତୃ ଓ ଶିଶୁ ଚିକିତ୍ସାଳୟ…