ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟା: ଦି ବିଲିଭର ତରଫରୁ ନାଟକ ପ୍ରଭାସ ଯଜ୍ଞ ମଞ୍ଚସ୍ଥ

ରାଉରକେଲା,(ବସନ୍ତ କୁମାର ଜେନା); ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଷଷ୍ଠ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଦି ବିଲିଭର ତରଫରୁ ନାଟକ ପ୍ରଭାସ ଯଜ୍ଞ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ପ୍ରବୀର କୁମାର ଜେନା ରଚନା କରିଥିବା ବେଳେ ଚିନ୍ମୟ ତ୍ରିପାଠୀ…

ହାଓଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ୍ ଏବଂ ପ୍ରଶାନ୍ତି ଏକ୍ସପ୍ରେସର ମାର୍ଗ ପରିବର୍ତ୍ତନ |

ଭୁବନେଶ୍ୱର:ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଏବଂ ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ / ବ୍ରିଜ ଗୁଡିକର ଜରୁରୀ ମରାମତି ଯୋଗୁଁ ଦୁଇମାସ ଅବଧି ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ ର…

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପରିଚାଳିତ ମଞ୍ଚେଶ୍ୱର ସ୍ଥିତ ଶିଶୁନିକେତନ ନବୀକରଣ

ଭୁବନେଶ୍ୱର : ସଵାରୀ ଗାଡି ମରାମତି କାରଖାନା ମଞ୍ଚେଶ୍ୱର ମହିଳା କଲ୍ୟାଣ ସଂଗଠନ ପରିଚାଳିତ ଶିଶୁ ନିକେତନର ନବୀକରଣକୁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ)ର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା ସଂଗଠନର କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଡୋଲା ମୋୖଇତ୍ର ଏବଂ ମଞ୍ଚେଶ୍ୱର ମହିଳା…

ପୂର୍ବତଟ ରେଳପଥ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ I

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳସଦନ ଠାରେ ଭାରତ ରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କର ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଅଛି | ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ…

ଲାୟନ୍ସ କ୍ଲବ ଅଫ୍ ରାଉରକେଲା ର ପ୍ରତିଷ୍ଠା ଦିବସ ପାଳନ.

ରାଉରକେଲା,(ବସନ୍ତ କୁମାର ଜେନା); ଲାୟନ୍ସ କ୍ଲବ ଅଫ୍ ରାଉରକେଲା ର୬୪ ତମ ପ୍ରତିଷ୍ଠା ଦିବସ ରାଉରକେଲା କ୍ଲବ ଠାରେ ପାଳିତ ହୋଇଯାଇଛି। କ୍ଲବର ସଭାପତି ଲାୟନ ଭାଗ୍ୟଲକ୍ଷ୍ମୀ ପରିଡ଼ା ଙ୍କ ସଭାପତିତ୍ବ ଓ ସମ୍ପାଦକ ଲାୟନ ଡ଼ଃ ଅର୍ସ ଚୋପ୍ରାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଶୁଭlରମ୍ଭ ହେଲା କପା ମଣ୍ଡି l

ରାୟଗଡ:ସରୋଜ କୁମାର ସାହୁ -ରାୟଗଡ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆଜି କପା ମଣ୍ଡି ଶୁଭରାମ୍ବ କରିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମନୋଜ କୁମାର ପ୍ରଧାନ,l ଆଜି ପ୍ରଥମେ ଦିନରେ ୧୧କ୍ୱିଣ୍ଟାଲ କପା ୭୦୨୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଦରରେ କିଣାଯାଇଥିଲା l ଜିଲ୍ଲାରେ…

ବାତ୍ୟା ମିଗଜୋମପ୍ରଭାବରେ ଅଦିନିଆ ବର୍ଷା ଉଜାଡ଼ିଦେଲା ପାଚିଲା ଧାନକ୍ଷେତ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ), ଚଳିତ ବର୍ଷ ବେଲଗୁଣ୍ଠା ବ୍ଳକ୍ ର ଚାଷୀଙ୍କ ଭାଗ୍ୟରେ ଲାଗିଛି ଶନି ଦଶା I ପ୍ରଥମେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ଉପରେ ଦାଉ ସାଧିଥିବା ବେଳେ ଏବେ ଅଦିନିଆ ବର୍ଷା ଚାଷୀଙ୍କ ସବୁ ସୁଖକୁ ଧୋଇ ନେଇଛି I ଚଳିତ ବର୍ଷ ଆରମ୍ଭରୁ ହିଁ ବେଲଗୁଣ୍ଠା ବ୍ଳକ୍ ର ଚାଷୀଙ୍କୁ…

ନୂତନ ପୌରାଧ୍ୟକ୍ଷା ଦେବସ୍ମିତାଙ୍କ ଦାୟିତ୍ୱ ଭାର ଗ୍ରହଣ.

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ଏନଏସି ଉପ-ନିର୍ବାଚନରେ ବିପୁଳ ପରିମାଣରେ ଭୋଟପାଇ ବିଜୟ ଲାଭ କରିଥିବା ସ୍ବର୍ଗତଃ ଭାନୁପ୍ରଭା ମିଶ୍ର ଙ୍କ ଝିଅ ଦେବସ୍ମିତା ଶତପଥି ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ଏନଏସି ସଭା ଗୃହରେ…

କଣ୍ଟାଡୋର ଗ୍ରାମରେ ଲୋକନୃତ୍ୟ ଭାରତଲୀଳା ର ଶୁଭ ଉଦ୍ଘାଟନ

ଭଞ୍ଜନଗର:ଉଦୟନାଥ ପଣ୍ଡା-ଐତିହ୍ୟ ଭରା ଘୁମୁସର ମାଟି ସଙ୍ଗୀତ, ନୃତ୍ୟ ଓ ଇତିହାସ ପୂର୍ଣ ସ୍ଥାନ ପାଇଁ ପ୍ରସିଦ୍ଧ। ଭଞ୍ଜ ସଙ୍ଗୀତ କୁ ଆଧାର କରି ଅନେକ ଗୁଡିଏ ପାରମ୍ପରିକ ଲୋକ ନୃତ୍ୟ ସୃଷ୍ଟି ହୋଇଛି ଏହି ମାଟିରେ। ଏହି ଲୋକ ନୃତ୍ୟ ମାନଙ୍କରେ ଭଞ୍ଜ ସଙ୍ଗୀତ ସହ ଓଡ଼ିଶୀ ଛାନ୍ଦ ଚଉପଦୀ ସବୁ…

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ସାଂସ୍କୃତିକ ବିଭାଗର କାର୍ଯ୍ୟକ୍ରମ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥଙ୍କ ସଭାପତିତ୍ଵରେ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟିକା ଶ୍ରୀମତୀ ବର୍ଷା ସିଂ…