ପ୍ରାଣୀ ସମ୍ପଦକୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ବିଧାୟକ ପ୍ରତାପ ଜେନା ଏବଂ ବିଧାୟକ ଚନ୍ଦ୍ରସାରଥୀ ବେହେରା…

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଏକ ଚାଷୀବହୁଳ ଅଞ୍ଚଳ l ଏହି ଅଞ୍ଚଳର ଲୋକେ ମୁଖ୍ୟତଃ ଚାଷ କାର୍ଯ୍ୟ ସମେତ ଗୋପାଳନ, ମେଣ୍ଢା ପାଳନ, ମଇଁଷି ପାଳନ, କୁକୁଡ଼ା ପାଳନ, ଛେଳି ପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି l ସମସ୍ତ ବୃହତ ଏବଂ…

ଭଞ୍ଜନଗର ରୁ ଶ୍ରେଷ୍ଠ ଗୃହରକ୍ଷୀ ଭାବେ ଦୁଇ ଜଣ ସମ୍ବର୍ଦ୍ଧିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନା ଙ୍କ ସଂଯୋଜନା ରେ ଗଞ୍ଜାମ ପୋଲିସ୍ ପକ୍ଷରୁ ମଧ୍ୟ ୬୧ତମ ଗୃହରକ୍ଷୀ (ହୋମଗାର୍ଡ) ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥି ସହିତ ନିଜର ଉତ୍ତମ ଗୁଣ ଓ କର୍ତ୍ତବ୍ୟନିଷ୍ଟ କାର୍ଯ୍ୟ ପାଇଁ ଗଞ୍ଜାମ୍ ଜିଲ୍ଲା…

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ପଦକ୍ଷେପ: ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ

ବସ୍ତି ସମେତ ସହରର ସବୁ ଅଞ୍ଚଳର ସବୁ ଘର ସଂଯୁକ୍ତ ହେବ ସ୍ୱେରେଜ ବ୍ୟବସ୍ଥାରେ ପ୍ରଦୂଷଣ ଉପରେ ମିଳିତ ଭାବେ ନଜର ରଖିବେ BMC, SPCB ଏବଂ WATCO ଭୁବନେଶ୍ୱର ସହର ନର୍ଦ୍ଦମା ପାଣିର ନିୟମିତ ବୈଷୟିକ ଯାଞ୍ଚ ହେବ ଭୁବନେଶ୍ୱର:  ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ପ୍ରସଙ୍ଗରେ ମୋତେ କିଛି କୁହାଯାଇନି : ଶଙ୍କରାଚାର୍ଯ୍ୟ

ପୁରୀ /ଅନିମେଷ ପଟନାୟକ : ଚାରି ଦ୍ୱାର ଖୋଲିବା ସମ୍ପର୍କରେ କିଛି ମତ ଦେଲେନାହିଁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ | କହିଲେ ଅଯଥାରେ କୌଣସି ପ୍ରସଙ୍ଗରେ ଉପରେ ପଡି ହସ୍ତକ୍ଷେପ କରିବା ( ହିନ୍ଦୀରେ 'ଟାଙ୍ଗ ଲଡାନା' ) ମୋର ଅଭ୍ୟାସ ନୁହେଁ | ମୋ ଠାରୁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ,…

ବିଷ ଓଗାଳିଲେ ଶଙ୍କରାଚାର୍ଯ୍ୟ : କହିଲେ ” ମୁଁ ମାଉ ବା ଖାଉ ହୋଇଥିଲେ ଶାସନତନ୍ତ୍ର ମୋ ସହ ସମ୍ପର୍କ…

ପୁରୀ :ଅନେକଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ପୁରୀ ଗୋବର୍ଧନ ପୀଠ ଶଙ୍କରାଚାର୍ଯ୍ୟ| ସରକାର, ପୁରୀ ଶ୍ରୀମନ୍ଦିର ପ୍ରଶାସନ ସମେତ ସମୁଦାୟ ଶାସନ ତନ୍ତ୍ର ବିରୋଧରେ ପ୍ରକାର କରିଛନ୍ତି କ୍ଷୋଭ |  ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସମ୍ପର୍କରେ  ମୋ ସହ ଗୁପ୍ତ ବା ପ୍ରକଟରେ କୌଣସି…

ଜିଲ୍ଲାରେ 61 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପୁନଙ୍ଗ ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ 61 ତମ ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ବାହିନୀ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ର ଆରକ୍ଷୀ ଅଧୀକ୍ଷକ ଶ୍ରୀ…

ଜିଲ୍ଲାରେ 61 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର,ତା-୦୬.୧୨.୨୦୨୩/ସୁମନ୍ତ କୁମାର ଦାସ:  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପୁନଙ୍ଗ ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ 61 ତମ ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ବାହିନୀ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ର ଆରକ୍ଷୀ…

ମ୍ୟୁନିସିପାଲ ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ରାଉରକେଲା,(ବସନ୍ତ କୁମାର ଜେନା); ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମ୍ୟୁନିସିପାଲ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଦସ୍ୟା ଅଧ୍ୟାପିକା ପ୍ରିୟଙ୍କା…

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟା: ଦି ବିଲିଭର ତରଫରୁ ନାଟକ ପ୍ରଭାସ ଯଜ୍ଞ ମଞ୍ଚସ୍ଥ

ରାଉରକେଲା,(ବସନ୍ତ କୁମାର ଜେନା); ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଷଷ୍ଠ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ଦି ବିଲିଭର ତରଫରୁ ନାଟକ ପ୍ରଭାସ ଯଜ୍ଞ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ପ୍ରବୀର କୁମାର ଜେନା ରଚନା କରିଥିବା ବେଳେ ଚିନ୍ମୟ ତ୍ରିପାଠୀ…

ହାଓଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ୍ ଏବଂ ପ୍ରଶାନ୍ତି ଏକ୍ସପ୍ରେସର ମାର୍ଗ ପରିବର୍ତ୍ତନ |

ଭୁବନେଶ୍ୱର:ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଏବଂ ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ / ବ୍ରିଜ ଗୁଡିକର ଜରୁରୀ ମରାମତି ଯୋଗୁଁ ଦୁଇମାସ ଅବଧି ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ ର…