ଗୌଡ଼ପୁଟ ବିଜେପି ସରପଞ୍ଚ, ସମିତିସଭ୍ୟାଙ୍କ ସହିତ ୱାର୍ଡ ସଭ୍ୟ ବିଜେଡିରେ ଯୋଗଦେଲେ,

କର୍ମୀ ସମ୍ମିଳନୀରେ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଲେ ବିଧାୟକ ଅରୁଣ ଓଡ଼ଗାଁ,୧୦।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ନିର୍ବାଚନମଣ୍ଡଳୀ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ଖେଳପଡିଆରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସମ୍ମିଳନୀରେ ନୟାଗଡ଼…

ରେସପ୍ଲସର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ଗାଁ, ୧୦।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେସପ୍ଲସର ସପ୍ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିପ୍ଲବୀ କବି ପ୍ରଫୁଲ୍ଲ ମାଝୀଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ରୂପେ ହାସ୍ୟ ସମ୍ରାଟ ଜ୍ଞାନ ହୋତା, ମୁଖ୍ୟ ବକ୍ତାରୂପେ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ ଦ୍ବିତୀୟ ଦିବସର…

https://youtu.be/VHoA-S_mxb0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ ଦ୍ବିତୀୟ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗଜପତି ଉତ୍ସବ -୨୦୨୩ ନିମନ୍ତେ ମଶାଲ ପୂଜାର୍ଚ୍ଚନା ନିମନ୍ତେ ଶୁଭାରମ୍ଭ ଯାତ୍ରା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ(10/12/23) : ରବିବାର ସନ୍ଧ୍ୟାରେ ପାରଳଖେମୁଣ୍ଡି ସ୍ଥିତ ଜଗନ୍ନାଥ ମଠ ନିକଟରେ ମଶାଲ ଶୋଭାଯାତ୍ରା ନିମନ୍ତେ ମହେନ୍ଦ୍ରଗିରି ଶୈବ ପୀଠ କୁ ଯିବା ପାଈଁ ମଶାଲ ପୂଜାର୍ଚ୍ଚନା ନିମନ୍ତେ ଶୁଭାରମ୍ଭ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ଆସନ୍ତା କାଲି…

ଜେଲ୍ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସବ୍ ଜେଲ୍ ପରିସରରେ ଜେଲ୍ ସୁପରୀଟେଣ୍ଡଣ୍ଟ ହନୁ ସେଠୀଙ୍କ ତତ୍ତ୍ଵାବଧାନରେ ଜେଲ୍ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଜିତେନ୍ଦ୍ର…

ଜଗତସିଂହପୁର ଜିଲ୍ଲା ର ମହୁଚାଷୀ ରାଜ୍ୟ ସ୍ତରୀୟ ସମ୍ମାନିତ

ଜଗତସିଂହପୁର,ତା-୧୦.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ର ପଏଦା ପଞ୍ଚାୟତ ବଳିଆକଣୀ ଗ୍ରାମର ମହୁ ଚାଷୀ ଅଶୋକ କୁମାର ଷଡଙ୍ଗୀ ରାଜ୍ୟସ୍ତରରେ ତା ୦୨.୧୨.୨୦୨୩ ରିଖ ଦିନ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ବର ସ୍ଥିତ ଓୟୁଏଟି ପରିସରରେ ଥିବା ବିଜୁ ପଟ୍ଟନାୟକ…

ସମିତିସଭ୍ୟ ଙ୍କ ପିତା ତଥା ସମାଜସେବୀ ସ୍ବର୍ଗତ ସୌରୀ ମହାନ୍ତିଙ୍କ ସ୍ମୃତି ସଭା l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):  ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ଗ୍ରାମ ପଞ୍ଚାୟତ ବଗୁଲିପଡ଼ା ଗ୍ରାମର ସମାଜସେବୀ ତଥା ଦାଉଦପୁର ସମିତିସଭ୍ୟ ଆଶିଷ କୁମାର ମହାନ୍ତିଙ୍କ ପିତା ସ୍ବର୍ଗତ ସୌରୀଚରଣ ମହାନ୍ତିଙ୍କ ଦ୍ବାଦଶାହ ଦିବସ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଛି। ସରପଞ୍ଚ…

ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଷ୍ଟାଲିନ ରାଉତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତିଚାରଣ ସଭା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ରାମକୃଷ୍ଣପୁର ପଞ୍ଚାୟତର ପ୍ରଥମ ସମିତିସଭ୍ୟ, ନତକାଇ ପଞ୍ଚାୟତରେ ଥରେ ସମିତିସଭ୍ୟ ଓ ଥରେ ସରପଞ୍ଚ ଭାବେ କାର୍ଯ୍ୟ କରିଥିବା ସହ ବିଭିନ୍ନ ଅନୁଷ୍ଠାନରେ ଜଡ଼ିତ ଓ ଚାଷୀମାନଙ୍କ ସମସ୍ୟାରେ ସମାଧାନ ପାଇଁ ନେତୃତ୍ବ ନେଉଥିବା…

ଅଞ୍ଚଳା ରେ କୃଷକ ମେଳା ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୦/୧୨/୨୩ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ଆନ୍ତର୍ଜାତିକ ବିକାଶ ଉଦ୍ୟୋଗ ତରଫରୁ ଏକ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ୱଳ୍ପ ଖର୍ଚ୍ଚ ରେ ଚାଷ କରି କିପରି ଅଧିକ ଅମଳ ପାଇବେ। ଉଚିତ୍ ଦରରେ ବିହନ ପାଇ…

ଗୋପାଳପୁର ଠାରେ ବିଜୁ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ।

ଭଞ୍ଜନଗର ରୁଉଦୟନାଥ ପଣ୍ଡା: ଗଞ୍ଜାମ ଜିଲ୍ଲା ର ଗୋପାଳପୁର ପାନ୍ଥନିବାସୀ ଠାରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ବିଜୁ ଜନତା ଦଳର ରାଜ୍ୟ ଉପ ସଭାପତି ତଥା…