ସୁରେନ୍ଦ୍ର କୁମାର ବେମାଳ,ମାଲକାନଗିରି :(୩/୯/୨୬)-ମାଲକାନଗିରି ସଦର ଠାରୁ ଏକ ବିଶାଳ କାୟ ଅଜଗର ସାପ ଉଦ୍ଧାର କରାଯାଇଛି ।ମାଲକାନଗିରି ସଦର ଠାରେ ଥିବା ପରଜା ଗୁଡା ନିକଟରୁ ଏକ ବିରାଟ ଅଜଗର ସାପ ଥିବା କିଛି ଲକ ଦେଖିଥିଲେ ସାପଟି ଖାଦ୍ୟ ସନ୍ଧାନରେ ସ୍ତାନୀୟ ଅଞ୍ଚଳରେ ଥିବା ଜଣେ ଲୋକଙ୍କ କୁକୁଡା ଘରେ ପସି ତିନୋଟି ବଡ କୁକୁଡାକୁ ଗିଳିଦେଇ ଥିଲା ସାପଟିକୁ ଦେଖି ଘରଲକେ ଏବଂ ସ୍ଥାନରେ ଲକ ଭୟଭୀତ ହୋଇଯାଇଥିଲେ ଏବଂ ତୁରନ୍ତ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ସତ୍ୟଜିତ ଗୌଡ଼(ଚିକୁ)ଙ୍କୁ ଜଣାଇଥିଲେ।
ସତ୍ୟଜିତ ଗୌଡ଼ (ଚିକୁ) ପରଜାଗୁଡା ରେ ପହଁଞ୍ଚି ଲକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେବାସହ ଅଜଗର ସାପକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଥିଲେ ଏହି ସମୟରେ ବନ ବିଭାଗ କର୍ମଚାରୀ ଡମ୍ବରୁ ଭାଇ ମଧ୍ୟ ଉପସ୍ଥିତ ଥିଲେ ବନ୍ୟ ପ୍ରାଣୀଙ୍କ ପ୍ରତି ସଚେତନ ରହିବାକୁ ସତ୍ୟଜିତ ଲକଙ୍କୁ ପରାମର୍ଶ ଦେଇଥିଲେ
Sign in
Sign in
Recover your password.
A password will be e-mailed to you.
Prev Post
Next Post