Sign in
Sign in
Recover your password.
A password will be e-mailed to you.
ସୋଆ ସେଂଟର ଫର୍ ଡାଟା ସାଇନ୍ସ ବାର୍ଷିକ ସମାଚାର ପତ୍ରର ୨ୟ ଖଣ୍ଡ ପ୍ରକାଶିତ
ଭୁବନେଶ୍ୱର, ଜୁନ୍ ୨୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ସ୍ଥିତ ସେଂଟର ଫର୍ ଡାଟା ସାଇନ୍ସ (ସିଡିଏସ୍)ର ବାର୍ଷିକ ସମାଚାରପତ୍ର ‘ଡିଏସ୍ ବୁଲେଟିନ୍’ର ଦ୍ୱିତୀୟ ଖଣ୍ଡ ଆନୁଷ୍ଠାନିକ ଭାବରେ ମଙ୍ଗଳବାର ଉନ୍ମୋଚିତ…
ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାମଗ୍ରିକ ଗ୍ରାମୀଣ ପରିବର୍ତ୍ତନକୁ ଆଗେଇ ନେବା ପାଇଁ ସୂର୍ଯ୍ୟୋଧ୍ୟାମ ପଦକ୍ଷେପର…
କମ୍ପାନୀ ନୂତନ ସୂର୍ଯ୍ୟୋଧ୍ୟାମ ପ୍ରୟାସ ଅଧୀନରେ ମଡେଲ ଗ୍ରାମ ବିକାଶ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି
ଝାରସୁଗୁଡା, ଓଡିଶା, ୨୫ ଜୁନ୍ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ସହିତ ଘନିଷ୍ଠ ଭାବରେ ସମନ୍ୱୟ କରି…
ବାଲିକୁଦା ବ୍ଲକରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ
ବାଲିକୁଦା, (ବିଚିତ୍ର ରଞ୍ଜନ ସାହୁ) :ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ପରିସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ ହୋଇଯାଇଛି । ସରକାର ଗଠନର ୨ବର୍ଷର ପୂର୍ତ୍ତି ଅବସରରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମ ୪ ଦିନ ଧରି ଜାରି ରହିଥିଲା । ଆଜି ଅନ୍ତିମ…
ବାଲିକୁଦା ବ୍ଲକରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ
ବାଲିକୁଦା, (ବିଚିତ୍ର ରଞ୍ଜନ ସାହୁ) :ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ପରିସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମର ଉଦଯାପନୀ ସଭା ଅନୁଷ୍ଠିତ ହୋଇଯାଇଛି । ସରକାର ଗଠନର ୨ବର୍ଷର ପୂର୍ତ୍ତି ଅବସରରେ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମ ୪ ଦିନ ଧରି ଜାରି ରହିଥିଲା । ଆଜି ଅନ୍ତିମ…
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ: ବିଜେଡି
ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଉତ୍ତରୀୟ ଦେଇ ତାଙ୍କୁ ଦଳରେ ସାମିଲ କଲେ
ତୃଣମୂଳସ୍ତରରେ ଦଳ ସୁଦୃଢ ହେବ କହିଲେ ବରିଷ୍ଠ ନେତୃବୃନ୍ଦ
ଭୁବନେଶ୍ୱର, ୨୫/୦୬/୨୦୨୬: ପୂର୍ବତନ ଆଇଏଏସ୍ ଶ୍ରୀମତୀ ସୁଜାତା ରାଉତ ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ତାଙ୍କର ଯୋଗଦାନ ଦଳକୁ…
ଝାରସୁଗୁଡ଼ା ଜିଲ୍ଲାର ୪୧୪ ପରିବାରଙ୍କ ଘର ଛାତ ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ ଲାଗି ଟିପିଡବ୍ଲୁଓଡିଏଲ୍ ଏବଂ ବେଦାନ୍ତ…
ଝାରସୁଗୁଡ଼ା ଜୁନ ୨୫:ପଶ୍ଚିମ ଓଡ଼ିଶାରେ ସବୁଜ ଶକ୍ତି ଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରଧାନମନ୍ତ୍ରୀ…
ବିଜେଡିକୁ ଝଟକା: ୧୫ ବର୍ଷର ସମ୍ପର୍କ ଛିନ୍ନ କଲେ ଜୟନ୍ତ ଦୀକ୍ଷିତ
ଝାରସୁଗୁଡ଼ା, ୨୫ ଜୁନ:ବିଜୁ ଜନତା ଦଳ (ବିଜେଡି)କୁ ଝାରସୁଗୁଡ଼ା ଜିଲ୍ଲାରେ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ବ୍ରଜରାଜନଗରର ବରିଷ୍ଠ ନେତା ଜୟନ୍ତ କୁମାର ଦୀକ୍ଷିତ ଗୁରୁବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ସ୍ୱାକ୍ଷରିତ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ…
ଦୁରୁଆ ଭାଷାକୁ ସରକାରୀ ମାନ୍ୟତା ଦାବି ନେଇ ମାଲକାନଗିରି ବିଧାୟକଙ୍କୁ ଦୁରୁଆ ସମାଜ ପକ୍ଷରୁ ସ୍ମାରକପତ୍ର ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାର ପ୍ରମୁଖ ଆଦିବାସୀ ସମ୍ପ୍ରଦାୟ ‘ଦୁରୁଆ ସମାଜ’ ପକ୍ଷରୁ ସେମାନଙ୍କ ମାତୃଭାଷା "ଦୁରୁଆ ପାଟା" (ଦୁରୁଆ ଭାଷା) କୁ ରାଜ୍ୟ ସରକାରଙ୍କ ସରକାରୀ ଜନଜାତି ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜୋର ଧରିଛି। ଏହି…
୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ବନ କର୍ମଚାରୀମାନେ ଆଜି ସକାଳେ ପଦ୍ମଗିରି ଛକ ଠାରେ ଏକ ବୋଲେରୋ ଗାଡ଼ିରୁ ୩୨୯ ଗୋଟି କଇଁଛ କୁ ଜବତ କରିବା ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାର ସଫଳ ହୋଇଛନ୍ତି।ସୂଚନାଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶରୁ ଏକ ବୋଲେରୋ ଗାଡ଼ିରେ କଇଁଛ…
କାନ୍ଧ ନ ମିଳିବାରୁ ସାଇକେଲରେ ଶବ ବୋହିଲେ ଝିଅ ଓ ନାତି : ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ
ପଦ୍ମପୁର / ଶିବାଶିଷ ପଟ୍ଟନାୟକ:- ଉପଖଣ୍ଡର ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ବହନ ପାଇଁ କାନ୍ଧ ନ ମିଳିବାରୁ ପରିବାର ଲୋକ ଅସହାୟ ହୋଇପଡ଼ିଥିଲେ।ଶେଷରେ ମୃତକଙ୍କ ନାତି ବାଧ୍ୟ ହୋଇ ଆଇ ଙ୍କ…