ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ

0

https://youtu.be/CuFP_mMVMoM
ଭୁବନେଶ୍ୱର : ବିଜେଡିରେ ମିଶିଲେ ‘ସ୍ୱାଭିମାନୀ’ ନେତା ବୋଲି କୁହାଯାଉଥିବା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ନିଜ ସମର୍ଥକଙ୍କ ଗହଣରେ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କର ଆଶୀର୍ବାଦ ନେବାପରେ ବିଜେଡିରେ ବିଧିବଦ୍ଧ ଭାବେ ମିଶିଛନ୍ତି । ନବୀନ ବାବୁ ମଧ୍ୟ ” ବିଜୟ ବାବୁର ପୁଅ ଅରବିନ୍ଦଙ୍କୁ ବିଜୁ ଜନତା ଦଳରେ ସ୍ୱାଗତ କରୁଛି” ବୋଲି ଘୋଷଣା କରିଥିଲେ | ନବୀନ ନିବାସରୁ ଶଙ୍ଖ ଭବନ ଯାଇ ସାମ୍ବାଦିକଙ୍କୁ ବିଜେଡିରେ ମିଶିବାର କାରଣ ଏବଂ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି ଅରବିନ୍ଦ ।

Leave A Reply

Your email address will not be published.