ବାଲୁଗାଁ ନାଚୁଣୀ ରାଜପଥରେ ଦୁର୍ଘଟଣା ଗ୍ରସ୍ତ ହେଲା ବୋଲେରୋ, ଜଣେ ମୃତ

ବାଲୁଗାଁ( ସେକ କୌସର ): ରବିବାର ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା 16 ନମ୍ବର ଜାତୀୟ ରାଜପଥ ବରଡ଼ି ଛକରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।ପୋଲିସ ସୂଚନା ମୁତାବକ ଭୁବନେଶ୍ୱର ବାଲିପାଟଣା ଅଞ୍ଚଳରୁ 10 ଜଣ ସାଙ୍ଗ ଏକାଠି ହୋଇ ଏକ ବୋଲେରୋ ଯୋଗେ ଗଞ୍ଜାମ…

କଙ୍ଗୋରେ ମୃତ ଓଡ଼ିଆ ଶ୍ରମିକଙ୍କ ଶବ ଓଡିଶା ଆଣିବାରେ ଶ୍ରମ ବିଭାଗର ତତ୍ପରତା

ଭୁବନେଶ୍ଵର : କଙ୍ଗୋରେ ମୃତ ଓଡ଼ିଆ ଶ୍ରମିକଙ୍କ ଶବ ଓଡିଶା ଆଣିବାରେ ଶ୍ରମ ବିଭାଗର ତତ୍ପରତା ଦେଖାଇଛି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ | ସୁଦୂର ଆଫ୍ରିକା ମହାଦେଶ(କଙ୍ଗୋ)ରେ କାର୍ଯ୍ୟ କରିବାକୁ ଯାଇଥିବା ମାନପୂର୍ ଗ୍ରାମର ତଥା ଆଳି ବ୍ଲକ, କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ପ୍ରବାସୀ ଓଡ଼ିଆ…

ତେଲୁଗୁ ୟୋଦ୍ଧାସକୁ ହରାଇ ପଏଂଟ ତାଲିକାର ଶୀର୍ଷରେ ଓଡିଶା ଜଗରନଟ୍ସ

ରାଜସ୍ଥାନ ୱାରିୟର୍ସକୁ ୨୯-୨୭ ପଏଂଟରେ ପରାଜିତ କଲା ମୁମ୍ବାଇ ଖିଲାଡିସ ଅଲଟିମେଟ ଖୋ ଖୋ ସିଜନ-୨ କଟକ,୭ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ତେଲୁଗୁ ୟୋଦ୍ଧାସକୁ ପରାଜିତ କରି ଡିଫେଣ୍ଡିଙ୍ଗ…

ଆଜି ଶ୍ରୀ ରାମ ଧ୍ଵନୀ ରେ କମ୍ପିଲା ଗୁଣପୁର ସହର

ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସହର ଆଜି ଚଳ ଚଞ୍ଚଳ । ଅଯୋଧ୍ୟା ରେ ଶ୍ରୀରାମ ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଅକ୍ଷତ,କର ପତ୍ର ଓ ନବ ନିର୍ମିତ ଶ୍ରୀରାମଲାଲା ଙ୍କ ମନ୍ଦିର ତୈଳଚିତ୍ରକୁ ଗୁଣପୁର ସହର ରେ ଘରେ ଘରେ ପହେଞ୍ଚବା ପାଇଁ ଜାନୁଆରୀ ମାସ ପହିଲା ରୁ ଆରମ୍ଭ ହୋଇଛି ଅଭିଯାନ…

କୃଷ୍ଣା ମହାନ୍ତି ପାଇବେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର

ଜୟପୁର,ତା୦୭/୦୧: ଓଡିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ୨୦୨୩ ବର୍ଷ ପାଇଁ ସମ୍ମାନଜନକ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବେ । ଗାନ୍ଧୀ ତଥା ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା…

ସିଂହମର୍ଦ୍ଦନ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ; କୁଲାଗଡ଼କୁ ହରାଇ ପାଲକଷଣ୍ଢା ଚାମ୍ପିୟନ୍

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମରେ ମାଆ କାଳୀ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଦୁଇଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟ୍ ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦ୍‌ଘାଟକ…

ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର 1995ବେଚର ବନ୍ଧୁମିଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ 1995 ମାଟ୍ରିକ ବେଚର ବନ୍ଧୁମିଳନ ଆଜି ବାଲିପଦର ନିକଟସ୍ଥ ମା ଶାଙ୍କୁଳେଇ ପୀଠ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି। ଏହି 15 ତମ ବାର୍ଷିକ ବନ୍ଧୁ ମିଳନ ରେ ପ୍ରାୟ 30 ଜଣ ଅଂଶ ଗ୍ରହଣ କରିଥିଲେ। ପ୍ରତି…

କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ପତ୍ରିକା ହାଟ

ମୃଦୁଳା ଗର୍ଗଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ ଭୁବନେଶ୍ୱର ୭ ।୧: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’, କବି-କବିତା କାର୍ଯ୍ୟକ୍ରମ, କୁନାକୁନି ମେଳା ଓ ଶିଶୁ ସାହିତ୍ୟ ମହୋତ୍ସବ ରବିବାର ଅନୁଷ୍ଠିତ…

କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାମଚନ୍ଦ୍ରପୁର ଜୟହୀନ୍ଦି କ୍ରିକେଟ ଟିମ କୁ ହରାଇ ଶାଙ୍କିଲୋ ବ୍ଲାକ ଡ଼ାଇମନ…

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ବ୍ଲକ କେଣ୍ଟାଳ ମଲ୍ଲୀପୁର ଫାଇବଷ୍ଟାର ଖେଳ ପଡିଆରେ ତିନି ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଖେଳରେ ମୁଖ୍ୟଅତିଥି ଭାବେ ଆନନ୍ଦ ସାନିଟାରୀ ମୁଖ୍ୟ ନିରୋଜ ନଳିନୀ ନାୟକ, ଓଲିମା କମ୍ପାନୀ ମୁଖ୍ୟ…

ଦଶପଲ୍ଲାରେ ‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତିସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଆଜି ଦଶପଲ୍ଲାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଶପଲ୍ଲା, ଗଣିଆ ଓ ନୂଆଗାଁ ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ…