ଆବର୍ଜନା ମୁକ୍ତ ସହର ନିମନ୍ତେ; ଜାତୀୟ ସ୍ତରରେ ପ୍ରଶଂସିତ ହେବ ଭଞ୍ଜନଗର।

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ସହରକୁ ସ୍ବଚ୍ଛ ସୁନ୍ଦର କରିବା ଦିଗରେ ଭଞ୍ଜନଗର ସହରରେ ବହୁ ବିଧି ପଦକ୍ଷେପ ଗ୍ରହଣ କରାଯାଇଛି। ପରିମଳ ଠାରୁ ଆରମ୍ଭ କରି ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର…

ଆର୍ବଜନା ମୁକ୍ତ ସହର ପାଇଁ ଜାତୀୟ ସ୍ତରରେ ପୁରସ୍କାର ପାଇବ ବେଲଗୁଣ୍ଠା ଏନ୍ଏସି

ବେଲଗୁଣ୍ଠା :-(ଶିବରାମ ଚୌଧୁରୀ )-ସହରକୁ ସ୍ବଚ୍ଛ ସୁନ୍ଦର କରିବା ଦିଗରେ ବେଲଗୁଣ୍ଠା ସହରରେ ବହୁ ବିଧି ପଦକ୍ଷେପ ଗ୍ରହଣ କରାଯାଇଛି। ପରିମଳ ଠାରୁ ଆରମ୍ଭ କରି ସର୍ବନିମ୍ନ ମୌଳିକ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନିଜର ସ୍ବତନ୍ତ୍ର ସ୍ଥାନ…

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ହେଉଛି ପୂରଣ ; ବରଗଡ଼ରେ ପହଞ୍ଚିଲା ହୀରାକୁଦର ପାଣି

ବରଗଡ :- ବରଗଡ଼ ଜିଲ୍ଲାବାସୀଙ୍କ ସ୍ଵପ୍ନ ବାସ୍ତବତାର ରୂପ ନେଇଛି। ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ବରଗଡ଼ ଜିଲ୍ଲା ସମେତ ସୋନପୁର ଜିଲ୍ଲାର ୧୨୯ଟି ଗାଁର ଜମିକୁ ମାଡିବ ପାଣି। ତେବେ ହୀରାକୁଦରୁ ପାଣି ବରଗଡ଼ ତୁରୁଙ୍ଗା ସ୍ଥିତ ପମ୍ପ ହାଉସକୁ ପହଞ୍ଚି ସାରିଛି | ବରଗଡ଼…

୪ ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ଜେଲ୍ ଗଲେ ୨ ଅଭିଯୁକ୍ତ, ଜଣେ ଫେରାର୍

ଜଗତସିଂହପୁର,ତା-୦୮.୦୧.୨୦୨୪/ସୁମନ୍ତ କୁମାର ଦାସ: ଆଳିପିଙ୍ଗଳ ସ୍ଥିତ କଳ୍ପନା ଗ୍ୟାସ୍ ଏଜେନ୍ସିର ମାଲିକ କୁତାମ କିଶୋର ସର୍ଜନ ସିଂହଙ୍କ ଠାରୁ ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା ଝାମ୍ପି ନିଆଯିବା ଘଟଣାର ପର୍ଦ୍ଦାଫାସ୍ କରିଛି ଜଗତସିଂହପୁର ପୁଲିସ। ମାମଲାର ତଦନ୍ତକାରୀ ପୁଲିସ ଅଫିସର ଶୁଭ୍ରଜିତ୍…

ଘୁ.ଉଦୟଗିରି ଆଦିବାସୀ ଗୋଣ୍ଡ ସମାଜର ନୂତନ ବର୍ଷ ବନ୍ଧୁମିଳନ

ଘୁ.ଉଦୟିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ଆଦିବାସୀ ଗୋଣ୍ଡ ସମାଜର ରବିବାର ଦିନ ସ୍ଥାନୀୟ ୱାର୍ଡ ନମ୍ବର -୪ ସ୍ଥିତ ସିଓଣମାହା ଠାରେ ସମସ୍ତ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମାଜର ନୂତନ ବର୍ଷ ବନ୍ଧୁମିଳନ ହସ ଖୁସୀରେ ଅନୁଷ୍ଠିତ ହୋଇଯାଇଛି I ନୂତନ ବର୍ଷ-୨୦୨୪ ସମସ୍ତଙ୍କ ଜୀବନରେ ନୂତନ…

ଶିକ୍ଷା ପରିଷଦ, ଓଡ଼ିଶା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

ଘୁ.ଉଦୟିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ଶିକ୍ଷା ପରିଷଦ ଓଡ଼ିଶାର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାପତି ପ୍ରଶାନ୍ତ କୁମାର ଦାସଙ୍କ ସଭାପତିତ୍ବ ଏହି ବୈଠକରେ ସଂପାଦକ ଅରୁଣ କୁମାର ଷଡ଼ଙ୍ଗୀ ବିବରଣୀ ପାଠ କରିଥିଲେ…

ଗୁମୁଡୁମାହା ଗ୍ରାମରେ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

ଘୁ.ଉଦୟିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପରମପାଙ୍ଗା ଗ୍ରାମ ପଞ୍ଚାୟତର ଗୁମୁଡୁମାହା ଗ୍ରାମରେ ଆଜି ଜଙ୍ଗଲ ସଚେତନତା ଶିବିର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବନ ଅଧିକାରୀ ଏବଂ ଗ୍ରାମର ୱାର୍ଡ ମେମ୍ବର ନକୁଳ ମଲ୍ଲିକ, ଗ୍ରାମର ସମସ୍ତ ମହିଳା ଓ ପୁରୁଷମାନେ…

ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକ ନେଲେ ଡ. ଅଜୟ କୁମାର

ଭୁବନେଶ୍ୱର ତା. ୭.୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ ସଭାପତିମାନଙ୍କ ବୈଠକରେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଉପସ୍ଥିତ ଥିବା ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କୁ ସେମାନଙ୍କର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପଚାରିବା ସହ…

ନବୀନ ଶାସନରେ ଓଡ଼ିଆଙ୍କ ଉପରେ ବଢ଼ୁଛି ଅଣଓଡ଼ିଆଙ୍କ ବୋଝ : ଡ.ଅଜୟ କୁମାର

ଭୁବନେଶ୍ୱର, ତା.୦୭.୦୧ : "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଓଡ଼ିଆଙ୍କ ଉପରେ ଭାରି ପଡ଼ୁଛନ୍ତି ଅଣଓଡ଼ିଆ | ଓଡ଼ିଆଙ୍କ ପାଇଁ ଓଡ଼ିଶା, ଓଡ଼ିଆଙ୍କ ଓଡ଼ିଶା ଓ ଓଡ଼ିଆଙ୍କ ଦ୍ୱାରା ହିଁ ଓଡ଼ିଶା । କିନ୍ତୁ ଦୁର୍ଭାଗ୍ୟ... ରାଜନୀତି, ବ୍ୟବସାୟ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।…

ଶ୍ରୀମନ୍ଦିରରେ ବିଦେଶୀନି; ସୁରକ୍ଷାରେ ଢିଲା

ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିରରେ ପୁଣି ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶ୍ରୀମନ୍ଦିର ଭିତରେ ଜଣେ ବିଦେଶୀନିକୁ ଚିହ୍ନଟ କରିଥିଲେ କିଛି ସେବାୟତ । ସାତ ପାହଚ ପାଖରେ ବୁଲୁଥିବା ବେଳେ ସେବାୟତଙ୍କ ନଜରକୁ ଆସିଥିଲେ । ପରିଚୟ ପଚରାଯିବା ପରେ ସେ ଜଣେ ବିଦେଶୀନି ବୋଲି ଜଣାପଡ଼ିଥିଲା…